Latest Odisha News

BREAKING NEWS

Browsing Category

ଅପରାଧ

ରାଜଧାନୀରେ ଧରାପଡ଼ିଲା ଦେହ ବ୍ୟବସାୟ, ୩ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ଯାଜପୁରରେ ଚାଞ୍ଚଲ୍ୟକର ସେକ୍ସ ର‌୍ୟାକେଟ ଠାବ ହେବା ପରେ ବୁଧବାର ଦିନ ରାଜଧାନୀର ବରମୁଣ୍ଡା ଅଞ୍ଚଳର ଏକ ଲଜରେ ଦେହ ବ୍ୟବସାୟ ଧରାପଡ଼ିଛି । ଦେହ ବ୍ୟବସାୟରେ ସମ୍ପୃକ୍ତ ରହିଥିବା ୩ଜଣ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଦେହ ବ୍ୟବସାୟ ହେଉଥିବା…

କେନ୍ଦୁଝର ଜେଲର ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବିପିନ ନାୟକ ଏବଂ ତାଙ୍କ ଘର ବଡବିଲ୍ ଥାନା ଅନ୍ତର୍ଗତ ହିସାବୁରୁରେ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ବିପିନ ଗତକାଲି…

କେନ୍ଦୁଝର: ଗୁଣିଗାରେଡ଼ି ସନ୍ଦେହରେ ଡବଲ ମଡ଼ର୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନେଙ୍କଡ଼ାପାଲୀ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳା ଓ ତାଙ୍କ ପୁତୁରାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକମାନଙ୍କ ମଧ୍ୟରେ ସୁବାସ ମୁଣ୍ଡା ଓ ତାଙ୍କ ପୁତୁରା ଚେତନ ମୁଣ୍ଡା ରହିଥିବା ଜଣାପଡିଛି…

ଯାଜପୁରରେ ଧରାପଡ଼ିଲା ସେକ୍ସ ର‌୍ୟାକେଟ୍

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାରକାରୁ ପୋଲିସ ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏଥିରେ ସଂପୃକ୍ତ ଥିବା ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୨ଜଣ ଦଲାଲ୍ ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ସହରରେ ଜଣେ ମହିଳା ଏହି ଯୌନ…

ମଦ ନେଲା ମୂଲ୍ୟବାନ ଜୀବନ: ଛାତରୁ ଠେଲିଦେଲେ ଦୁଇ ବନ୍ଧୁ

ଝାରସୁଗୁଡ଼ା: ମଦରେ ନିଶାରେ ମାତାଲ ହୋଇ ଦୁଇ ସାଙ୍ଗ ତାଙ୍କର ଅତିପ୍ରିୟ ବନ୍ଧୁଙ୍କୁ ଛାତରୁ ଠେଲିଦେବା ଫଳରେ ଜଣେ ଯୁବକଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣା ଘଟିଯାଇଛି ରବିବାର ରାତିରେ ଝାରସୁଗୁଡ଼ା ଦୁର୍ଲଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ । ମୃତକ ଯୁବକ ଜଣକ ହେଲେ ତପନ…

ଭଦ୍ରକରେ ମଦ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ନକଲି ମଦ ପିଇ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ଚାନ୍ଦିମାଳ ଛକ ନିକଟ ବାସୁଦେବପୁର-ଧାମରା ରାସ୍ତା ଅବରୋଧ କରିଛନ୍ତି । ମୃତକ ଜଣକଙ୍କ ନାମ ନାରାୟଣ ନାୟକ (୪୦) ଏବଂ ସେ ସଙ୍କର୍ଷଣପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।…

ତାଳଚେର ବିଧାୟକଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୪ରେ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସରକାରୀ କ୍ୱାଟରରେ ଗତ ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ପାଖାପାଖି ୫ଟି ଗାଡି ଜାଳିଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ବିଧାୟକ ଶ୍ରୀ ପ୍ରଧାନ ନିଜ ଘରୋଇ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇଥିବାବେଳେ…

ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ମାମଲା: ମାଡ଼ମାରି ଗର୍ଭନଷ୍ଟ କରିବା ଅଭିଯୋଗ ଆଣିଲେ ମହିଳା

ରାଉରକେଲା: ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ଜଣେ ମହିଳାଙ୍କ ଗର୍ଭନଷ୍ଟ କରିଦେଇଥିବା ଅଭିଯୋଗରେ ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି । “ସୁନ୍ଦରଗଡ଼ ସବ୍ ଡ଼ିଭିଜନାଲ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟଙ୍କ (ଏସଡ଼ିଜେଏମ) ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି…

ଯାତ୍ରା କମେଡ଼ିଆନଙ୍କୁ ପିଟିପିଟି ହତ୍ୟା, ୨ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଜଣେ ଯାତ୍ରା ପାର୍ଟି ହାସ୍ୟାଭିନେତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୨ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି । ମିଳିଥିବା ସୂଚନାନୁଯାୟୀ, ମୃତ ବ୍ୟକ୍ତି ଜଣକ ହେଲେ ତ୍ରିଲୋଚନ…

ରାଉରକେଲା: ଏନଆଇଟି କ୍ୱାଟର୍ସରୁ ଶିକ୍ଷକ ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲାସ୍ଥିତ ଏନଆଇଟି କଲେଜ ପରିସରରେ ଥିବା ଷ୍ଟାଫ୍ କ୍ୱାଟର୍ସରୁ ଶନିବାର ଦିନ ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି କ୍ୱାଟର୍ସର (ଏଫଆର୍-ଏ/୧୦୨) ରୁମ୍ ମଧ୍ୟରୁ ସହକାରୀ ପ୍ରଫେସର ଆର. ଜୟ ବାଲାନ୍ (୩୮) ଏବଂ ତାଙ୍କ ୩୫ ବର୍ଷୀୟ…