Latest Odisha News
Browsing Category

ଦିଲ୍ଲୀ ନିର୍ବାଚନ

Delhi Assembly Election

ଦିଲ୍ଲୀ ବିଧାନସଭାରେ ରାମବୀର ବିପକ୍ଷ ଦଳର ନେତା ନିର୍ବାଚିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ରାମବୀର ସିଂ ବିଧୁଡିଙ୍କୁ ବିଜେପି ବିପକ୍ଷ ଦଳର ନେତା ନିର୍ବାଚିତ କରିଛି । ବିପକ୍ଷର ନେତା ହେବା ପରେ ବିଧୁଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ । ଆମ ଆଦମୀ ପାର୍ଟି ଦିଲ୍ଲୀକୁ ସବୁଠାରୁ ସୁନ୍ଦର ରାଜ୍ୟ…

ମନ୍ତ୍ରୀ,ବିଧାୟକଙ୍କ ହୃଦୟ ଜିତିଲେ ଜୁନିୟର କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍)ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରାମଲୀଳା ମୈଦାନରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ଅଧିକ ସଂଖ୍ୟାରେ ଲୋକ ଆସିଥିଲେ । ଏହି ଜନ ସମାଗମ ଭିତରେ ଜୁନିୟର କେଜ୍ରିୱାଲ ଲୋକଙ୍କ ଧ୍ୟାନ ନିଜ ଆଡକୁ ଟାଣିଥିଲେ ଓ ଲୋକଙ୍କ ମନ…

ଦିଲ୍ଲୀକୁ ଦେଲେ ଧନ୍ୟବାଦ, ବିକାଶ ପାଇଁ ମାଗିଲେ ମୋଦୀଙ୍କ ଆଶୀର୍ବାଦ

ନୂଆଦିଲ୍ଳୀ: ଆମ୍ ଆଦ୍‌ମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ସମ୍ବୋଧନ କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇିଛି । ଏ ବିଜୟ ମୋର…

ଚଳଚଞ୍ଚଳ ରାମଲୀଳା ମଇଦାନ: ତୃତୀୟ ଥର ଲାଗି ଶପଥ ନେବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଦିନ ଠିକ୍ ୧୨ଟା ୧୫ ମିନିଟ ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ୩ୟ ଥର ଲାଗି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିନ ପ୍ରାୟ ୧୦ଟା ସମୟରେ ଏହି ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି ଶପଥ ଗ୍ରହଣ ଉତ୍ସବ ଦିଲ୍ଲୀର…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଆମ୍ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀଙ୍କ ସମେତ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ପାଲ ଗୌତମ…

ଦିଲ୍ଲୀ ରାମଲୀଳା ପଡିଆ ପ୍ରସ୍ତୁତ: ମନ୍ତ୍ରୀଙ୍କ ସହ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର ଦିଲ୍ଲୀର ରାମଲୀଳା ପଡିଆରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏଠାରେ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ,…

ଦିଲ୍ଲୀ ନିର୍ବାଚନ: ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ୪୩ଜଣଙ୍କ ନାମରେ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରେ ୪୩ ଜଣଙ୍କ ନାମରେ ଅପରାଧ ମାମଲା ରହିଛି ବୋଲି ଏସୋସିଏଶନ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର)ରେ ରିପୋର୍ଟ ପ୍ରକାଶ ପାଇଛି । ୩୭ ଜଣଙ୍କ ବିରୋଧରେ ବଳାତ୍କାର, ହତ୍ୟା ଉଦ୍ୟମ, ମହିଳାଙ୍କ ପ୍ରତି ଅତ୍ୟାଚାର ପରି…

ବିଜେପି ଗ୍ରହଣ କଲାନି ମନୋଜଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦିଲ୍ଲୀ ପରାଜୟ ପାଇଁ ନିଜକୁ ଦାୟୀ କରି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଇସ୍ତଫା ପ୍ରଦାନ କରିଥିଲେ ମଧ୍ୟ ତାହା ଗ୍ରହଣୀୟ ହୋଇ ନାହିଁ । ଗତ ନିର୍ବାଚନ ତୁଳନାରେ ଭୋଟ ଶେୟାର ଓ ସିଟ୍ ବଢ଼ିଛି । ତିୱାରୀ ତାଙ୍କ କାମ ନିଷ୍ଠାର ସହିତ କରିଛନ୍ତି ବୋଲି ହାଇକମାଣ୍ଡ ପକ୍ଷରୁ…

କେଜ୍ରିୱାଲ ଜିତିବା ପରେ ଅଭିନେତ୍ରୀ ସ୍ୱରାଙ୍କ ଟ୍ୱିଇଟ୍‌, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ର ବିପୁଳ ବିଜୟକୁ ନେଇ ବେଶ୍ ଖୁସି ଅଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ସେ ଏନେଇ ଟ୍ୱିଇଟ୍ କରି ନିଜର ଖୁସି ବ୍ୟକ୍ତି କରିଛନ୍ତି । ଏଥିସହ କେଜ୍ରିୱାଲଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦିଳ୍ଲୀ…

ନୀତିଶ-ଶାହା କ୍ୟାମ୍ପେନ୍ ଫେଲ୍‌, ବୁରାଡିରେ ବିଜେପି-ଜେଡିୟୁ ପ୍ରାର୍ଥୀ ଚିତ୍‌ପଟାଙ୍ଗ

ନୂଆଦିଲ୍ଳୀ: ବୁରାଡିରେ ବିଜେପି-ଜେଡିୟୁ ମେଣ୍ଟର ବଡ ହାର । କେଜରିୱାଲଙ୍କ କ୍ରେଜ ଆଗରେ ଫେଲ୍ ମାରିଲା ନୀତିଶ-ଶାହାଙ୍କ ବଡ କ୍ୟାମ୍ପେନ୍ । ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଆପ୍ ପ୍ରାର୍ଥୀ ସଞ୍ଜୀବ ଝା । ରେକର୍ଡ ମାର୍ଜିନରେ ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାରଙ୍କୁ ସେ ମାତ ଦେଇଛନ୍ତି…