Latest Odisha News
Browsing Category

ଦିଲ୍ଲୀ ନିର୍ବାଚନ

Delhi Assembly Election

ବିଜେପି ଗ୍ରହଣ କଲାନି ମନୋଜଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦିଲ୍ଲୀ ପରାଜୟ ପାଇଁ ନିଜକୁ ଦାୟୀ କରି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଇସ୍ତଫା ପ୍ରଦାନ କରିଥିଲେ ମଧ୍ୟ ତାହା ଗ୍ରହଣୀୟ ହୋଇ ନାହିଁ । ଗତ ନିର୍ବାଚନ ତୁଳନାରେ ଭୋଟ ଶେୟାର ଓ ସିଟ୍ ବଢ଼ିଛି । ତିୱାରୀ ତାଙ୍କ କାମ ନିଷ୍ଠାର ସହିତ କରିଛନ୍ତି ବୋଲି ହାଇକମାଣ୍ଡ ପକ୍ଷରୁ…

କେଜ୍ରିୱାଲ ଜିତିବା ପରେ ଅଭିନେତ୍ରୀ ସ୍ୱରାଙ୍କ ଟ୍ୱିଇଟ୍‌, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ର ବିପୁଳ ବିଜୟକୁ ନେଇ ବେଶ୍ ଖୁସି ଅଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ସେ ଏନେଇ ଟ୍ୱିଇଟ୍ କରି ନିଜର ଖୁସି ବ୍ୟକ୍ତି କରିଛନ୍ତି । ଏଥିସହ କେଜ୍ରିୱାଲଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦିଳ୍ଲୀ…

ନୀତିଶ-ଶାହା କ୍ୟାମ୍ପେନ୍ ଫେଲ୍‌, ବୁରାଡିରେ ବିଜେପି-ଜେଡିୟୁ ପ୍ରାର୍ଥୀ ଚିତ୍‌ପଟାଙ୍ଗ

ନୂଆଦିଲ୍ଳୀ: ବୁରାଡିରେ ବିଜେପି-ଜେଡିୟୁ ମେଣ୍ଟର ବଡ ହାର । କେଜରିୱାଲଙ୍କ କ୍ରେଜ ଆଗରେ ଫେଲ୍ ମାରିଲା ନୀତିଶ-ଶାହାଙ୍କ ବଡ କ୍ୟାମ୍ପେନ୍ । ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଆପ୍ ପ୍ରାର୍ଥୀ ସଞ୍ଜୀବ ଝା । ରେକର୍ଡ ମାର୍ଜିନରେ ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାରଙ୍କୁ ସେ ମାତ ଦେଇଛନ୍ତି…

୧୬ରେ ଶପଥ ନେବେ କେଜ୍ରିୱାଲ, ରାମଲୀଲାରେ ରାଜତିଲକ

ନୂଆଦିଲ୍ଲୀ: ଆସନ୍ତା ୧୬ରେ ହେବ କେଜ୍ରିୱାଲଙ୍କ ରାଜତିଲକ । ରାମ ଲୀଲା ମୈଦାନରେ ନେବେ ଶପଥ । ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀର ଶାସନ ଗାଦିରେ ବସିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି ବିପୁଳ ବିଜୟ ହାସଲ କରିବା ପରେ ଦଳର ମୁଖ୍ୟ…

ଆପ୍ କର୍ମୀଙ୍କ ଉପରକୁ ଗୁଳିମାଡ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ନୂଆଦିଲ୍ଲୀ: ଉତ୍ସବ ମୁଖର ଦିଲ୍ଲୀ ରଣକ୍ଷେତ୍ର ପାଲଟିଛି । ମହରୋଲି ବିଧାୟକ ନରେଶ ଯାଦବଙ୍କ ଉପରକୁ ଶିବିରରେ ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍‌)କୁ ବଡ ସଫଳତା ମିଳିଛି । ଏହା ମଧ୍ୟରେ ଆପ୍ ବିଧାୟକ ନରେଶ ଯାଦବଙ୍କ ଶିବିରକୁ ଗୁଳିମାଡ…

କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ମଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିଜୟ ସ୍ପଷ୍ଟ ବାରି ହୋଇପଡିଛି । କିଛି ଆସନର ଫଳାଫଳ ଆସିଥିବା ବେଳେ ଆପ୍ ଏଥର ବହୁମତ ଠାରୁ ବହୁ ଆଗରେ ରହିଛି । ଏହାକୁ ଦେଖି କେଜ୍ରିୱାଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଜେପିର ଅଧ୍ୟକ୍ଷ ଜେପି…

ଦିଲ୍ଲୀରେ କେଜ୍ରିୱାଲଙ୍କ କ୍ରେଜ୍‌; ‘ରିଙ୍କିଆ କେ ପାପା’ ଗୀତରେ ଝୁମିଲେ ଆପ୍ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀରେ କେଜ୍ରିୱାଲ ସରକାର । ଦିଲ୍ଲୀର ଆମ ଆଦମୀ ପାର୍ଟି ଅଫିସ ଉତ୍ସବ ମୁଖର । ନିର୍ବାଚନର ସଂପୂର୍ଣ୍ଣ ଫଳାଫଳ ଆସିବା ପୂର୍ବରୁ ପୁଣି ଥରେ ଆପ୍ ସରକାର ଆସିବା ନେଇ ପାଖାପାଖି ସ୍ପଷ୍ଟ ହୋଇସାରିଥିଲା । ଏହା ମଧ୍ୟରେ ଆପ୍ ର କାର୍ଯ୍ୟକର୍ତ୍ତା ବିଜୟ ଉତ୍ସବ ପାଳୁଥିବାର…

‘ଆଇ ଲଭ୍ ୟୁ’ ଦିଲ୍ଳୀବାସୀ କହି ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହ୍ୟାଟ୍ରିକ୍ । ତୃତୀୟ ଥର ପାଇଁ ଦିଲ୍ଲୀ ଦଖଲ କରିଛନ୍ତି ଆପ୍ ମୁଖ୍ୟ । ଦିଲ୍ଲୀରେ ଭୋଟ ଗଣତି ଜାରି ରହିଥିଲେ ସୁଦ୍ଧା ଚୂଡାନ୍ତ ଫଳାଫଳ ସ୍ପଷ୍ଟ ହୋଇଯାଇଛି । ଆପ୍ ବହୁମତ ଠାରୁ ବହୁ ଆଗରେ ରହିଛି । ପ୍ରଚଣ୍ଡ ବିଜୟ ହାସଲ କରିବା…

୨୪ ମାସ ମଧ୍ୟରେ ଏନଡିଏ ହରାଇଲା ୭ ରାଜ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିଜେପି ସମ୍ପୂର୍ଣ୍ଣ ଭାବେ ନିରାଶ ହେବାକୁ ପଡିଛି । ୨ ବର୍ଷ ମଧ୍ୟରେ ଏନଡିଏ ୭ ରାଜ୍ୟରେ ସରକାର ହରାଇଛି । ଅପରପକ୍ଷରେ ଭାଜପା ବିରୋଧୀ ୧୨ ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି । କଂଗ୍ରେସ ଅପେକ୍ଷାକୃତ ଦୁର୍ବଳ ହୋଇ ଯାଇଥିଲେ ମଧ୍ୟ…

ରାଜିନ୍ଦରନଗରରେ ଆପ୍‌ର ବାଜିମାତ, ରାଘବ ଚଡ୍ଡା ବିଜୟୀ

ନୂଆଦିଲ୍ଲୀ: ରାଜିନ୍ଦର ନଗରରେ ଆପ୍‌ର ବାଜିମାତ । ବିଜେପି ପ୍ରାର୍ଥୀଙ୍କୁ ହରାଇ ଆପ୍ ନେତା ରାଘବ ଚଡ୍ଡା ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ୱିନ୍ଦୀ ବିଜେପି ପ୍ରାର୍ଥୀ ସର୍ଦ୍ଦାର ଆର୍ ପି ସିଂହଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତି । ରାଘବଙ୍କୁ ମୋଟ ୫୬୩୯୬ ଖଣ୍ଡ ଭୋଟ…