Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଦେଶରେ ୨୪ ଘଣ୍ଟାରେ ୧,୭୭୮ ଆକ୍ରାନ୍ତ ଚିହ୍ନଟ, ୬୨ ମୃତ

ଦିଲ୍ଲୀ :  ବେଶ୍‌ କିଛି ଦିନ ଧରି ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇଛି । ଏବେ ଦୈନିକ ସଂକ୍ରମଣ ହାର ୨ ହଜାରରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ବୁଧବାର ସକାଳ ୮ଟା…

ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା , ଏୟାର ଆମ୍ୱୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

ଦିଲ୍ଲୀ : ପୁଣି ବିଗିଡିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ  । ଲାଲୁଙ୍କ କିଡନୀ ଓ ହାର୍ଟରେ ସମସ୍ୟା ଥିଲା । ସେ କିଛି ଦିନ ହେବ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ…

‘ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ସମର୍ଥନ କରୁଥିଲେ ୮୫ ପ୍ରତିଶତ’

ନୂଆଦିଲ୍ଲୀ: ରଦ୍ଦ ହୋଇଥିବା ତିନି କୃଷି ଆଇନ ପୁଣି ଥରେ ଚର୍ଚ୍ଚାରେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ତିନି କୃଷି ଆଇନକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ ନକରିବା ସପକ୍ଷରେ ଥିଲା। ସରକାର ରଦ୍ଦ କରିବା ପରିବର୍ତ୍ତେ ଫିକ୍ସ ପ୍ରାଇସ ବା ଦାମରେ ଫସଲ କିଣିବାର ଅଧିକାର ପ୍ରଦାନ କରିବା ଏବଂ…

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ ଓ ମହା ବାଇକ୍ ରାଲିରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିଜେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି…

ଦେଶରେ ୨୪ଘଣ୍ଟାରେ ୨,୦୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ,୭୧ ମୃତ

ଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୨,୦୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୭୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଶନିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିଛି ବୋଲି…

୧୨ରୁ ୧୪ ବର୍ଷ ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ପାଇଁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ଆଜିଠାରୁ ୧୨ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ଭାରତରେ ଆରମ୍ଭ ହୋଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜର ପ୍ରତିକ୍ରିୟା ରଖିଛନ୍ତି । ମୋଦି କହିଛନ୍ତି ନାଗରିକ ଟିକାକରଣ ଲାଗି ଭାରତ ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ ବର୍ଷରୁ…

ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱ ଛାଡନ୍ତୁ , ନୂଆ ଅଧ୍ୟକ୍ଷ ଖୋଜାଯାଉ : କପିଲ ଶିବଲ

ଦିଲ୍ଲୀ : ଗାନ୍ଧୀ ପରିବାର ଛଡା ଆଉ କାହାକୁ କଂଗ୍ରେସ ନେତୃତ୍ୱ ଗଢିବାର ସୁଯୋଗ ଦିଆଯାଉ । ଏମିତି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ । ୫ଟି ରାଜ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ ସ୍ୱର ଉଠାଇଛନ୍ତି…

ଚୀନରେ କରୋନାର ନୂଆ ଲହର ଆତଙ୍କ , ଲକ୍ଷ ଲକ୍ଷ ଲୋକ ଲକଡାଉନରେ

ଦିଲ୍ଲୀ : କରୋନାର ନୂଆ ଲହର ଚାଇନାରେ ଦ୍ରୁତ ଗତୀରେ ମାଡିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦୁନିଆରେ ୧୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସେହିଭଳି୩୫୭୯ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଚୀନରେ ରବିବାର ପ୍ରାୟ ୩୧୦୦ ମାମଲା ସାମ୍ନାକୁ ଆସିଛି । ଏହା ଗତ ଦୁଇ ବର୍ଷରେ …

ମାର୍ଚ୍ଚ 27ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ସେବା: ସିନ୍ଧିଆ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ସୁଧାର ଆସିଛି । ତେଣୁ ଆସନ୍ତା 27 ତାରିଖରୁ ନିୟମିତ ଭାବେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରବିବାର ଏହା କହିଛନ୍ତି। କୋଭିଡ ସଂକ୍ରମଣ ଯୋଗୁଁ 2020 ମାର୍ଚ୍ଚ 23ରେ…

ଦେଶରେ ଗୋଟିଏ ଦିନରେ କୋଭିଡ ମୃତ୍ୟୁ ସଂଖ୍ୟା ୪୭

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ସ୍ଥିତିରେ କିଛି ଟା ସୁଧାର ଆସିଛି । ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୧୬ କରୋନା ଭାଇରସରେ ସଂକ୍ରମିତ ହେଇଛନ୍ତି ।…