Latest Odisha News

BREAKING NEWS

Browsing Category

ଲେଖକ

ଗୋପୀନାଥ ମହାନ୍ତି

ଗୋପୀନାଥ ମହାନ୍ତି (୧୯୧୪-୧୯୯୧) କ୍ଷେତ୍ର: ଭାଷା-ସାହିତ୍ୟ (ଉପନ୍ୟାସ) ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସର ଯୁଗସ୍ରଷ୍ଟା । ଉପନ୍ୟାସ ସହିତ କବିତା, ଗଳ୍ପ, ଜୀବନୀ, ଆତ୍ମଜୀବନୀ, ନାଟକ ଓ ଅନୁବାଦରେ ମଧ୍ୟ ତାଙ୍କର ଥିଲା ଅଭୂତପୂର୍ବ ଦକ୍ଷତା । ୨୦ ଏପ୍ରିଲ୍ ୧୯୧୪ରେ…

ଗୋପାଳ ଚନ୍ଦ୍ର ପ୍ରହରାଜ

ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) କ୍ଷେତ୍ର: ଭାଷା-ସାହିତ୍ୟ (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଣେତା) ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ସଂକଳକ ଭାବେ ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରାତଃସ୍ମରଣୀୟ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ସିଦ୍ଧେଶ୍ୱରପୁର ଗାଁରେ ଏକ ଜମିଦାର ପରିବାରରେ ୯…

କୁନ୍ତଳା କୁମାରୀ ସାବତ

କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୭) କ୍ଷେତ୍ର: ଭାଷା-ସାହିତ୍ୟ (ପ୍ରଥମ ଔପନ୍ୟାସିକା) ଜଣେ କବି ଭାବେ ସର୍ବତ୍ର ସୁପରିଚିତା କୁନ୍ତଳା କୁମାରୀ ସାବତ ଓଡ଼ିଆ ଭାଷାର ପ୍ରଥମ ଔପନ୍ୟାସିକାର ଗୌରବ ମଧ୍ୟ ଦାବି କରନ୍ତି । ତାଙ୍କ ପୂର୍ବରୁ କୌଣସି ଓଡ଼ିଆ ଲେଖିକା ଉପନ୍ୟାସରେ ହାତ ଦେଇନଥିଲେ ।…

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ (୧୮୭୭-୧୯୨୮) କ୍ଷେତ୍ର: ସମାଜସେବା ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ…

ଗୋପୀନାଥ ନନ୍ଦଶର୍ମା

ଗୋପୀନାଥ ନନ୍ଦଶର୍ମା (୧୮୬୯-୧୯୨୪) କ୍ଷେତ୍ର: ଭାଷା-ସାହିତ୍ୟ (ଓଡ଼ିଆ ଭାଷାତତ୍ତ୍ୱ) ସଂସ୍କୃତ, ପ୍ରାକୃତ, ଓଡ଼ିଆ ଓ ପ୍ରାଚୀନ ଭାଷାରେ ଧୁରୀଣ ଗୋପୀନାଥ ନନ୍ଦଶର୍ମା ତାଙ୍କର ସର୍ବଶ୍ରେଷ୍ଠ କୃତି ‘ଓଡ଼ିଆ ଭାଷାତତ୍ତ୍ୱ’ ପାଇଁ ଚିରକାର ସ୍ମରଣୀୟ ହୋଇ ରହିବେ । ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’…

ଆର୍ତ୍ତବଲ୍ଲଭ ମହାନ୍ତି

ଆର୍ତ୍ତବଲ୍ଲଭ ମହାନ୍ତି (୧୮୬୬-୧୯୬୩) କ୍ଷେତ୍ର: ଭାଷା-ସାହିତ୍ୟ (ଗବେଷଣା, ସଂପାଦନା) ଆଧୁନିକ ଓଡ଼ିଆ ସାହିତ୍ୟ ନିର୍ମାଣରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଯୋଗଦାନ ଅବିସ୍ମରଣୀୟ । ଏକାଧାରରେ ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ, ଅନୁବାଦକ ତଥା ସଂପାଦକ ଭାବେ ସେ ନିଜର ଦକ୍ଷତା ପ୍ରତିପାଦିତ…