Latest Odisha News

BREAKING NEWS

Browsing Category

ଦିଲ୍ଲୀ ନିର୍ବାଚନ

Delhi Assembly Election

ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ; ସନ୍ଧ୍ୟା ୬ଟା ସୁଦ୍ଧା ୫୪.୬୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟଗ୍ରହଣ ସମାପ୍ତ ହୋଇଛି । ଇଭିଏମ୍ ମେସିନରେ ରହିଯାଇଛି ସମସ୍ତ ପ୍ରାର୍ଥୀମାନଙ୍କର ଭାଗ୍ୟ । କିଏ ଜିତିବ କିଏ ହାରିବ ତାହା ଜଣାପଡ଼ିବ ଆସନ୍ତା ୧୧ ତାରିଖରେ । #DelhiElections2020: 52.95% voter turnout…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଦେଲେ ନେତା, ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ମୋଟ ୭୦ଟି ଆସନରେ ମତଦାନ ଚାଲିଛି । ମତଦାନ ପାଇଁ କେବଳ ସାଧାରଣ ଜନତା ନୁହଁନ୍ତି ନେତା ମନ୍ତ୍ରୀଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଉତ୍ସାହ ଦେଖାଦେଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ…

ଦିଲ୍ଲୀ ନିର୍ବାଚନ: ଦିନ ୧୨ ସୁଦ୍ଧା ୧୫.୬୮ % ମତଦାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ଲାଗି ୧.୫ କୋଟି ଯୋଗ୍ୟ ଭୋଟର୍ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । କୋହଲା ପାଗ ସତ୍ୱେ ଦିଲ୍ଲୀରେ ଆଜି ସକାଳୁ ଶାନ୍ତି ଶୃଙ୍ଖଳାର ସହିତ ଲମ୍ବା ଧାଡ଼ିରେ ଭୋଟର୍ ମାନେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । 15.68 % voter turnout in…

ମତଦାନ କେନ୍ଦ୍ରରେ ଆପ୍‌-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଚାନ୍ଦନୀ ଚୌକରୁ ଆସିଛି ଏକ ଚାଂଚଲ୍ୟକର ଖବର । ଏଠି ମତଦାନ କେନ୍ଦ୍ରରେ ଆପ୍ କର୍ମୀ ଓ କଂଗ୍ରେସ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା…

ଦିଲ୍ଲୀ ନିର୍ବାଚନ: ଆରମ୍ଭ ହେଲା ୭୦ଟି ବିଧାନସଭା ଆସନ ଲାଗି ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହେଉଛି ନିର୍ବାଚନ । ଦିଲ୍ଲୀର ସମୁଦାୟ ୧.୫ କୋଟି ଯୋଗ୍ୟ ଭୋଟର୍ ଏହି ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଦିଲ୍ଲୀ ବିଧାନସଭାର ମୋଟ ୭୦ଟି ଆସନ ଲାଗି ସମୁଦାୟ ୬୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । A…

କେଜରିୱାଲଙ୍କୁ ଇସିର ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଆଉ ଗୋଟିଏ ଦିନ ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ ସୋସିଆଲ ନେଟୱର୍କିଂ ସାଇଟ ଟୁଇଟରେ ଭିଡିଓ ଶେୟାର କରି ଫସିଛନ୍ତି । ଆଚରଣ ବିଧିର ଏହା ଉଲ୍ଲଂଘନ ହୋଇଥିବାରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି…

ଭୋଟ ପୂର୍ବରୁ ଭକ୍ତ ସାଜିଲେ ନେତା

ନୂଆଦିଲ୍ଲୀ: ୮ ଫେବୃୟାରୀରେ ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ ପଡିବ । ସମସ୍ତ ପ୍ରକାର ରଣନୀତି ପରେ ନେତାମାନେ ଏଥର ଭଗବାନଙ୍କ ଆଶ୍ରୟ ନେଇଛନ୍ତି । ଫଳାଫଳ ସପକ୍ଷରେ ଯେପରି ହେବ ସେ ନେଇ ସମସ୍ତ ନେତା ଭକ୍ତ ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ…

ଦିଲ୍ଲୀ ନିର୍ବାଚନ ପ୍ରଚାରରେ ୭୬ କ୍ୱିଂଟାଲ ଫୁଲର ବ୍ୟବହାର !

ନୂଆଦିଲ୍ଲୀ: ଏଠାରେ ହାଇ ଭୋଲଟେଜ ବିଧାନସଭା ନିର୍ବାଚନର ପ୍ରଚାର ଶେଷ ହୋଇଯାଇଛି । ୮ ତାରିଖରେ ମତଦାନ ହେବ । ୨୨ ଦିନ ଧରି ଚାଲିଥିବା ଏହି ନିର୍ବାଚନ ପ୍ରଚାରରେ ୭୬ କ୍ୱିଂଟାଲର ଫୁଲ ବ୍ୟବହାର ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗାଜିପୁର ଫୁଲ ମଣ୍ଡିର ତଥ୍ୟ ଅନୁସାରେ ବିଜେପି…

ସ୍ୱପ୍ନା ଚୌଧୁରୀଙ୍କ ପ୍ରଶ୍ନର ଉତ୍ତର ଶୁଣି ଖୁସି ହେଇଗଲା ଆପ୍‌!

ନୂଆଦିଲ୍ଲୀ: ଆଜି ସରିଲା ଦିଲ୍ଳୀ ନିର୍ବାଚନ ପ୍ରଚାର । ଅନ୍ତିମ ଦିନରେ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆଜି ଏହି ପ୍ରଚାରରେ ସାମିଲ ହୋଇଥିଲେ ଭୋଜପୁରୀ ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ପ୍ରଚାର ମଇଦାନରେ ଅନ୍ତିମ ଦିନର ପ୍ରଚାର ହୋଇଥିବାରୁ ସ୍ୱପ୍ନା ମଧ୍ୟ ନିଜ ଶେଷ ସ୍ପର୍ଶ ଦେଉଥିଲେ ।…

ଦିଲ୍ଲୀ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର; ସରଗରମ ରାଜନୀତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ…