Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରେଳ ବଜେଟ୍‍ କମିବା ଚିନ୍ତାର କାରଣ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସବୁଠାରୁ କମ୍‍ ରେଲଲାଇନ୍‍ ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟ୍‍ରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି । ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍‍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର…

ଭେନିଜୁଏଲା ତେଲ କିଣିବା ପାଇଁ ଆମେରିକା ଦେଇଛି ଅନୁମତି: ରିଲାଏନ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବୁଧବାର ଦିନ କହିଛି ଯେ ଆମେରିକା ର ପ୍ରତିବନ୍ଧକ ଭୋଗୁଥିବା ଭେନେଜୁଏଲା ରୁ କଞ୍ଚା ତେଲ କିଣିବା ସମ୍ପର୍କରେ ତଥ୍ୟ ଆମେରିକା କୁ ଦିଆଯାଇଛି ଓ ଏ ସମ୍ପର୍କରେ ମଞ୍ଜୁରୀ ନିଆଯାଇଛି । କମ୍ପାନୀ କହିବାନୁସାରେ ଯାହାବି ତେଲ କିଣାଯାଇଛି ତାହା ପ୍ରତିବନ୍ଧକ…

ପରିବର୍ତ୍ତନ ହେଲା ସରକାରୀ ବ୍ୟାଙ୍କ ସମୟ: ଜାଣନ୍ତୁ, କେତେ ସମୟ ଯାଏଁ କରିପାରିବେ ବ୍ୟାଙ୍କ କାର୍ଯ୍ୟ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ନିଜ କର୍ଯ୍ୟ ସମୟ ରେ ପରିବର୍ତ୍ତନ କରିବ । ଯଦି ଆପଣ ବ୍ୟାଙ୍କ ରେ ଟଙ୍କା ଉଠାଉଥାନ୍ତି ବା ଯମା କରୁଥାନ୍ତି ତାହାଲେ ଏ ଖବର ବେଶ ମହତ୍ତ୍ୱପୂର୍ଣ ଅଟେ। ଏବେ ସରକାରୀ ବ୍ୟାଙ୍କ ଗ୍ରାହକ ପାଇଁ ବ୍ୟାଙ୍କ ଖୋଲା ଓ ବନ୍ଦ ସମୟ ସମ୍ପର୍କିତ ନିର୍ଦ୍ଦେଶନାମା ଜାରୀ…

ଶସ୍ତା ହେଲା ସୁନା: ୩ ଦିନରେ କମିଲା ୭୦୦ ଟଙ୍କା !

ନୂଆଦିଲ୍ଲୀ: ଚାହିଦା କମିବା ଯୋଗୁଁ ଲଗାଦାର ଭାବରେ ସୁନାଦର ମଧ୍ୟ ହ୍ରାସ ହେବାରେ ଲାଗିଛି । ଦିଲ୍ଲୀ ବଜାରରେ ସୁନା ୩୯୬ ଟଙ୍କା ଶସ୍ତା ହୋଇଛି । ସେହିପରି ରୁପା ଦର କିଲୋ ପିଛା ୧୭୯ ଟଙ୍କା ହ୍ରାସ ଘଟିଛି। ବିଶେଷଜ୍ଞଙ୍କ କହିବା ମୁତାବକ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଖସିବା ଯୋଗୁଁ…

କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଛି । ଏଥିସହ କୋହଲି ଲଗାତାର ତୃତୀୟ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଗତ ବର୍ଷ ତୁଳନାରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩୯ ପ୍ରତିଶତ ବୃଦ୍ଧି ପାଇଛି । ମହେନ୍ଦ୍ର ସିଂ ଧୋନୀ,…

ରେଳ ବଜେଟ: ଓଡ଼ିଶାକୁ ମିଳିଲା କେତେ ଅନୁଦାନ ଜାଣନ୍ତୁ..

ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି ଓଡ଼ିଶାର ରେଳ ବଜେଟ । ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଯାହା ଗତ ବର୍ଷର ବ୍ୟୟ ୨୨୦ କୋଟି ଟଙ୍କା କମ୍‌ ରହିଛି। ଗତବର୍ଷ ରେଳପଥର ବିଭିନ୍ନ ପ୍ରକଳ୍ପ ଲାଗି କେନ୍ଦ୍ର…

କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧: ରେଳ ବଜେଟରେ ଓଡିଶାକୁ ୪ହଜାର ୩୭୩ କୋଟି ଟଙ୍କାର ଅନୁଦାନ

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧ରେ ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟିର ଅନୁଦାନ ମିଳିଛି । ତେବେ, ଗତବର୍ଷ ଓଡିଶାକୁ ୪୫୯୩ କୋଟି ଟଙ୍କା ମିଳିଥିଲା । ବଜେଟରେ ପୂର୍ବତଟ ରେଳପଥକୁ ମୋଟ୍ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ସର୍ବାଧିକ…

ଚାଲୁ ବିତ୍ତବର୍ଷର ତୃତୀୟ ତ୍ରୟମାସିକରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି !

ନୂଆଦିଲ୍ଲୀ: ଦୁରସଂଚାର କମ୍ପାନୀ ଭାରତୀ ଏଆରଟେଲ କୁ ଚଳିତ ବିତ୍ତ ବର୍ଷର ତୃତୀୟ ତ୍ରୟମାସିକ ( ଅକ୍ଟୋବର ରୁ ଡ଼ିସେମ୍ବର) ରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି | ସୂଚନାଯୋଗ୍ୟ ଯେ, ପୂର୍ଵ ବିତ୍ତ ବର୍ଷ ୨୦୧୮-୧୯ ଏହି ତ୍ରୟମସିକ ରେ ଏହି କମ୍ପାନୀ କୁ ୮୬ କୋଟି ଲାଭ ହୋଇଥିଲା |…

ରିଲାଏନ୍ସ ଇନଫ୍ରା ବୋର୍ଡ଼ରୁ ଇସ୍ତଫା ଦେଲେ ଅନୀଲ ଅମ୍ବାନୀଙ୍କ ଦୁଇ ପୁଅ

ନୂଆଦିଲ୍ଲୀ: ଅନିଲ ଅମ୍ବାନିଙ୍କ ଦୁଇ ପୁଅ ଜୟ ଅନମୋଲ ଅମ୍ବାନି ଏବଂ ଜୟ ଅଂଶୁଲ ଅମ୍ବାନି ରିଲାଏନ୍ସ ଇନଫ୍ରାରୁ ଇସ୍ତଫା ଦେଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅନିଲଙ୍କ ଏହି ଦୁଇ ପୁଅଙ୍କୁ କମ୍ପାନୀର ନିର୍ଦେଶକ ମଣ୍ଡଳୀରେ ସାମିଲ କରାଯାଇଥିଲା। ପ୍ରାୟ ୪ ମାସ ମଧ୍ୟରେ ଉଭୟେ ନିଜ ପଦରୁ ଇସ୍ତଫା…

ହ୍ରାସ ପାଇଲା ତୈଳ ଦର; କେଉଁ ସ୍ଥାନରେ କେତେ ରହିଛି ମୂଲ୍ୟ ଜାଣନ୍ତୁ…

ଭୁବନେଶ୍ୱର: ବିଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୬ ପଇସା ହ୍ରାସ ପାଇ ଲିଟର ପିଛା ୭୩.୦୪ ଟଙ୍କା ରହିଥିବା ବେଳେ ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ୭୮.୬୯ ଟଙ୍କା ରହିଛି । ସେହିପରି ଦିଲ୍ଲୀରେ ଡିଜେଲ ୬୬.୦୯…