Latest Odisha News

BREAKING NEWS

Browsing Category

ଆସାମ

Assam

ଆସାମରେ ୬.୪ ତୀବ୍ରତାର ବଡ଼ ଧରଣର ଭୂମିକମ୍ପ

ଗୁଆହାଟୀ: ଆସାମରେ ବଡ଼ ଧରଣର ଭୂମିକମ୍ପ । ସକାଳୁ ସକାଳୁ ଜୋରଦାର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୬.୪ । ସକାଲ ୭ଟା ୫୧ ମିନିଟରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ଗୁଆହାଟୀରୁ ୧୪୦ କିଲୋମିଟର ଦୂର ଧେକିଆଜୁଲି ଟାଉନ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଓ…

୧୮ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କଲେ ଏସବୁ ରାଜ୍ୟ

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରେ ଦେଶବ୍ୟାପୀ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଦିଆଯିବ ଟିକା । କରୋନା ସଂକ୍ରମଣ ଭିତରେ ଟିକାକରଣ ଅଭିଯାନକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହାପରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି…

ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ

କୋଲକାତା: ପଶ୍ଚିମବଙ୍ଗ ଓ ଆସାମରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବାଙ୍କୁରା, ପୁରୁଲିଆ, ଝାରାଗ୍ରାମ ଓ ପୂର୍ବ ମେଦିନୀପୁର ଜିଲ୍ଲାର ୩୦ଟି ଆସନ ଓ ଆସାମର ୪୭ଟି ଆସନରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ସକାଳ…

ଚା’ ବଗିଚାରେ ମହିଳା ଶ୍ରମିକଙ୍କ ସହ ଚା’ ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଦିଶପୁର: ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ମିଶନ ଆସାମର ଆଜି ଦ୍ୱିତୀୟ ଦିନରେ ଆସାମର ସଧାରୁ ଟି-ଷ୍ଟେଟରେ ପହଞ୍ଚିଥିଲେ ପ୍ରିୟଙ୍କା । ସେଠାରେ ସେ ଚା’ ବଗିଚା ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି । ଏହାପରେ ସେ ସେଠାରେ ମହିଳା କର୍ମୀଙ୍କ ସହ ବଗିଚାରେ ପାରମ୍ପରିକ…

ଇଣ୍ଟରନେଟ୍‌ରେ ନୂଆ ସେନ୍ସେସନ୍

ଗୌହାଟି: ପ୍ରତିଭା କେବେ ବି ଲୁଚି ରହେନା । କେବେ ନା କେବେ ସାମ୍ନାକୁ ଆସିଥାଏ । ବାସ୍‌..ଏକ ଖିଅ ଦରକାର । ମନୋବଳ ସୁଦୃଢ ଥିଲେ ପ୍ରତିଭା ହିଁ ଆପଣଙ୍କୁ ସମାଜରେ ଦେଇପାରେ ନୂଆ ପରିଚୟ । ନିକଟରେ ଗୌହାଟିର ଜଣେ ରେଷ୍ଟୁରାଣ୍ଟ ୱେଟର୍ ଚର୍ଚ୍ଚାକୁ ଆସିଛନ୍ତି । ହେଲେ କାହିଁକି ଓ କେମିତି ?…

ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଖାଦ୍ୟ ଖାଇ,୧୪୦ରୁ ଅଧିକ ଅସୁସ୍ଥ,୧ ମୃତ

ଗୌହାଟି:ଆସାମର କର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ବଣ୍ଟାଯାଇଥିବା ଖାଦ୍ୟ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଅଧିକ ଲୋକ୍ ଅସୁସ୍ଥ ହୋଇପଡିଛନ୍ତି ।  ଗତକାଲି ଦିଫୁ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନୀ ଅଧିବେଶନ ଲାଗି କାର୍ଯ୍ୟକ୍ରମ…

ଆସନ୍ତୁ ଜାଣିବା କେଉଁଠାରେ ସରକାରୀ ଟଙ୍କାରେ ମାଦ୍ରାସା ଆଉ ଚାଲିବନି

ଗୌହାଟୀ: ଆସାମ ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ବିଧାନସଭାରେ ଆଗତ କରିଛି । ଏଠାରେ ସମସ୍ତ ସରକାରୀ ମାଦ୍ରାସାକୁ ବନ୍ଦ କରି ସ୍କୁଲରେ ପରିଣତ କରିବା ପାଇଁ ବିଲ୍ ଆଗତ ହୋଇଛି । ବିପକ୍ଷ ଦଳର ବିରୋଧ ସତ୍ୱେ ଶିକ୍ଷାମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଏହି ବିଲ୍ ବିଧାନସଭାରେ ଉପସ୍ଥାପନ…

ନାଟକୀୟ ଢଙ୍ଗରେ ଧରାପଡିଲେ ୧୧ ନକଲି ଯବାନ

ଆସାମ: ପାଖରେ ନଥିଲା କୌଣସି ପରିଚୟ ପତ୍ର । ହେଲେ ୪ଜଣ ପିନ୍ଧି ବୁଲୁଥିଲେ ଭାରତୀୟ ସେନାର ପୋଷାକ । ସନ୍ଦିଗ୍ଧ ଅବସ୍ଥାରେ ଗୌହାଟି ଏୟାରପୋର୍ଟ ନିକଟରେ ୪ଜଣ ବ୍ୟକ୍ତି ଭାରତୀୟ ସେନାର ନକଲି ପୋଷାକ ପିନ୍ଧି ଚକ୍କର କାଟୁଥିବାବେଳେ ସେମାନଙ୍କୁ ଗିରଫ କରିଛି ଆସାମ ପୋଲିସ । ସୋମବାର ରାତିରେ…

ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ

ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ କାରଣରୁ ଦୁଇ ରାଜ୍ୟର ସୀମାରେ ଉତ୍ତେଜନା ଜାରି ରହିଛି । ଏହି ହିଂସାକାଣ୍ଡରେ ବହୁ ଲୋକ ଆହତ ହୋଇଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ  ସ୍ଥିତିର ରିପୋର୍ଟ ପ୍ରଧାନମନ୍ତ୍ରୀ  ଓ କେନ୍ଦ୍ର…

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୌହାଟିରେ ୧୪୪ ଧାରା ଜାରି

ଗୌହାଟି: ଆତଙ୍କବାଦୀ ଆକ୍ରମଣ ନେଇ ଗୋଇନ୍ଦା ବିଭାଗର ଆଲର୍ଟ ପରେ ଗୌହାଟୀର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଗୌହାଟିରେ ୧୪୪ ଧାରା ଜାରି ହୋଇଛି। ଗୌହାଟିରେ ଡେପୁଟି କମିଶନର ରଣବୀର ଗୁରୁବାର ଏ ପ୍ରସଙ୍ଗରେ ଏକ ବିଜ୍ଞପ୍ତି ଜିଲ୍ଲାବାସୀଙ୍କ ପାଇଁ ଜାରି କରିଛନ୍ତି । ଯେତେପର‌୍ୟ୍ୟନ୍ତ…