Latest Odisha News

BREAKING NEWS

Browsing Category

ବିହାର

Bihar

ବେଙ୍ଗ ଖାଉଛନ୍ତି ବିହାରବାସୀ; ଭିଡିଓ ଭାଇରାଲ୍ !

ବିହାର: ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଣ୍ଟିଛି ବିହାର । ଭାଇରାଲ ହୋଇଛି ବେଙ୍ଗ ପୋଡି ଖାଇବାର ଭିଡିଓ । ତେବେ ବୟସ୍କ ପୁରୁଷ କି ମହିଳା ନୁହେଁ ବରଂ ଛୋଟଛୋଟ ପିଲା ବେଙ୍ଗ ପୋଡି ଖାଉଥିବାର ଏହି ଭିଡିଓର ସତ୍ୟତା କିଛି ଭିନ୍ନ ରହିଛି । Distressing video from Jehanabad,Bihar.…

ଲକ୍‌-ଡାଉନରେ ଫସିଥିଲା ସ୍ତ୍ରୀ, ପ୍ରେମିକାକୁ ବିବାହ କଲା ସ୍ୱାମୀ !

ବିହାର: ପାଲିଗଂଜ ଭରତପୁରାର ଧୀରଜ କୁମାର । ଲକ୍‌-ଡାଉନ୍ ପୂର୍ବରୁ ସ୍ତ୍ରୀ ଯାଇଥିଲା ଶ୍ୱଶୁର ଘର । ହେଲେ ରାସ୍ତାଘାଟ ବନ୍ଦ ଥିବାରୁ ଆଉ ଫେରିପାରିନଥିଲା । ଶେଷରେ ରାଗ ଶୁଝାଇବାକୁ ଯାଇ ପୂର୍ବତନ ପ୍ରେମିକାକୁ ବିବାହ କରି ଗିରଫ ହୋଇଛି । ବିବାହ ପରେ ସ୍ତ୍ରୀ ଦୁଲହିନ୍ ବଜାରସ୍ଥିତ ନିଜ…

ଟ୍ରକରେ ଲୁଚି ବିହାର ଯାଉଥିବା ୧୦୯ ମଜୁରିଆ ପୋଲିସ ହାତରେ ଧରାପଡିଲେ

ପାଟନା: ଉତରପ୍ରଦେଶର ଅଲିଗଡରେ ଫସି ରହିଥିବା ୧୦୯ ମଜୁରିଆ ଟ୍ରକରେ ଲୁଚି କରି ବିହାର ଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି । ସମସ୍ତ ମଜୁରିଆଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଅଲିଗଡରେ ଏହି ମଜୁରିଆମାନେ ଏକ କୋଲ୍ଡ ଷ୍ଟୋରଜେ କମ୍ପାନୀରେ କାମ କରୁଥିଲେ । ଲକ ଡାଉନ ପରେ ସେମାନେ…

କରୋନା ଯୋଗୁ ୭ ବର୍ଷ ପରେ ପୁଅକୁ ଫେରି ପାଇଲେ ବାପା-ମାଆ

ପାଟନା: ସବୁ ନକରାତ୍ମକ ଭିତରେ କରୋନା ଭାଇରସ କେତେକ ସକରାତ୍ମକ ଖବର ମଧ୍ୟ ଆଣୁଛି । ଏ ଭଳି ଏକ ଭଲ ଘଟଣା ଘଟିଛି ବିହାରରେ । ଛାପରା ଅଂଚଳର ବାବୁଲାଲ ଦାସଙ୍କ ପୁତ୍ର ଅଜୟ (ବିବେକ ଦାସ) ୭ ବର୍ଷ ତଳେ ହଠାତ ନିଖୋଜ ହୋଇ ଯାଇଥିଲା । ବହୁତ ଖୋଜାଖୋଜି ପରେ ବାବୁଲାଲ ତାଙ୍କ ପୁଅକୁ ପାଇ ନ ଥିଲେ ।…

କରୋନାଭାଇରସ୍ ପ୍ରଭାବ: ଭିଡିଓ କଲିଂରେ ବିବାହ

ବିିହାର: କରୋନାଭାଇରସ୍ ଭୟରେ ବିହାରରେ ଭିଡିଓ କଲିଂ ବିବାହ । ସୋସିଆଲ୍ ମିଡିଆରେ ଏହି ବିବାହର(ନିକାହ) ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ନୋଭେଲ କରୋନାଭାଇରସ୍ ଆତଙ୍କରେ ସାରା ଦେଶରେ ଜାରି ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ବିହାରରେ ହୋଇଥିବା ଏହି ଭିଡିଓ କଲିଂ…

ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୧୧ ମୃତ, ୪ ଗୁରୁତର

ବିହାର: ବିହାରର ମୁଜାଫରପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୁଜାଫରପୁରର କାଣ୍ଟି ପ୍ରଖଣ୍ଡରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ମୃତ୍ୟୁ ସଂଖ୍ୟା…

ଲାଲୁଙ୍କ ଦୁଇ ପୁଅ ପୁଣି ଏକାଠି ହେଲେ, ଦୋଷା ଖାଇଲେ

ପାଟନା: ଲାଲୁ ଯାଦବ ପରିବାରରେ ସର୍ବଦା ଭିନ୍ନ ଭିନ୍ନ ନାଟକ ଦେଖିବାକୁ ମିଳିଥାଏ । ଗତ ବିହାର ନିର୍ବାଚନ ପରଠାରୁ ତେଜସ୍ୱୀ ଓ ତେଜପ୍ରତାପ ଯାଦବ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ଏବେ ଉଭୟ ରାଗରୁଷା ଭୁଲି ପୁନଃ ଏକତ୍ର ହୋଇଛନ୍ତି । ଦୀର୍ଘ ଦିନ ପରେ  ତାଙ୍କ ପାଖରେ ଦେଖିବାକୁ ମିଳିଛି…

ବିହାର ବଜେଟ ଉପସ୍ଥାପିତ: ମୁଣ୍ଡ ପିଛା ଋଣଭାର ବଢ଼ିଲା

ପାଟନା: ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଙ୍ଗଳବାର ବିହାର ବଜେଟ ଉପସ୍ଥାପିତ କରିଛନ୍ତି । ୨ ଲକ୍ଷ ୧୧ ହଜାର ୭୬୧ କୋଟି ଟଙ୍କାର ବଜେଟରେ ଶିକ୍ଷା ବାବଦକୁ ୩୫ ହଜାର କୋଟି ଟଙ୍କା ଦିଆଯାଇଛି । ସେହିପରି ସଡକ ପରିବହନ ପାଇଁ ୧୭ ହଜାର ୩୪୫ କୋଟି, ସ୍ୱାସ୍ଥ୍ୟ ନିମନ୍ତେ ୧୦ ହଜାର ୯୩୭ କୋଟି ଓ…