Latest Odisha News

BREAKING NEWS

Browsing Category

WORLD

ସେନାର ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କଲେ କିମ ଜୋଙ୍ଗ

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ-ଉନ ସେନାର ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କରିଛନ୍ତି। ଶତ୍ରୁମାନଙ୍କ ସହ ମୁକାବିଲା କରିବାକୁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଯୁଦ୍ଧର ପ୍ରତ୍ୟେକ ସମ୍ଭାବ୍ୟ ପରିସ୍ଥିତିରେ ସେନାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। କେବଳ ଏତିକି…

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ବାତିଲ ହେଲା ବିମାନ ଉଡ଼ାଣ, ୫ କୋଟି ଲୋକ ପ୍ରଭାବିତ

ୱାଶିଂଟନ: ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼। ଘୂର୍ଣ୍ଣିବଳୟ ସମେତ ଭୟଙ୍କର ଝଡ଼ ଏଠାରେ କୋଟି କୋଟି ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ବାତ୍ୟା ଯୋଗୁଁ ନ୍ୟୁୟର୍କରୁ ଅଲବାମା ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଏଠାରେ…

ଏମିତି ନଦୀ ଯେଉଁଠି ୨୪ ଘଣ୍ଟା ପ୍ରବାହିତ ହୁଏ ଗରମ ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ; ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । ତେବେ  ନଦୀକୁ ନେଇ ସାରା ବିଶ୍ୱରେ ଅନେକ ରହସ୍ୟ ରହିଛି । କେଉଁଠି ବେଳେ ବେଳେ ନଦୀର ପାଣି ରକ୍ତ ଭଳି ଦେଖାଯାଉଛି ତ କେଉଁଠି ଅନବରତ ବନ୍ୟା ହେବା ଭଳି ପାଣି…

ଉତ୍ତରାଖଣ୍ଡର କଙ୍କାଳ ହ୍ରଦ: ଏହାର ନାଁ ଏପରି କାହିଁକି, ଜାଣନ୍ତୁ ଏହାର ରହସ୍ୟ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ସାଧାରଣତଃ କିଛି ଶାନ୍ତ ଜାଗାକୁ ବୁଲିଯିବା କଥା କହିଲେ ମନକୁ ଆସେ କିଛି ପାହାଡିଆ କିମ୍ବା ନଦୀକୂଳିଆ ସ୍ଥାନ । ଅନେକ ଲୋକେ ନଦୀ କୂଳିଆ ସ୍ଥାନ ଓ ସମୂଦ୍ରକୂଳକୁ ଯିବାକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ କିଛି ଶୁନଶାନ ଯାଗାକୁ ଯିବାକୁ ପସନ୍ଦ କରନ୍ତି । ଏପରି ଏକ…

ଆଜି ବିଶ୍ଵ ବନ୍ଧୁତ୍ଵ ଦିବସ: ଜାଣନ୍ତୁ ବନ୍ଧୁତା ଦିବସର ଇତିହାସ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି…

ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର ବିଷୟରେ, ଯେଉଁଠାରେ ରାତିରେ ଅଟକି ଯାଉଥିବା ଭକ୍ତ ହୋଇଯାଆନ୍ତି ପଥର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏକ ମନ୍ଦିର ମାଳିନୀ ଦେଶ । ଏଠାରେ କୋଟି କୋଟି ଲୋକଙ୍କ ବିଶ୍ୱାସ ଓ ପରମ୍ପରା ହଜାର ହଜାର ବର୍ଷ ଧରି ମନ୍ଦିର ସହିତ ଜଡିତ ରହିଛି । ଯଦି ଆମେ ଭାରତରୁ ମନ୍ଦିର ହଟାଇଦେବା, ତେବେ ଏଠାରେ କିଛି ରହିବ ନାହିଁ । ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ମଧ୍ୟ ରହିଛି,…

ରହସ୍ୟ ଘେରରେ ଭାରତର ଏହି ସ୍ଥାନ: ରାତାରାତି ଏଠାରୁ ଲୋକେ ହୋଇଯାଇଥିଲେ ଗାଏବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭୁତ ପ୍ରେତ ଆଦିଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳେ । କେହି ଏହାକୁ ମନର ଭ୍ରମ କହି ଏଡାଇ ଯାଉଥିବାବେଳେ ଆଉ କେହି ଏହା ସତ ବୋଲି ଦାବି କରନ୍ତି । ଏମିତି ଏକ ଗାଁ ଆମ ଦେଶରେ ରହିଛି, ଯାହା ନାଁ ଶୁଣିଲେ, ସମସ୍ତେ ମନାକରନ୍ତି ସେଠାକୁ ଯିବାକୁ । ଆଉ ସେଠାରେ ରାତିରେ…

୭ ଜନମ ପାଇଁ ସାଥି ନୁହେଁ: ମାତ୍ର ୨୪ ଘଣ୍ଟା ପାଇଁ ହୁଏ ବାହାଘର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ବିଭିନ୍ନ ପ୍ରକାରର ସଂସ୍କୃତି ରହିଛି । ଜୀବନ ଏବଂ ବିବାହ ସମ୍ବନ୍ଧରେ ଯେକୌଣସି ସ୍ଥାନରେ ଲୋକଙ୍କର ନିଜର ପ୍ରଥା ରହିଛି । କୌଣସି ସ୍ଥାନରେ ବିବାହ ଶୀଘ୍ର ହୋଇଥାଏ ତ କୌଣସି ସ୍ଥାନରେ ବିଳମ୍ବରେ ବିବାହ ହୁଏ । କେଉଁଠି ଝିଅ ପକ୍ଷ ଯୌତୁକ ଦିଅନ୍ତି ତ କେଉଁଠି…

ଏପରି ମନ୍ଦିର, ଯେଉଁଠି ହୋଇଥାଏ ଭବିଷ୍ୟବାଣୀ

ଓଡିଶା ସମ୍ବାଦ ବ୍ୟୁରୋ : ବିଚିତ୍ରମୟ ଆମ ଭାରତବର୍ଷ। ଏହି ଦେବ ଭୂମୀରେ ରହିଛି ଅନେକ ଆଧ୍ୟାତ୍ମିକ ଝଲକ। ଯାହା ବିଶ୍ୱାସଯୋଗ୍ୟ ହେଉ ବା ନ ହେଉ ତାହା ଆଜିବି ଘଟୁଛି। ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି…

ବିଶ୍ୱର ଏପରି ରହସ୍ୟମୟ ସ୍ଥାନ; ଯେଉଁଠାରେ ମରୁଭୂମି ଓ ସମୁଦ୍ରର ହୋଇଥାଏ ମିଳନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ପୃଥିବୀ ସହ ଜଡ଼ିତ ଅନେକ ରହସ୍ୟମୟ କଥା ଶୁଣିଥିବେ। ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ଆଶ୍ଚର୍ଯ୍ୟ ଲାଗିଲେ ବି କିଛି କଥା ସତ୍ୟ ହୋଇଥାଏ । ଆପଣ ଜାଣିଥିବେ ଯେ ଶହ ଶହ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ନଦୀ ସମୁଦ୍ରରେ ମିଶି ଯାଇଥାଏ।…