Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ଦିନ ବଲାଙ୍ଗିର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲେ। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଗତଃ ପଣ୍ଡା ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା…

ଜନ୍ମଦିନରେ ଜାଣନ୍ତୁ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ କିଛି ଜଣା- ଅଜଣା କଥା

ମୁମ୍ବାଇ: ସୌରଭ ଗାଙ୍ଗୁଲି ଓରଫ ଦାଦା । ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବେ ବେଶ୍ ନାଁ ରହିଛି ଦାଦାଙ୍କର । ଜଣେ ସାଧାରଣ କ୍ରିକେଟରରୁ ଯାତ୍ରା ଆରମ୍ଭ କରିଥିବା ସୌରଭ ବର୍ତ୍ତମାନର ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି। ଆଜି ସେ ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି। ବୀରେନ୍ଦ୍ର…

ଧୋନୀ @୩୯ : ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: କ୍ୟାପଟେନ କୁଲ ତଥା ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । କ୍ରିକେଟ ଦୁନିଆର ଏହି ବେତାଜ ବାଦଶାହାଙ୍କର ଆଜି ହେଉଛି ୩୯ ତମ ଜନ୍ମ ଦିବସ । ଝାଡଖଣ୍ଡର ପ୍ରଥମ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଯିଏକି ୨୩ ବର୍ଷ ବୟସରେ ଭାରତୀୟ ଦଳରେ ପାଦ ଦେଇଥିଲେ । ଏହି…

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ବର୍ଗତଃ ନବକୃଷ୍ଣ ଚୌଧୁରୀ ହେଉଛନ୍ତି ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ମଧ୍ୟରେ ଅନ୍ୟତମ। ଆଜୀବନ ଶୋଷିତ ଶ୍ରେଣୀର ସପକ୍ଷରେ କାର୍ଯ୍ୟ କରିଥିବା ଏହି ବିଖ୍ୟାତ ଜନନେତା ଜଣକର ୧୯୮୪ ମସିହା ଜୁନ୍ ୨୪ ତଥା ଆଜିର ଦିନରେ ଦେହାନ୍ତ…

ମାନବିକତାର ପ୍ରତୀକ: ଡାକ୍ତର ସନାତନ ରଥ

ଭାରତର ପ୍ରସିଦ୍ଧ ସ୍ନାୟୁରୋଗ ବିଶେଷଜ୍ଞ ଡା. ସନାତନ ରଥ ଆଉ ନାହାଁନ୍ତି । ଏ ମହାଶୟଙ୍କୁ ଜୀବନରେ ଥରେ ମାତ୍ର ଦର୍ଶନ କରିଛି । କିନ୍ତୁ ସେ ସାକ୍ଷାତ ଆଜି ପର୍ଯ୍ୟନ୍ତ ଜୀବନ୍ତ ରହିଛି । ୧୯୭୪ ମସିହା କଥା । ସେତେବେଳେ ମୁଁ ବାଲେଶ୍ୱର ଜିଲ୍ଲା ଭଣ୍ଡାରିପୋଖରୀ ପି.ଏଚ୍‌.ସି.ରେ ବ୍ଲକ୍…

ଗଣନାଥ ପାତ୍ର, ଅଗ୍ନିପଥର ସେ ଗାୟକ ଓ ନାୟକ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଯେତେବେଳେ ଭାରତ ସରକାର ନକ୍ସଲବାଡି ଆଂଦୋଳନର ଅନ୍ୟତମ ତୁଙ୍ଗ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ଫାଶୀ ଦେବାକୁ ଜାଲ ବିଛାଉଥିଲେ, ସେତେବେଳେ ତାଙ୍କୁ ନିଜର ପଣତ ତଳେ ଯିଏ ମା’ର ଆଶ୍ରୟ ଦେଇ ଘୋଡେଇ ରଖିଥିଲେ, ସେ ଥିଲେ ଭାରତୀୟ ସ୍ଵାଧୀନତା ଆଂଦୋଳନର…

ଜନ୍ମଦିନ ଅବସରରେ ଜାଣନ୍ତୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମ୍ପର୍କରେ

ଭୁବନେଶ୍ୱର: ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ତଥା  ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନନ୍ଦିନୀ ଶତପଥୀ। ଜନ୍ମଦିନ ଅବସର ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ... ୧୯୩୧ ମସିହା ଜୁନ୍ ୯ ତାରିଖରେ କଟକର ପିଠାପୁରଠାରେ ବିଖ୍ୟାତ ଲେଖକ କାଳିନ୍ଦୀଚରଣ…

‘ବନ୍ଦେ ଉତ୍କଳ ଜନନୀ’: ଯୁବ ବୟସରେ ମହତାବଙ୍କୁ ଅନୁପ୍ରାଣିତ କରିଥିଲା କାନ୍ତକବିଙ୍କ ଲେଖା

ଭୁବନେଶ୍ୱର: ଯେଉଁ କେତେଜଣ ପ୍ରଥିତଯଶା କବି ଓ ଲେଖକ ମାନଙ୍କର ଶାଣିତ ସ୍ୱର ଓ ବଳିଷ୍ଠ ଲେଖନୀ ଚାଳନା ଅନେକଙ୍କୁ ମାତୃଭୂମି ଲାଗି ଲଢେଇ କରିବାକୁ ଶକ୍ତି ଯୋଗାଇଥିଲା ସେଥିମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ । ଆଜି କାନ୍ତକବିଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’ ସାରା…

ଆଜି ବି ଜୀବନ୍ତ ସେହି ଜଣାଣ; ଜନ୍ମ ଦିନରେ ଭଜନ ସମ୍ରାଟଙ୍କୁ ସ୍ମୃତିଚାରଣ

ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଘରେ ଘରେ ଭିକାରୀ ବଳଙ୍କୁ ସମସ୍ତେ ଜାଣନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଭିକାରୀ ବଳ ମଧ୍ୟ ‘ଭଜନ ସମ୍ରାଟ୍ ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛନ୍ତି । ଶ୍ରୀଜଗନ୍ନାଥଙ୍କର ଏହି ପରମ ଭକ୍ତ ତାଙ୍କର…

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶାର ଖ୍ୟାତନାମା ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କର ଜନ୍ମ ଦିବସ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ତଥା ଉଚ୍ଚକୋଟୀର ଶିକ୍ଷାବିତ୍ ଭାବେ ପରିଚିତ ସ୍ୱର୍ଗତଃ ମିଶ୍ରଙ୍କର ଆଜିର ଏହି ଜନ୍ମ ଶତବାର୍ଷିକୀରେ ତାଙ୍କର ଅଗଣିତ ଛାତ୍ରଛାତ୍ରୀ, ଶିକ୍ଷକ ତଥା ବୁଦ୍ଧିଜୀବୀ…