Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଫିଫା ବିଶ୍ୱକପ ଫୁଟବଲ: ୫ଟି ଗୋଲ୍ ଦେଇ ଋଷିଆ ସାଉଦି ଆରବକୁ ପରାସ୍ତ କଲା

ମସ୍କୋ : ଋଷିଆର ମସ୍କୋରେ ଆରମ୍ଭ ହୋଇଥିବା ଫିଫା ବିଶ୍ୱକପ ଫୁଟବଲ ମହାକୁମ୍ଭର ଉଦଘାଟନୀ ମ୍ୟାଚରେ ଋଷିଆ ଚମକ୍ରାର ଖେଳ ପ୍ରଦର୍ଶନ କରି ସାଉଦି ଆରବକୁ ୫-୦ ଗୋଲରେ ପରାସ୍ତ କରିଛି । ତେବେ ଖେଳ ଆରମ୍ଭ ହେବାର ମାତ୍ର ୧୨ ମିନିଟରେ ହିଁ ଆୟୋଜକ ଋଷିଆ ପକ୍ଷରୁ ଫରୱାର୍ଡ ଖେଳାଳି ୟୁରୀ ଗାଜିସ୍କି…

ଆରମ୍ଭ ହେଲା ଫିଫା ବିଶ୍ୱକପ ଫୁଟବଲ: ବାଣ, ଆଲୋକ ଓ ଆତସବାଜୀରେ କମ୍ପିଲା ଷ୍ଟାଡ଼ିୟମ୍

ମସ୍କୋ : ଋଷିଆସ୍ଥିତ ମସ୍କୋର ଏକ ଷ୍ଟାଡ଼ିୟମରେ ବାଣ ଓ ଆତସବାଜୀର ରଙ୍ଗୀନ ଆଲୋକରେ ଆଜି ଆରମ୍ଭ ହେଲା ‘ଫିଫା ବିଶ୍ୱକପ ଫୁଟବଲ୍ - ୨୦୧୮’ । ବିଶ୍ୱର ବଛାବଛା ୩୨ ଟି ଦେଶକୁ ନେଇ ଋଷିଆର ୧୧ଟି ସହରରେ ଏବଂ ୧୨ଟି ଫୁଟବଲ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଏହି ଫୁଟବଲ୍ ମହାକୁମ୍ଭ । ମସ୍କୋର ଲୁସନିକ…

ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିଲେ ପଞ୍ଚାୟତ ପୁରସ୍କୃତ ହେବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପିଲାମାନେ ସବୁଦିନ କିପରି ସ୍କୁଲକୁ ଆସିବେ ସେଥିଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ସବୁ ଦିନ ଯିବା ସ୍କୁଲ, ଉପସ୍ଥାପନ - ୨୦୧୮” ଅଭିଯାନ ଉଦଘାଟନ କରିଛନ୍ତି । ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ଅଭିଯାନର ଶୁଭାରମ୍ଭ…

କଂଗ୍ରେସର ସାଂଗଠନିକ ବୈଠକ: ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ଦୁଇ ଦିନିଆ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ବୈଠକ କଂଗ୍ରେସ ଭବନରେ ସମାପ୍ତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୩ ଓ ୧୪ତାରିଖ ଦୁଇ ଦିନିଆ ବୈଠକରେ ଦକ୍ଷିଣାଞ୍ଚଳର ୧୦ଟି…

“ଗାଁ ଗାଁରେ ଲୋକଙ୍କ ସହିତ କାମ କଲେ ହିଁ ଟିକେଟ ମିଳିପାରିବ” : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କଂଗ୍ରେସକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ରାଜ୍ୟ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ଆଗକୁ ଆସୁଛି ବିଧାନସଭା ନିର୍ବାଚନ । କଂଗ୍ରେସ କର୍ମକର୍ତ୍ତା କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ପିସିସି ସଭାପତି କହିଛନ୍ତି, ଗାଁ ଗାଁରେ ରହି ଲୋକଙ୍କ…

ଭଦ୍ରକ, କଟକ ଓ ବାଲେଶ୍ୱର, ଯାଜପୁର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, କଟକ ଓ ବାଲେଶ୍ୱର, ଯାଜପୁର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାର ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂତ୍ରୁରୁ ପ୍ରକାଶ ଯେ, ଭଦ୍ରକ, କଟକ ଓ…

ରିଲିଜ୍ ହେଲା ଜାହ୍ନବୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍ । ଏହି ଫିଲ୍ମରେ ଅଭିନୟ କରି ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଲଳନା ଜାହ୍ମବୀ ବଲିଉଡ଼ରେ ପାଦ ଥାପିଛନ୍ତି । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲାଜକୁଳୀ ନାୟିକା ଜାହ୍ନବୀଙ୍କ ବିପକ୍ଷରେ…

‘୮୦ ବର୍ଷର ଓଡ଼ିଶା ବଜେଟ’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘୮୦ ବର୍ଷର ଓଡ଼ିଶା ବଜେଟ’ ପୁସ୍ତିକାକୁ ଆଜି ଜୟଦେବ ଭବନଠାରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପୁସ୍ତକ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବଜେଟକୁ ନେଇ ଏହିପରି ପୁସ୍ତକ ପ୍ରକାଶନ ହେଉଛି ଦେଶରେ ପ୍ରଥମ । ଏହି…

ଚୀନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ନରେନ୍ଦ୍ର ମୋଦି

ବେଜିଂ : ଏବେ ଚୀନ ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର କିଙ୍ଗଦାଓ ସହରରେ ୮ଟି ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ହେଉଥିବା ସାଂଘାଇ କୋଅପରେସନ ସମିଟ୍ (ଏସସିଓ) ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନରେ ପହଞ୍ଚିବା ପରେ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ…

ଲଗାତର ୧୧ଦିନ ଧରି ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ: ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା କମ୍

ନୂଆଦିଲ୍ଲୀ : ଲଗାତର ୧୧ ଦିନ ପାଇଁ ସମଗ୍ର ଭାରତରେ ତୈଳଦର ହ୍ରାସ ପାଇଛି । ଭାରତର ବଡ଼ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସିଏଲ) ପକ୍ଷରୁ ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା ହ୍ରାସ ଘଟିଛି । ଗତ ମେ ୩୦ ତାରିଖରେ ପ୍ରଥମଥର ପାଇଁ ତୈଳଦର ଦେଶରେ ହ୍ରାସ ଘଟି କ୍ରମାଗତ ଆଜି ୧୧…