Latest Odisha News

BREAKING NEWS

Browsing Category

ଦିଲ୍ଲୀ ନିର୍ବାଚନ

Delhi Assembly Election

ମଙ୍ଗଳବାର ଦିଲ୍ଲୀ ଫଳାଫଳ, ଷ୍ଟ୍ରଙ୍ଗରୁମ୍ ବାହାରେ କଡା ପହରା

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ ଦିଲ୍ଲୀ ନିବାଚନୀ ଫଳାଫଳ । ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀ ସବୁ କେନ୍ଦ୍ରରେ ମତ ଗଣନା ଆରମ୍ଭ ହେବ । ଏଥିପାଇଁ ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ପହରା ମଧ୍ୟ ରହିଛି । ତେବେ ଏଥର କିଏ ଜିତିବ ଆଉ କିଏ ଦଖଲ କରିବ ଦିଲ୍ଲୀ ତାକୁ ନେଇ ଆକଳନ ଜୋରଦାର ଚାଲିଛି ।…

ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ନେଇ ସନ୍ଦେହ ପ୍ରକଟ କଲେ କେଜରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ହେବା ନେଇ ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୱାଲ ସନ୍ଦେହ ପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚନ ସରିଲା । ତେବେ ପ୍ରତିଶତ ପ୍ରକାଶ ନେଇ ଏତେ ବିଳମ୍ବ କାହିଁକି ହେଉଛି ବୋଲି ସେ…

୨୪ ଘଂଟା ପରେ ଇସିଙ୍କ ଘୋଷଣା: ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ନିର୍ବାଚନ କମିଶନନ ୨୪ ଘଂଟା ପରେ ମତ ପ୍ରତିଶତ ଜାରି କରିଛନ୍ତି । ଅଫିସିଆଲ ଭାବେ ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ ହୋଇଥିବା ଘୋଷଣା କରାଯାଇଛି । ପ୍ରତ୍ୟେକ ବୁଥରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ଯୋଗୁ ଏହାର ପ୍ରକାଶ ନେଇ ବିଳମ୍ବ ହେଲା ବୋଲି ଚିଫ ଇଲୋକଟରାଲ ଅଫିସର ରଣବୀର ସିଂ…

ଏଗ୍‌ଜିଟ ପୋଲ୍‌: ଦିଲ୍ଲୀରେ ପୁଣି ଆପ୍ ସରକାର

ନୂଆଦିଲ୍ଲୀ: ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ଏଥର ପୁଣିଥରେ କେଜ୍ରିୱାଲ ସରକାର ଦିଲ୍ଲୀ ଗାଦିରେ ବସିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣାରୁ ସୂଚନା ମିଳୁଛି । ଟାଇମସ ନାଓ ଓ ଆଇପଏସ୍‌ଓ ଅନୁସାରେ ଆପ୍‌-୪୪ ବିଜେପି-୨୬ ଓ କଂଗ୍ରେସ ଏବଂ ଅନ୍ୟମାନେ-୦ ଆସନରେ ବିଜୟ ହେବେ…

ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ; ସନ୍ଧ୍ୟା ୬ଟା ସୁଦ୍ଧା ୫୪.୬୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟଗ୍ରହଣ ସମାପ୍ତ ହୋଇଛି । ଇଭିଏମ୍ ମେସିନରେ ରହିଯାଇଛି ସମସ୍ତ ପ୍ରାର୍ଥୀମାନଙ୍କର ଭାଗ୍ୟ । କିଏ ଜିତିବ କିଏ ହାରିବ ତାହା ଜଣାପଡ଼ିବ ଆସନ୍ତା ୧୧ ତାରିଖରେ । #DelhiElections2020: 52.95% voter turnout…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଦେଲେ ନେତା, ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ମୋଟ ୭୦ଟି ଆସନରେ ମତଦାନ ଚାଲିଛି । ମତଦାନ ପାଇଁ କେବଳ ସାଧାରଣ ଜନତା ନୁହଁନ୍ତି ନେତା ମନ୍ତ୍ରୀଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଉତ୍ସାହ ଦେଖାଦେଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ…

ଦିଲ୍ଲୀ ନିର୍ବାଚନ: ଦିନ ୧୨ ସୁଦ୍ଧା ୧୫.୬୮ % ମତଦାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ଲାଗି ୧.୫ କୋଟି ଯୋଗ୍ୟ ଭୋଟର୍ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । କୋହଲା ପାଗ ସତ୍ୱେ ଦିଲ୍ଲୀରେ ଆଜି ସକାଳୁ ଶାନ୍ତି ଶୃଙ୍ଖଳାର ସହିତ ଲମ୍ବା ଧାଡ଼ିରେ ଭୋଟର୍ ମାନେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । 15.68 % voter turnout in…

ମତଦାନ କେନ୍ଦ୍ରରେ ଆପ୍‌-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଚାନ୍ଦନୀ ଚୌକରୁ ଆସିଛି ଏକ ଚାଂଚଲ୍ୟକର ଖବର । ଏଠି ମତଦାନ କେନ୍ଦ୍ରରେ ଆପ୍ କର୍ମୀ ଓ କଂଗ୍ରେସ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା…

ଦିଲ୍ଲୀ ନିର୍ବାଚନ: ଆରମ୍ଭ ହେଲା ୭୦ଟି ବିଧାନସଭା ଆସନ ଲାଗି ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହେଉଛି ନିର୍ବାଚନ । ଦିଲ୍ଲୀର ସମୁଦାୟ ୧.୫ କୋଟି ଯୋଗ୍ୟ ଭୋଟର୍ ଏହି ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଦିଲ୍ଲୀ ବିଧାନସଭାର ମୋଟ ୭୦ଟି ଆସନ ଲାଗି ସମୁଦାୟ ୬୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । A…

କେଜରିୱାଲଙ୍କୁ ଇସିର ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଆଉ ଗୋଟିଏ ଦିନ ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ ସୋସିଆଲ ନେଟୱର୍କିଂ ସାଇଟ ଟୁଇଟରେ ଭିଡିଓ ଶେୟାର କରି ଫସିଛନ୍ତି । ଆଚରଣ ବିଧିର ଏହା ଉଲ୍ଲଂଘନ ହୋଇଥିବାରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି…