Latest Odisha News

BREAKING NEWS

Browsing Category

ବାଣିଜ୍ୟ

କୋଭିଡ୍‌-୧୯ ଲଢ଼େଇରେ ସହାୟତା ପାଇଁ ବାର୍ଷିକ ଲାଭର ୦.୨୫% ଦେବ ଏସ୍‌ବିଆଇ

ଭୁବନେଶ୍ୱର: ଭାରତରେ କୋଭିଡ୍‌-୧୯ ବ୍ୟାପିବା କାରଣରୁ ସୃଷ୍ଟି ହୋଇଥିବା ସ୍ଥିତି ବିରୋଧରେ ଲଢ଼େଇ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ଲାଭର ୦.୨୫% ପ୍ରତି ପ୍ରଦାନ କରିବାର ପ୍ରତିବଦ୍ଧତା ବିଷୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଘୋଷଣା କରିଛି । କୋଭିଡ୍‌-୧୯ ବିରୋଧ ଲଢ଼େଇ ପାଇଁ ସିଏସ୍‌ଆର୍…

କରୋନା ମୁକାବିଲା ନେଇ ଶିଳ୍ପଜଗତ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଆର୍ଥକ ଓ ଶିଳ୍ପ କ୍ଷେତ୍ର ଉପରେ ପଡିଥିବା ପ୍ରଭାବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପଜଗତର ପ୍ରତିନିଧିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର ୧୮ଟି ସହରର ପ୍ରମୁଖ ଶିଳ୍ପ ସଂଘ ସିଆଇଆଇ,…

କରୋନା ପରିପ୍ରେକ୍ଷୀରେ ଟେଲିକମ ସେବା ଜାରି ରଖିବାକୁ କମ୍ପାନୀଙ୍କୁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ନିରବଚ୍ଛିନ୍ନ ଟେଲି ଯୋଗାଯୋଗ ବ୍ୟବସ୍ଥା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ ଡାଉନ୍…

କରୋନାଭାଇରସ ପ୍ରଭାବ; ଖସିଲା ସେନସେକ୍ସ, ୪୫ମି. ଅଟକିଲା କାରବାର

ନୂଆଦିଲ୍ଲୀ: ‘କରୋନାଭାଇରସ’ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ମଧ୍ୟ ପଡୁଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସେୟାର ବଜାରରେ ନିବେଶକମାନେ ବହୁ କ୍ଷତି ସହିଛନ୍ତି । କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ…

କରୋନା ସଂକ୍ରମଣ ବିପଦ ପାଇଁ ଆଜିଠାରୁ ବନ୍ଦ ହେଲା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କାରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏସମ୍ପର୍କରେ ସମସ୍ତ ରେଳ କର୍ମଚାରୀ…

କରୋନା ଯୋଗୁଁ କର୍ମଚାରୀଙ୍କ ପାଇଁ ୱାର୍କ-ଫ୍ରମ୍‌-ହୋମ୍ ବ୍ୟବସ୍ଥା ଆରମ୍ଭ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିପାଇବା ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ହପ୍ପିଟାଲ୍‌, ରିଟେଲ୍ ଷ୍ଟୋର୍ ଓ…

ଏସବିଆଇ ଗ୍ରାହକଙ୍କ ପାଇଁ ବ୍ୟାଙ୍କର ସ୍ୱତନ୍ତ୍ର ସେବା; ଘରେ ବସି କରିପାରିବେ ଆକାଉଣ୍ଟ ସ୍ଥାନାନ୍ତର 

ନୂଆଦିଲ୍ଲୀ: ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ ଅଟନ୍ତି ଏବଂ ଆପଣଙ୍କ ଆକାଉଣ୍ଟକୁ ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଘରେ ସ୍ଥାନାନ୍ତର କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ସହଜରେ କରିପାରିବେ | ଏସବିଆଇ ଏହାର ଗ୍ରାହକମାନଙ୍କୁ ଏହି ସୁବିଧା ପ୍ରଦାନ କରେ | ଗ୍ରାହକମାନେ ଅନଲାଇନ…

ଯୋଗ ଗୁରୁ ବାବା ରାମଦେବଙ୍କ ନୂତନ ବୈଷୟିକ କମ୍ପାନୀ ଭାରୁୱା ସଲ୍ୟୁସନ: ଜାଣନ୍ତୁ, ଏହି ଷ୍ଟାର୍ଟଅପ୍ ସମ୍ପର୍କରେ

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦ ପ୍ରତିଷ୍ଠାତା ଯୋଗ ଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏଫଏମସିଜି କ୍ଷେତ୍ରରେ ଏକ ବଡ଼ ଉପସ୍ଥିତି ପଞ୍ଜିକରଣ କରିବା ପରେ ବୈଷୟିକ କ୍ଷେତ୍ରରେ ଏକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ପତଞ୍ଜଳି ଆୟୁର୍ବେଦ ଗ୍ରୁପ୍ ର ଟେକ୍ନୋଲୋଜି…

କରୋନାଭାଇରସ ପ୍ରଭାବ : ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ କର୍ମଚାରୀଙ୍କ ଦରମା ୨୫% ପର୍ଯ୍ୟନ୍ତ ହ୍ରାସ

ନୂଆଦିଲ୍ଲୀ: କରୋନା ଜୀବାଣୁ କାରଣରୁ ବହୁ ବ୍ୟବସାୟ ପ୍ରଭାବିତ ହୋଇଛି | ଏଥିପାଇଁ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ଘୋଷଣା କରିଛି। ଇଣ୍ଡିଗୋ ସିଇଓ ରୋନୋ ଦତ୍ତା କର୍ମଚାରୀମାନଙ୍କୁ ୫ ରୁ ୨୫% ହ୍ରାସ ବିଷୟରେ ସୂଚନା ଦେଇ ଇମେଲ କରିଛନ୍ତି। ଦତ୍ତା…

ଗୁଗୁଲ୍ ଆଣ୍ଡ୍ରଏଡ୍ ୧୧ ର ଦ୍ୱିତୀୟ ଡେଭଲପର୍ ପ୍ରିଭ୍ୟୁ ଲଞ୍ଚ, ଜାଣନ୍ତୁ ଏହାର ଫିଚର୍ସ ସମ୍ପର୍କରେ

ନୂଆଦିଲ୍ଲୀ: ଗୁଗୁଲ ଏହାର ପରବର୍ତ୍ତୀ ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡ୍ ୧୧ ପାଇଁ ଦ୍ୱିତୀୟ ଡେଭଲପର୍ ପ୍ରିଭ୍ୟୁ (ଡ଼ିପି୨) ପ୍ରକାଶ କରିଛି। ପରବର୍ତ୍ତୀ ଅପରେଟିଂ ସିଷ୍ଟମରେ ଉନ୍ନତି ଏହି ବିକାଶକାରୀ ପୂର୍ବାବଲୋକନରେ ଦେଖାଯାଇପାରେ | ଅନେକ ନୂଆ ବୈଶିଷ୍ଟ୍ୟ, ଯେପରିକି ନୂତନ ଫେସ୍ ଅନଲକ୍ ସିଷ୍ଟମ୍…