Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ଗୋପାଳକ ପ୍ରସନ୍ନଙ୍କୁ ଲକଡାଉନରେ ସହାୟ ହେଲା କୃଷି ଡିଜିଟାଲ ପରାମର୍ଶ

ଦେବଗଡ: ରିଆମାଳ ବ୍ଲକ ବାବରାକୋଟ ଗାଁର ପ୍ରସନ୍ନ ପ୍ରଧାନ । ଆଖପାଖ ଅଂଚଳରେ ଜଣେ ଗୋପାଳକ ହିସାବରେ ବେଶ୍ ଜଣାଶୁଣା । ପ୍ରାୟ ୧୦ବର୍ଷ ହେଲା ସେ ଗୋପାଳନ କରି ପରିବାର ଚଳାଇ ଆସୁଛନ୍ତି । ଦୈନିକ ୬୦ରୁ ୭୦ ଲିଟର କ୍ଷୀର ଆଦାୟ ହେଉଥିବା ବେଳେ ତାକୁ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର ବି…

ପାହ୍ୟା ସାଧାରଣ, କର୍ମ ଅସାଧାରଣ !

ନନ୍ଦୁରବାର: ପେଶାରେ ଜଣେ ସାଧାରଣ ଅଙ୍ଗନୱାଡି କର୍ମୀ । ହେଲେ ଲୋକଙ୍କ ପାଖରେ ସେ ପାଲଟିଛନ୍ତି ଭଗବାନ ସଦୃଶ । ସ୍ୱଳ୍ପ ଆୟ, ଅସ୍ଥାୟୀ ଚାକିରୀ । ହେଲେ ମନରେ ନାହିଁ କୌଣସି ଅବଶୋଷ । ନିଃସ୍ୱାର୍ଥପର ଭାବେ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଅବିରତ ଖଟି ଚାଲିଛନ୍ତି । ଏପରିକି କି କରୋନା…

ନିୟମ ଭାଙ୍ଗି ବିଦେଶୀ ଯୁବତୀଙ୍କ ଜୀବନ ବଂଚାଇଲା ଭାରତୀୟ ହସ୍ପିଟାଲ !

ଠାକୁରପୁର: ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସାମ୍ନାକୁ ଆସିଛି କୋଲକାତାର ଠାକୁରପୁର କ୍ୟାନ୍ସର ହସ୍ପିଟାଲ । ହସ୍ପିଟାଲ ନିମୟ ଭାଙ୍ଗି ବଂଚାଇଲେ ବିଦେଶୀ ଯୁବତୀଙ୍କ ଜୀବନ । ଏହି ଘଟଣା ଯେତିକି ଅନନ୍ୟ, ଡାକ୍ତରଙ୍କ ମହାନତା ସେତିକି ଅବର୍ନନୀୟ । ଠାକୁରପୁର କ୍ୟାନ୍ସର୍ ହସ୍ପିଟାଲ ନିୟମ…

ଅଭାବି ଅଞ୍ଜନଙ୍କ କୃଷି କରିସ୍ମା: ଯୁବ ଭାଗଚାଷୀଙ୍କ ଆତ୍ମନିର୍ଭରଶୀଳ କାହାଣୀ

ଭଦ୍ରକ: ଜିତାନଗା ଗାଁର କ୍ଷୁଦ୍ରଚାଷୀ ଅଂଜନ କୁମାର ପାଲ । ନିଜର ଜମି କହିଲେ ମାତ୍ର ୮ ଗୁଣ୍ଠ ଯେଉଁଥିରେ ସେ କେବଳ ଧାନ ଚାଷ ହିଁ କରନ୍ତି । ଏଥିରୁ ଯାହା ଅମଳ ହୁଏ ତାକୁ ବିକ୍ରି କରି ଯାହା ଲାଭ ପାଉଥିଲେ ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡୁଥିଲା । ତେଣୁ ସେ ଭାଗଚାଷ…

ପାହାଡ଼ ମୂଲକରେ କଳାଧାନ ଚାଷ କରି ସୁନା ଫଳାଇଲେ ଇଂଜିନିୟର ଛାତ୍ର; ଯୁବପୀଢ଼ିଙ୍କୁ ପ୍ରୋତ୍ସାହନ

ନୀଳଗିରି: ଇଚ୍ଛାଥିଲା ଡିପ୍ଲୋମା ପାସ କରି ଇଞ୍ଜିନିୟର ହେବା।ହେଲେ ପିଲାଦିନେ ଚାଷପ୍ରତି ଦୁର୍ବଳତା ଥିଲା।ନିଜସ୍ୱ ଜମିରେ ଫାର୍ମ ହାଉସ କରିବାର ସ୍ୱପ୍ନ ରହିଥିଲା।ଆଜି ସ୍ୱପ୍ନ ପୂରଣ ନହେଲେବି ଚାଷ କରି ସଫଳ ହୋଇଛନ୍ତି ଇଞ୍ଜିନିୟର ଯୁବକ। ଅର୍ଗାନିକ ଉପାୟରେ ପାହାଡ଼ ମୂଳରେ ରୋଗୀଙ୍କ ପାଇଁ…

ଓଦା କପଡ଼ାରେ ଚାର୍ଜ ହେଉଛି ମୋବାଇଲ୍ ଫୋନ୍

ତ୍ରିପୁରା: ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ସତ । ଓଦା କପଡାରେ ଚାର୍ଜ ହେଉଛି ମୋବାଇଲ, ଜଳୁଛି ଏଲ୍‌ଇଡି ଲାଇଟ୍ । ଏଭଳି କଳ୍ପନାକୁ ସତ କରି ଦେଖାଇଛନ୍ତି ତ୍ରିପୁରାର ଜଣେ ଇଂଜିନିଅର । ଏହି ଦକ୍ଷତା ତଥା ଉଦ୍ଭାବନ ପାଇଁ ତାଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ପୁରଷ୍କୃତ…

ସର୍ବାଧିକ କାର୍ଟୁନ୍ ଚରିତ୍ର ଚିହ୍ନି ବିଶ୍ୱ ରେକର୍ଡ କଲେ ୫ ବର୍ଷୀୟ !

ଭୁବନେଶ୍ୱର: କାର୍ଟୁନ୍ କଥା ପଡିଲେ ମନେପଡିଯାଏ ଆମ ପିଲାଦିନ କଥା । ହେଲେ କିଛି ବଛାବଛା କାର୍ଟୁନ୍ ଚରିତ୍ର ଛଡା ଅଧିକାଂଶ ଚରିତ୍ରଙ୍କୁ ଆମ ମାନସପଟରେ ନଥାଏ । ହେଲେ ମାତ୍ର ଗୋଟିଏ ମିନିଟ୍‌ରେ ସର୍ବାଧିକ କାର୍ଟୁନ୍ କ୍ୟାରେକ୍ଟର ଚିହ୍ନି ଜଣେ ୫ ବର୍ଷୀୟ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ…

ମହିଳାଙ୍କୁ ସଶକ୍ତ କରୁଛି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ କୌଶଲ୍ୟା

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ରଟ ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ‘କୌଶଲ୍ୟା’ ଓଡ଼ିଶାର ରାୟଗଡ଼ା ଜିଲାର ୧୫୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ଜୀବନରେ ଅଭୂତପୂର୍ବ ପାର୍ଥକ୍ୟ ଆଣିପାରିଛି । ପ୍ରାୟ ୫ବର୍ଷ…

ଡିଜିଟାଲ କୃଷି ପରାମର୍ଶ ବଦଳାଇ ଦେଲା ଦେବଗଡର ଭୂପେନଙ୍କ ଭାଗ୍ୟ

ଭୁବନେଶ୍ୱର : ଦେବଗଡର ତିଲେଇବଣି ବ୍ଲକ କୁମୁରାପାଲି ଗାଁର ଚାଷୀ ଭୂପେନ କୁମୁରା । ଦିନ ଥିଲା ଭୂପେନ ପାଠ ପଢା ସାରିବା ପରେ ଗୁଜରାଟର ସିଲଭାଷା ଯାଇ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ । କିନ୍ତୁ ସେଠାରୁ ଯାହା ଦରମା ପାଉଥିଲେ ତାହା ପରିବାର ଚଳାଇବା ସହ ନିଜେ ଚଳିବା ଅସମ୍ଭବ ହୋଇପଡୁଥିଲା…

ଗଙ୍ଗାନଦୀ କୂଳରେ ଶକ୍ତିମାନ ଶ୍ରବଣ କୁମାର !

ଭୁବନେଶ୍ୱର: ସେ ପୋଲିସ ହୁଅନ୍ତୁ ଅବା ଦେଶର ସେନା । ନାଗରିକ ତଥା ମାଟି ମାଆକୁ ବଂଚାଇବା ପାଇଁ ଅନେକ ନିଜ ଜୀବନକୁ ବାଜି ଲଗାଇଦେଇଥାନ୍ତି । ଏହି ତାଲିକାର ସାମିଲ ଅଛନ୍ତି ଶବଣ କୁମାର । ହେଲେ ଶ୍ରବଣ କୌଣସି ସଙ୍ଗଠନ ପାଇଁ କାମ କରନ୍ତିନି । ବରଂ ନିଃସ୍ୱାର୍ଥପର ଭାବେ ଲୋକଙ୍କୁ ମରଣ ମୁଖରୁ…