Latest Odisha News

BREAKING NEWS

Browsing Category

ଅପରାଧ

ଚେନ ଲୁଟେରାଙ୍କୁ କାବୁ କରିଥିବା ସାହସୀ ବାଳକକୁ ପୁରସ୍କୃତ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ସତ୍ୟଜିତ ମହାନ୍ତି ଶୁକ୍ରବାର ଦିନ ଭୁବନେଶ୍ୱରରେ ଏକ ବାଳକର ସାହାସିକତା ପାଇଁ ତାକୁ ପୁରସ୍କୃତ କରିଛନ୍ତି । ପିଲାଟିର ନାଁ ସୁବ୍ରତ ଓଝା । ସୁବ୍ରତ ଅଗଷ୍ଟ ୧୪ ତାରିଖ ଦିନ ତାଙ୍କ ମାଆଙ୍କ ସହ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଅଟୋରେ ଯାଉଥିଲେ । ଏହି ସମୟରେ ୩ ଜଣ…

ଆଶ୍ଚର୍ଯ୍ୟ ହେଲେ ବି ସତ, ଜ୍ଵର ଭଲକରିବା ଲାଗି ମହିଳାଙ୍କୁ କାମୁଡ଼ିଲେ ଗୁଣିଆ !

ମାଲକାନଗିରି: ରାଜ୍ୟରେ ଅନେକ ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଆଜିବି ଅନ୍ଧବିଶ୍ୱାସ ମଧ୍ୟମରେ ଚିକିତ୍ସା ଜାରି ରହିଛି । ଏଭଳି ଏକ ଘଟଣାଟି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତେଲରାଇ ପଞ୍ଚାୟତର ଉମରଗୁଣ୍ଡା ଗ୍ରାମରେ । ମିଳିଥିବା ସୂଚନା…

ଲଜ୍ଜା ! କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ଅଶ୍ଳୀଳ ଭିଡ଼ିଓ ଅନଲାଇନରେ ଛାଡ଼ିଲେ ଯୁବକ

ଭୁବନେଶ୍ୱର: ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓକୁ ଅନଲାଇନରେ ଅପଲୋଡ଼ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଦୁଇଜଣ ଯୁବକ । ପ୍ରଥମ ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲାରେ । ଜଣେ ପ୍ରେମିକ ତା’ର ପ୍ରେମିକା ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ…

ରାଜଧାନୀରୁ ବ୍ରାଉନସୁଗାର ଜବତ ଘଟଣାରେ ୪ ଅଟକ

ଭୁବନେଶ୍ବର : ରାଜଧାନୀରେ ବ୍ରାଉନସୁଗାର ସ୍ମଗଲିଂ ଅଭିଯୋଗରେ ଶନିବାର ଦିନ ଘଟଣାରେ ସମ୍ପୃକ୍ତି ନେଇ କ୍ୱିକ୍ ଆକ୍ସନ୍ ଟିମ୍ (କ୍ୱାଟ୍) ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ମହାପାତ୍ର, ଗୁଣନିଧି ବାରିକ, ତୈଦୁର, ପରେଶ ସେଠୀ। ସେମାନଙ୍କ ଠାରୁ ପାଖାପାଖି ୨୪.୬…

ଏଟିଏମ ନଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କା

ଭଦ୍ରକ: ଭଦ୍ରକ ବାସୁଦେବପୁର ଥାନା ବେତାଡ଼ବଜାର ସ୍ଥିତ ଏସବିଆଇ ଏଟିଏମରୁ ୨୦.୬୪ ଲକ୍ଷ୍ୟ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଟିଏମର କୌଣସି କ୍ଷତି ନହୋଇ ଏତେ ଗୁଡ଼ାଏ ଟଙ୍କା କିଏ ଓ କେମିତି ଲୁଟ କଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏନେଇ 'ପ୍ରାଇଭେଟ କ୍ୟାସ…

ପ୍ରାୟ ୧୨ କୋଟିର ଜିଏସଟି ଚୋରି କରି ଗିରଫ ହେଲେ ଓଡିଶା ବ୍ୟବସାୟୀ

ବଲାଙ୍ଗୀର: ଏକ ମିଳିତ ପ୍ରବର୍ତ୍ତନ ଟିମ ଗୁରୁବାର ଦିନ ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଓ ମିନେରାଲସର ମାଲିକ ତ୍ରିଥାଙ୍କରଙ୍କୁ ୧୨.୮୪ କୋଟି ଟଙ୍କା ପର୍ଯ୍ୟନ୍ତ ଜିଏସଟି ଚୋରି ଅଭିଯୋଗରେ ଗିରଫ କରିଛି । ଗିରଫ ପରେ ତାଙ୍କୁ ଟିଟିଲାଗଡ଼ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ଅଦାଲତ…

ବନ୍ଦ କୋଠରୀରୁ ଉଦ୍ଧାର ହେଲା ଅଧ୍ୟାପକଙ୍କ ଗଳିତ ମୃତ ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମାଣିକନଗର ଅଞ୍ଚଳର ଏକ ବନ୍ଦ କୋଠରୀରୁ ଗୁରୁବାର ଦିନ ପୋଲିସ ଏକ କଲେଜ ଅଧ୍ୟାପକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ମୃତକ ଜଣଙ୍କ ଭଦ୍ରକ ଜିଲ୍ଲାର ରାଜେନ୍ଦ୍ର ଭୂଇଁଆ ବୋଲି ଜଣାପଡିଛି । ମୃତ ରାଜେନ୍ଦ୍ର ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ବିଜ୍ଞାନର ଫିଜିକ୍ସ…

ନାଲକୋ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ୱର: ନାଲକୋ ପ୍ଲାଣ୍ଟର ଅନୁଗୁଳ ୟୁନିଟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଗୁରୁବାର ଦିନ ପୁଣି ଜଣେ ଶ୍ରମିକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ନାମ ରଜନୀକାନ୍ତ ପରିଡା ଏବଂ ତାଙ୍କ ଘର ଅନୁଗୁଳ ଜିଲ୍ଲାର ବେନ୍ତପୁର ଗ୍ରାମ ବୋଲି ଜଣାପଡିଛି ।…

ରାଉରକେଲାରେ ଧରାପଡିଲା କ୍ରିକେଟ୍ ବେଟିଂ ର‌୍ୟାକେଟ୍, ୫ ଗିରଫ

ରାଉରକେଲା: ରାଉରକେଲାର ବାସନ୍ତି କଲୋନୀ ଅଞ୍ଚଳରେ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ କ୍ରିକେଟ୍ ବେଟିଂ ର‌୍ୟାକେଟ୍ ଠାବ କରିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଉଦିତ୍ ନଗର ଅଞ୍ଚଳର ଉମା ସିଂହ, ବ୍ରାହ୍ମଣୀତରଙ୍ଗର ମନପ୍ରିତ ସିଂହ ଓ ପ୍ଲାଣ୍ଟ…

୫ ବର୍ଷ ବନ୍ଦୀ ରହିଥିବା ନାବାଳକ ରାଉରକେଲାରୁ ଉଦ୍ଧାର

ରାଉରକେଲା: ରାଉରକେଲାର ସେକ୍ଟର ଅଞ୍ଚଳରେ ଥିବା ଏକ ଘରୁ ଗତ ୫ବର୍ଷ ହେବ ବନ୍ଦୀ ହୋଇ ରହିଥିବା ଜଣେ ନାବାଳକକୁ ପୋଲିସ ମଙ୍ଗଳବାର ଦିନ ଉଦ୍ଧାର କରିଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଯୁବକ ଚିରଞ୍ଜିବ ଚକ୍ରବର୍ତ୍ତୀ ଓ ପ୍ରଭାତ ପଣ୍ଡା ହୋଇଥିବାବେଳେ…