Latest Odisha News

BREAKING NEWS

Browsing Category

ଅପରାଧ

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ଦଳ ପକ୍ଷରୁ ଆଜି ବନ୍ଦ ଡାକରା

ଖୋର୍ଦ୍ଧା: ଖୋର୍ଦ୍ଧା ନବୀନବାଗସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ତଥା ଦଳର ନିର୍ବାଚନ ପ୍ରଚାର ମୁଖ୍ୟ ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ନିଜ ବାସଭବନ ନିକଟରେ ମଙ୍ଗୁଳି ଜେନା ଓ…

ଯାଜପୁରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ଯାଜପୁର : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଥିବା ଏଚଡିଏଫସି ବ୍ୟାଙ୍କ ଏଟିଏମରୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ମାନେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।…

ଛତ୍ରପୁରରେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର : ଛତ୍ରପୁର ଥାନା ଅନ୍ତର୍ଗତ ବୁଗୁଡା ଗ୍ରାମ ନିକଟରେ ରବିବାର ଦିନ ଜଣେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ଏଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଗ୍ରାମରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।…

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ନିକଟରେ ଶନିବାର ବିଳମ୍ବିତ ରାତି ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ଶେଖ ନଦିମ ବୋଲି ଜଣାପଡିଛି । ନଦିମ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଜୀବନ୍ତ…

ରାଜଧାନୀରେ ଜବତ ହେଲା ୧୪୦ଟି ବିଦେଶୀ ମଦ ବୋତଲ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରୁ ଶୁକ୍ରବାର ଦିନ କମିଶନରେଟ ପୋଲିସ ବିଦେଶୀ ମଦ ଜବତ କରିବା ସହିତ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତ ହେଲେ ସୁଶାନ୍ତ କୁମାର ରାଉତ ଏବଂ ଉମାଶଙ୍କର ସେନାପତି । ଏହି ଦୁଇଜଣ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଟଣୀରେ ରାସ୍ତା ଅବରୋଧ

ଜଟଣୀ: ଜଣଣୀର ଗୋପବନ୍ଧୁ ନଗର ଅନ୍ତର୍ଗତ ମୁଣ୍ଡିଆସାହିଠାରେ ଜଣେ ୬ ବର୍ଷର ନାବାଳିକାକୁ ଜଣେ ଯୁବକ ଦୁଷ୍କମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଜଟଣୀ ଥାନା ନିକଟ ରାସ୍ତାକୁ ଅବରୋଧ କରାହୋଇଛି । ପୋଲିସ ସୂତ୍ରରୁ…

ରାଉରକେଲାରେ ଜବତ ହେଲା ୨୭ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ରାଉରକେଲା ବିସ୍ରା ନିକଟବର୍ତ୍ତୀ ମହିପାଣି ଛକରେ ପଞ୍ଜିକୃତ ହୋଇନଥିବା ଏକ ଅଡ଼ି କାରରୁ ବୁଧବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ପୋଲିସ ପକ୍ଷରୁ ଅତର୍କିତ ଭାବରେ ଏକ ଯାନବାହନ ଯାଞ୍ଚ ସମୟରେ ଏହି…

ପୁଣି ଗିରଫ ହେଲେ ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳ, ୨ଟି ବନ୍ଧୁକ ଜବତ

କଟକ: କମିଶନରେଟ ପୋଲିସ ବୁଧବାର ଦିନ କଟକର ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳଙ୍କୁ ପୁଣି ଥରେ ୨ଟି ବନ୍ଧୁକ ରଖିବା ଅଭିଯୋଗରେ ଗିରଫ କରିଛି । ସେ ପୂର୍ବରୁ ଥରେ ଗ୍ୟାଙ୍ଗଷ୍ଟର୍ ସୁଶିଲ ଓ ସୁଶାନ୍ତ ଧଳସାମନ୍ତ (ଡ଼ି-ବ୍ରଦର୍ସ)ଙ୍କ ସହିତ ଲିଙ୍କ୍ ଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ…

ଗଜପତି ଜିଲ୍ଲା ମୋହନାରେ ଲ୍ୟାଣ୍ଡ୍ ମାଇନ୍ ଜବତ

ଗଜପତି: ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମଙ୍ଗଳବାର ଦିନ ଗଜପତି ଜିଲ୍ଲା ମୋହନାର ଅଡ଼ବା ଥାନା ଅନ୍ତର୍ଗତ ଅନ୍ଧାରୀରୋଡ଼ର ଏକ କଲର୍ଭଟ୍ ତଳେ ୫୦ କେଜି ଓଜନର ଲ୍ୟାଣ୍ଡ୍ ମାଇନ୍ ପୋଲିସ ପକ୍ଷରୁ ଉଦ୍ଧାର ହୋଇଛି । ପ୍ରଥମେ ଏହି ବମଟିକୁ ସିଆରପିଏଫ ଯବାନ…

ମାଲକାନଗିରିରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପୋଷ୍ଟର ଜାରି

ମାଲକାନଗିରି : ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମା ନିକଟସ୍ଥ ଚିତ୍ରକୋଣ୍ଡାର ଅନେକ ସ୍ଥାନରେ ରବିବାର ଦିନ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ଓ ବ୍ୟାନର ଗୁଡିକରେ ତେଲୁଗୁ ଓ ଓଡିଶା…