Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ , ଲିଟର ପିଛା ୮ ଟଙ୍କା ହ୍ରାସ କଲେ ସରକାର

ଦିଲ୍ଲୀ : ରାଜଧାନୀରେ ଶସ୍ତା ହେଲା ପେଟ୍ରୋଲ । ପେଟ୍ରୋଲ ଭାଟ୍ କମାଇଲେ ଦିଲ୍ଲୀ ସରକାର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ସସ୍ତା ହୋଇଛି ବୋଲି ଜଣାପଡିଛି । ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଦିଲ୍ଲୀ ସରକାର ପେଟ୍ରୋଲର ଭାଟ୍ ୩୦ ପ୍ରତିଶତରୁ୧୯.୪୦ ପ୍ରତିଶତକୁ ହ୍ରାସ କରିଛନ୍ତି…

ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ସଦସ୍ୟ ନିଲମ୍ବିତ

ଦିଲ୍ଲୀ: ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟ ନିଲମ୍ବିତ । ବାକି ଥିବା ଶୀତ ଅଧିବେଶନ ଅବଧି ପର୍ଯ୍ୟନ୍ତ ସମ୍ପୃକ୍ତ ସଦସ୍ୟମାନଙ୍କୁ ନିଲମ୍ବିତ କରାଯାଇଛି । ଆଜି ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗମା କରିଥିଲେ…

ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟଭୀତ ନହୋଇ ଧୈର୍ଯ୍ୟ ସହ ମୁକାବିଲା କରିବା :ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଓମିକ୍ରନ ଭାରିଆଣ୍ଟ ପାଇଁ ଭୟଭୀତ ନହୋଇ ଧୈର୍ଯ୍ୟର ସହ ମୁକାବିଲା କରିବା ଓ ଟିକା ନେବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।…

ହଟ୍ଟଗୋଳ ଭିତରେ ୩ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ :ଲୋକସଭାରେ ପାରିତ ହେଲା ୩ କୃଷି ଆଇନ ପ୍ରତ୍ୟାହାର ବିଲ୍। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ଉଚ୍ଚେଦ ବିଲକୁ ପାରିତ କରାଯାଇଛି। ବାଚନିକା ଭୋଟରେ ବିଲ୍ ପାରିତ ନେଇ ବିଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି। ଏହା ସହ ଗୃହକୁ ମଧ୍ୟାହ୍ନ ୨ ଟା ଯାଏଁ ସ୍ଥଗିତ ରଖାଯାଥିଲା ।…

ଓମିକ୍ରନ ଭୟ: ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡ଼ଲାଇନ୍

ଦିଲ୍ଲୀ: ଓମିକ୍ରନ ପାଇଁ ବଢ଼ିଲା କଟକଣା । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଡ଼ିସେମ୍ବର ୧ତାରିଖରୁ ଏହି ସଂଶୋଧିତ ନିୟମ କାର୍ଯ୍ୟକାରୀ ହେବ । ନିର୍ଦ୍ଦେଶ ଅନୁଯାୟୀ, ଭାରତ ଆସିବାକୁ ଥିବା ଯାତ୍ରୀଙ୍କୁ…

ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ

ଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ଭ୍ୟାରିଆଣ୍ଟ ଏବେ ସମଗ୍ର ବିଶ୍ୱରେ ଭୟର ବାତାବରଣ ଦେଖାଦେଇଛି । ଏପରିକି ଏହା କରୋନାର ତୃତୀୟ ଲହରର ଆଶଙ୍କାଙ୍କୁ ବଢ଼ାଇ ଦେଇଛି । ଓମିକ୍ରନକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର ।…

ଆଜିଠୁ ସଂସଦର ଶୀତ ଅଧିବେଶନ, କୃଷି ଆଇନ ପ୍ରତ୍ୟାହାର ନେଇ ଆସିବ ବିଲ୍

ଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଡ଼ିସେମ୍ବର ୨୩ତାରିଖ ଯାଏଁ ଚାଲିବାକୁ ଥିବା ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ କରିବାକୁ ଯୋଜନା ରଖିଛନ୍ତି ସରକାର । ଅଧିବେଶନରେ ରହିଛି ୨୦ଟି କାର୍ଯ୍ୟ ଦିବସ । ଚଳିତ ଅଧିବେଶନ ଆରମ୍ଭରେ ତିନି କୃଷି ଆଇନ…

କରୋନା ଯାଇନାହିଁ, ସାବଧାନ ରହିବା ସମସ୍ତଙ୍କ ଦାୟିତ୍ୱ: ‘ମନ କି ବାତ୍’ରେ କହିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ମୁଁ ଆଜି ମଧ୍ୟ ଶାସନ କ୍ଷମତାରେ ନାହିଁ । ଭବିଷ୍ୟତରେ ମଧ୍ୟ ଶାସନ କରିବାକୁ ଚାହୁଁନି । ମୁଁ କେବଳ ସେବା କରିବାକୁ ଚାହୁଁଛି । ମୋ ଅନୁସାରେ ଏହି ପ୍ରଧାନମନ୍ତ୍ରୀ ପଦ ଶାସନ ପାଇଁ ନୁହେଁ, ଏହା ସେବା ପାଇଁ ଉଦ୍ଦିଷ୍ଟ । ୮୩ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସମ୍ବୋଧିତ…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହା ହେବ ପ୍ରଧାନମନ୍ତ୍ରୀଙ୍କ ୮୩ତମ ମନ କି ବାତ୍ କାର୍ଯ୍ୟକ୍ରମ । ଏହା ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ନେଇ ପିଏମଓ କାର୍ଯ୍ୟାଳୟ ପକ୍ଷରୁ…

ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଦିଲ୍ଲୀ: ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ ଏହି ବୈଠକ । ବୈଠକରେ ନରେନ୍ଦ୍ର ମୋଦିଙ୍କ ସହିତ ବିରୋଧୀ ଦଳର ନେତାମାନେ ମଧ୍ୟ ସାମିଲ ହେବେ । ଶୀତକାଳୀନ ଅଧିବେଶନ ପାଇଁ ଏନଡ଼ିଏ ରଣନୀତି ପ୍ରସ୍ତୁତ…