Latest Odisha News

BREAKING NEWS

Browsing Category

ଅପରାଧ

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ନିକଟସ୍ଥ ଜଙ୍ଗଲରେ ବୁଧବାର ଦିନ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ନିହତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଖଇରପୁଟ ପାହାଡ ନିକଟ ଜଙ୍ଗଲରେ କିଛି ମାଓବାଦୀ ଛପି ରହିଥିବା ଖବର…

ଗ୍ରେଡର ଧକ୍କାରେ ଜଣେ ମୃତ, ୪ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ନିକଟ ବଳଦିଆବନ୍ଧ ପାଖରେ ସୋମବାର ଦିନ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଭରତ ବେହେରା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଏହି ୫୫ନଂ ଜାତୀୟ…

ରାଜଧାନୀରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଅଟୋ ଡ୍ରାଇଭର ଗୁରୁତର

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ରବିବାର ଦିନ ଏକ ଅଟୋ ମଧ୍ୟରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଯୋଗୁଁ ଡ୍ରାଇଭର୍ ଗୁରୁତର ଆହତ ହୋଇଛନ୍ତି । ଏହି ବୋମା ବିସ୍ଫୋରଣ ରବିବାର ସନ୍ଧ୍ୟା ୮ଟା ସମୟରେ ଘଟିଥିବାର ସୂଚନା ମିଳିଛି । ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଥିବା ଅଟୋ ଡ୍ରାଇଭର୍…

ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀ: ପୁରୀ ଜିଲ୍ଲାସ୍ଥିତ ନବକଳେବର ରୋଡ୍ ଅନ୍ତର୍ଗତ ଆଶ୍ରମ ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଦିବାନା ବେହେରା ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଏବଂ କିଛି…

ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ଭିଡ଼ିଓ କଲେ ଯୁବକ, ବ୍ଲାକମେଲ କରି ଗିରଫ

ଭୁବନେଶ୍ୱର: ରାଜଧାନୀସ୍ଥିତ ବସ୍ତି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓ ରେକର୍ଡ଼ିଂ କରି ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ନିକଟବର୍ତ୍ତୀ ବସ୍ତିର ଅଶୋକ ଦାସ ଓରଫ ଦିପୁ (୨୭)…

ଖେଳପଡିଆରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ସୋନପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ସ୍ଥିତ କୁକିଆ ଗ୍ରାମ ନିକଟ ଖେଳ ପଡିଆରୁ ଶୁକ୍ରବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜନୈକ ସ୍ଥାନୀୟ ବାସିନ୍ଦା କୌଣସି କାରଣବଶତଃ ବାହାରକୁ ଯାଇଥିବାବଳେ ଗ୍ରାମ ନିକଟ ଖେଳପଡିଆ ପାଖରେ ଶିଶୁର…

ରାଜଧାନୀରେ ଧରାପଡ଼ିଲା ଦେହ ବ୍ୟବସାୟ, ୩ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ଯାଜପୁରରେ ଚାଞ୍ଚଲ୍ୟକର ସେକ୍ସ ର‌୍ୟାକେଟ ଠାବ ହେବା ପରେ ବୁଧବାର ଦିନ ରାଜଧାନୀର ବରମୁଣ୍ଡା ଅଞ୍ଚଳର ଏକ ଲଜରେ ଦେହ ବ୍ୟବସାୟ ଧରାପଡ଼ିଛି । ଦେହ ବ୍ୟବସାୟରେ ସମ୍ପୃକ୍ତ ରହିଥିବା ୩ଜଣ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଦେହ ବ୍ୟବସାୟ ହେଉଥିବା…

କେନ୍ଦୁଝର ଜେଲର ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବିପିନ ନାୟକ ଏବଂ ତାଙ୍କ ଘର ବଡବିଲ୍ ଥାନା ଅନ୍ତର୍ଗତ ହିସାବୁରୁରେ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ବିପିନ ଗତକାଲି…

କେନ୍ଦୁଝର: ଗୁଣିଗାରେଡ଼ି ସନ୍ଦେହରେ ଡବଲ ମଡ଼ର୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନେଙ୍କଡ଼ାପାଲୀ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳା ଓ ତାଙ୍କ ପୁତୁରାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକମାନଙ୍କ ମଧ୍ୟରେ ସୁବାସ ମୁଣ୍ଡା ଓ ତାଙ୍କ ପୁତୁରା ଚେତନ ମୁଣ୍ଡା ରହିଥିବା ଜଣାପଡିଛି…

ଯାଜପୁରରେ ଧରାପଡ଼ିଲା ସେକ୍ସ ର‌୍ୟାକେଟ୍

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାରକାରୁ ପୋଲିସ ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏଥିରେ ସଂପୃକ୍ତ ଥିବା ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୨ଜଣ ଦଲାଲ୍ ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ସହରରେ ଜଣେ ମହିଳା ଏହି ଯୌନ…