Latest Odisha News

BREAKING NEWS

Browsing Category

ବାଣିଜ୍ୟ

୨ ତାରିଖରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୨ ତାରିଖରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଏସମ୍ପର୍କରେ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠ ପୂର୍ବ ପରି ଖୋଲିଲେ…

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ଏସମ୍ପର୍କରେ କୌଣସି ଚିଠି ପାଇନଥିବା କହିଲେ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୀ ଶ୍ରୀମନ୍ଦିରରେ ସପତ୍ନୀକ ଦର୍ଶନ କରିବାକୁ ଆସିଥିଲେ ଭାରତର ମହାମାନ୍ୟ ରାଷ୍ଟ୍ରପତି । ଶ୍ରୀମନ୍ଦିର ମଧ୍ୟରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ଆଲୋଚିତ ହେବାରେ ଲାଗିଛି । ଏପ୍ରସଙ୍ଗରେ ମୁହଁଖୋଲି ଆଜି…

ବିଶ୍ୱକପ ଫୁଟବଲ: ଶକ୍ତିଶାଳୀ ଜର୍ମାନୀକୁ ୨-୦ ଗୋଲରେ ପରାସ୍ତ କଲା କୋରିଆ

ମସ୍କୋ : ଗତଥରର ଚାମ୍ପିୟନ ଜର୍ମାନୀକୁ ୩ ମିନିଟ ବ୍ୟବଧାନରେ ୨ଟି ଗୋଲ ସ୍କୋର କରି କୋରିଆ ବିଶ୍ୱର ସମସ୍ତ ଫୁଟବଲପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଜର୍ମାନୀ ପ୍ରି-କ୍ୱାଟରଫାଇନାଲକୁ ଯିବାକୁ ଏହି ମ୍ୟାଚରେ ନିଶ୍ଚିତ ଭାବେ ଜିତିବାକୁ ଥିଲା । ମାତ୍ର ଅପେକ୍ଷାକୃତ କୋରିଆ ଦଳଠାରୁ ଶୋଚନୀୟ ଭାବେ…

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସେନାପଟା ଲାଗି ନୀତି ପରେ ଗଜବେଶ ଲାଗି ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନକରିବେ । ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ୧୦୮ ଗରାରେ ସ୍ନାନ କରିବେ । ସ୍ନାନପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଥିବା ସେନାପଟା ଲାଗି ନୀତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ପ୍ରଥମ…

ଟିଟିଲାଗଡ଼ରୁ ଜବତ ହେଲା ୪ ଲକ୍ଷ ୬୮ ହଜାର ଟଙ୍କାର ଜାଲ୍ ନୋଟ

ଟିଟିଲାଗଡ଼ : ରାଜ୍ୟରେ କାୟାବିସ୍ତାର କରିଚାଲିଛନ୍ତି ଜାଲ୍ ନୋଟ କାରବାର କରୁଥିବା ଗ୍ୟାଙ୍ଗ । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଜାଲନୋଟ କାରବାର କରୁଥିବା ବ୍ୟକ୍ତିମାନେ ସକ୍ରିୟ ହୋଇ ଉଠିଛନ୍ତି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନରୁ ଆଜି ରେଳବାଇ ପୋଲିସ ୪…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: କାର୍ଯ୍ୟରେ ଯୋଗଦେଲେ ସରକାରଙ୍କ ନିଯୁକ୍ତ କମିଶନ ଜଷ୍ଟିସ ରଘୁବୀର ଦାସ

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତର ଗୃହ ଚାବି ହଜିବା ଘଟଣାରେ ସରକାର ଏକ କମିଶନ ଗଠନ କରିଥିଲେ । ଏହି ତଦନ୍ତତ କମିଶନ ଦ୍ୱାରା ଚାବିହଜିବାର ତଦନ୍ତ ପ୍ରକ୍ରିୟା କରିବାକୁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।…

ବିଶ୍ୱକପ ଫୁଟବଲ: ମ୍ୟାଚ ବରାବର କରି ଡେନମାର୍କ ଓ ଫ୍ରାନ୍ସ ପହଞ୍ଚିଲେ ପ୍ରି-କ୍ୱାର୍ଟର୍ ଫାଇନାଲରେ

ମସ୍କୋ : ବିଶ୍ୱକପ ଏବେ ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । ସବୁ ଦଳ ଏବେ କର ବା ମର ପରିସ୍ଥିତିରେ ପ୍ରତ୍ୟେକ ମ୍ୟାଚ୍ ଖେଳୁଛନ୍ତି । ଏବେ ପ୍ରତିଟି ଗ୍ରୁପରୁ ଶ୍ରେଷ୍ଠ ଦୁଇଟି ଦଳ ପ୍ରି-କ୍ୱାର୍ଟର୍ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ଡ଼େନମାର୍କ ଓ ଶକ୍ତିଶାଳୀ…

ଗଜପତି ମହାରାଜାଙ୍କୁ ଭେଟିଲେ ସ୍ମୃତି ଇରାନୀ: ୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କଲେ

ଭୁବନେଶ୍ୱର: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଆଜି ତାଙ୍କ ଦିନିକିଆ ଭୁବନେଶ୍ୱର ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏକ ପ୍ରେସମଟରେ ମଧ୍ୟ ଉଦବୋଧନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।…

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓଡ଼ିଶା ପହଞ୍ଚିଲେ: ପ୍ରେସମିଟରେ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ

ଭୁବନେଶ୍ୱର: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଭୁବନେଶ୍ୱରରେ ଏକ ଦିନିକିଆ ଗସ୍ତରେ ଆସି ପହଞ୍ଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ ୯ଟା ସମୟରେ ପହଞ୍ଚିବା ପରେ ସେ ସହିଦନଗର ସ୍ଥିତ ବୁଣାକାର ସେବାକେନ୍ଦ୍ରକୁ ଯାଇଥିଲେ । ପରେ…

ଋଷିଆକୁ ହରାଇ ଉରୁଗୁଏ ପ୍ରି-କ୍ୱାର୍ଟର ଫାଇନାଲରେ !

ମସ୍କୋ : ଚିତାକର୍ଷକ ଫୁଟବଲ ଖେଳି ଉରୁଗୁଏ ଦଳ ଋଷିଆକୁ ୩-୦ ଗୋଲରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ସେହିପରି ସ୍ପେନ ଓ ମରକ୍କୋ ମଧ୍ୟରେ ମ୍ୟାଚ ୨-୨ରେ ବରାବର ରହିଛି । ତେବେ ଇଜିପ୍ଟକୁ ୨-୧ ଗୋଲରେ ପରାସ୍ତ କରି ସାଉଦି ଆରବ ବିଶ୍ୱକପରେ ତା’ର ପ୍ରଥମ ବିଜୟ ହାସଲ…