Latest Odisha News

BREAKING NEWS

Browsing Category

WORLD

ଘରେ ରଖିଛନ୍ତି ୫୦ ମୂଷା

ଘରେ ଲୋକେ କୁକୁର, ବିଲେଇ, ବିଭିନ୍ନ ପ୍ରକାରର ଚଢେଇ ଆଦି ରଖିବାକୁ ପସନ୍ଦ କରିଥାନ୍ତି। ହେଲେ ଅନେକ ଲୋକଙ୍କର ସଉକ ବେଶ୍ ଅଜବ ହୋଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମିଶେଲ ରେବୋନ୍‌ ନାମ୍ନୀ ଜଣେ ମହିଳା ନିଜ ଘରେ ୫୦ଟି ମୂଷା ପୋଷିଛନ୍ତି। ଆଉ ସେମାନଙ୍କର ଯତ୍ନ ସେ ନିଜ ପିଲାଙ୍କ ପରି…

ହିନ୍ଦୁ ମନ୍ଦିର ଆଗରେ ବିବାହ କଲେ ମୁସଲମାନ ଦମ୍ପତି

ହିମାଚଳ ପ୍ରଦେଶର ଜଣେ ମୁସଲମାନ ଦମ୍ପତିଙ୍କ ବିବାହ ଏବେ ବେଶ୍ ଚର୍ଚ୍ଚାରେ । ଶିମଲା ଜିଲ୍ଲାର ରାମପୁରରେ ଜଣେ ମୁସଲମାନ ଦମ୍ପତି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମୁସଲମାନ ଦମ୍ପତି ରାମପୁରର ସତ୍ୟ ନାରାୟଣ ମନ୍ଦିର ପରିସରରେ ବିବାହ କରିଥିଲେ। ବିଶ୍ୱ ହିନ୍ଦୁ…

ସାପ ସହ ବନ୍ଧୁତା

ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜନ୍ତୁ ହେଉଛି ସାପ। ଏହାକୁ ଦେଖି ଯେକେହି ବି ଡରିଯିବ। କିନ୍ତୁ ଏହାକୁ ଘରେ ପାଳିବା କଥା କେହି କେବେ ବି ଚିନ୍ତା କରିନଥିବେ। ସାଧାରଣତଃ ଲୋକେ କୁକୁର, ବିଲେଇ, ନେଉଳ, ଶୁଆ, ପାରା, କୁକୁର ଆଦି ଘରେ ପାଳିଥାନ୍ତି। ଯେଉଁମାନେ କୌଣସି କ୍ଷତି କରନ୍ତି ନାହିଁ।…

ମହିଳାଙ୍କୁ ବାରଣ ଏହି ଦ୍ୱୀପ

ଆଜିକାଲି ମହିଳାମାନେ ସମୁଦ୍ରରୁ ନେଇ ମହାକାଶ ପର୍ଯ୍ୟନ୍ତ ସବୁ ସ୍ଥାନରେ ପୁରୁଷମାନଙ୍କ ସହିତ କାନ୍ଧ କାନ୍ଧରେ ମିଶେଇ କାମ କରୁଛନ୍ତି  । ହେଲେ ଯେତେବେଳେ ବିଶ୍ୱାସ ଏବଂ ରୀତିନୀତି କଥା ଆସେ, ସେତେବେଳେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମାନତାର କଥାବାର୍ତ୍ତା ଅର୍ଥହୀନ ମନେହୁଏ । ଭାରତ ସମେତ…

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ମୁମ୍ବାଇ: କୁହାଯାଏ ବୟସ ମାତ୍ର ଏକ ସଂଖ୍ୟା। ପ୍ରାୟତଃ ଅଧୂକ ବୟସ ହୋଇଯାଇଥିବା ବୃଦ୍ଧଙ୍କୁ ଦେଖ୍ ନାନା ପ୍ରକାରର କଥା କହି ଦିଅନ୍ତି। ଅନେକଙ୍କୁ ଲାଗେ ବୟସ ହୋଇଯାଇଥିବା ଲୋକଙ୍କୁ କିଛି କାମ କରିପାରନ୍ତି ନାହିଁ । କେବଳ ଆରମ ଦରକାର ହୋଇଥାଏ। ହେଲେ ମନରେ ଆତ୍ମ ବିଶ୍ବାସ ଥିଲେ ମଣିଷ ସବୁ କିଛି…

କୁକୁର ଭାବି ଘରେ ପାଳିଥିଲେ ଭାଲୁ

ବେଜିଂ: ମଣିଷର କାମରେ ଆସୁଥିବା ପଶୁଙ୍କ ମଧ୍ୟରୁ କୁକୁର ଅନ୍ୟତମ । କୁକୁର ଗୃହପାଳିତ ଏବଂ ପ୍ରଭୁ ଭକ୍ତ । କୁକୁରକୁ ବିଶ୍ୱାସୀ ବୋଲି ମଧ୍ୟ କୁହାଯାଏ। ଅନେକଙ୍କର କୁକୁର ରଖିବାର ସଉକ ରହିଥାଏ । କୁକୁର ରଖିବା ଏବେ ଆଭିଜାତ୍ୟର ସଂକେତ ହୋଇଛି । ଗୋଟିଏ ଗୋଟିଏ କୁକୁରର ମୂଲ୍ୟ କୋଟିଏ ପର୍ଯ୍ୟନ୍ତ…

ମାତ୍ର ୪ମିନିଟରେ ଚିହ୍ନିଲେ ୧୯୭ଦେଶର ଜାତୀୟ ପତାକା

ଚେନ୍ନାଇ: ବୟସ ମାତ୍ର ୩ବର୍ଷ । ହେଲେ ହେଲେ ମନେ ରଖିବାର ଶକ୍ତି ଅପାର । ସେଥିପାଇଁ ତ ଏତେ କମ୍ ବୟସରୁ ତାଙ୍କ ନାଁ ରହିଛି ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ । ମାତ୍ର ୪ମିନିଟରେ ଜାତୀୟ ପତାକା ଚିହ୍ନି ୧୯୭ଦେଶର ନାଁ କହିଲେ ଦର୍ଶନ । ସସିରେଖା ଏବଂ ଭରତଙ୍କ ପୁତ୍ର ଦର୍ଶନ ତାମିଲନାଡୁରେ…

ଗଛକୁ କାଟିଲେ ବାହାରେ ରକ୍ତ

ଦୁନିଆରେ ଅନେକ ପ୍ରକାର ଗଛ ଏବଂ ଉଦ୍ଭିଦ ଦେଖିବାକୁ ମିଳିଥାଏ । ଡାକ୍ତରୀ ବିଜ୍ଞାନର ଚମତ୍କାର ଅଗ୍ରଗତି ସତ୍ତ୍ୱେ ପ୍ରକୃତିର ଏପରି ଅନେକ ଜିନିଷ ଅଛି ଯାହାର ରହସ୍ୟ ଏବଂ ଉପକାର ଆଶ୍ଚର୍ଯ୍ୟଜନକ ଅଟେ ।  ପ୍ରତ୍ୟେକ ଗଛର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଏପରି ଅନେକ ଗଛ ରହିଛି  ଯାହା ବେଶ୍…

ପକ୍ଷୀ, ମଣିଷର ନିଆରା ସମ୍ପର୍କ

ସାଧାରଣତଃ ଯେତେବେଳେ ପକ୍ଷୀମାନେ ମଣିଷକୁ ଦେଖନ୍ତି, ସେମାନେ ସେମାନଙ୍କଠାରୁ ଦୂରେଇ ଯାଆନ୍ତି । ଯାହା ଦ୍ୱାରା ସେମାନଙ୍କର କିଛି କ୍ଷତି ନ ହୁଏ । କିନ୍ତୁ କିଛି ସ୍ଥାନରେ ପକ୍ଷୀ ଓ ମଣିଷ ଭିତରେ ସମ୍ପର୍କ ଖୁବ୍ ନିଆରା । କିଛି ବନ୍ଧୁତା ଅକସ୍ମାତ ଗଢ଼ାହୁଏ, ଆଉ ସବୁଦିନ ପାଇଁ ଅମର ହୋଇଯାଏ।…

ନିଆରା ବ୍ରେକଅପ୍ କାହାଣୀ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଏପରି ଅନେକ କାହାଣୀ ଅଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସାଧାରଣତଃ ବ୍ରେକଅପ୍ ହେଲେ ​​ ସମସ୍ତଙ୍କୁ ଅଳ୍ପବହୁତ ଦୁଃଖ ହୋଇଥାଏ । କିନ୍ତୁ କ’ଣ ଆପଣ କେବେ ‘ଲେଟର୍‌ ଅଫ୍‌ କ୍ଲୋଜର୍‌’ ବା ‘ସମାପନ ପତ୍ର’ ଦେଇ କାହା ସହ ସଂପର୍କ ଭାଙ୍ଗିବା କଥା…