Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଯୁଦ୍ଧର ନାଁ କରୋନା; ଯୋଦ୍ଧାର ନାଁ ଲବ ଅଗ୍ରୱାଲ୍‌ !

ନୂଆଦିଲ୍ଲୀ: ସେ ହେଉଛନ୍ତି କରୋନା ଯୁଦ୍ଧର ସେନାପତି । ଦେଶର ବହୁଚର୍ଚ୍ଚିତ ଆଇଏଏସ୍ ଅଫିସର । ଯାହାଙ୍କୁ ଦେଶ ୪୦ରୁ ଅଧିକ ଦିନ ଧରି ଟିଭି ସ୍କ୍ରିନ୍‌ରେ ଅପରାହ୍ନ ୪ଟାରେ ପ୍ରତିଦିନ ଶୁଣିଆସୁଛି । ଖାସ କରୋନାଭାଇରସ୍ ସମ୍ବନ୍ଧୀୟ ସୂଚନା ପାଇଁ । ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ମିଷ୍ଟଭାଷୀ…

ଭାରତୀୟ ଚିକିତ୍ସା ସଂଘର ଚେତାବନୀ; ଅପ୍ରେଲ୍ ୨୩ରେ ପାଳିବ କଳା ଦିବସ !

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଉପରେ ହିଂସାକୁ ବିରୋଧ କରି ଚେତାବନୀ ଦେଲା ଦ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) । ହିଂସାକାରୀଙ୍କ ବିରୋଧରେ ତୁରନ୍ତ କେନ୍ଦ୍ରୀୟ ଆଇନ୍ ଲାଗୁ ନହେଲେ ଅପ୍ରେଲ ୨୩ରେ ପାଳିତ ହେବ କଳା ଦିବସ । Our legitimate needs for safe…

ଚିକେନ ବିରିୟାନୀ, ସିଙ୍ଗଡା, ପିଜ୍ଜା ମଗାଉଛନ୍ତି ଦିଲ୍ଲୀର କଂଟେନମେଂଟ ଜୋନରେ ରହୁଥିବା ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ପାଇଁ ସରକାର ନେଉଥିବା ପଦକ୍ଷେପକୁ ଅନେକ ଲେକ ହାଲକାରେ ନେଉଛନ୍ତି । ଏ ଭଳି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦକ୍ଷିଣ ଦିଲ୍ଲୀରେ କରୋନା ଭାଇରସକୁ ରୋକିବା ପାଇଁ ୯ କଂଟେନମେଂଟ ଜୋନ୍ ପ୍ରସ୍ତୁତ କରାଯାଇଛି । ତେବେ ଏଠାରେ ଲୋକେ…

ଆପ୍ ‌(AAP) ସରକାର ବିରୋଧରେ କପିଲ ମିଶ୍ରାଙ୍କ ଖାଦ୍ୟ ଅଭାବ ଅଭିଯୋଗ; ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଦିଲ୍ଲୀର ଏକ ଭିଡିଓ । ଜାହାଙ୍ଗିରପୁରି ମ୍ୟୁନିସିପାଲ ସ୍କୁଲରେ ଖାଦ୍ୟ ବଣ୍ଟନ ନେଇ ବ୍ୟାପକ ଅବ୍ୟବସ୍ଥା । ଏପରିକି ଲୋକେ ସ୍କୁଲ ଗେଟ୍ ଭାଙ୍ଗିବା ସହ ଦଳାଚକଟାର ସମ୍ମୁଖୀନ ହୋଇଥିଲେ । खाने के लिए भागते, गिरते, मरते लोग सीरिया,…

ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଶେୟାର କରିଛି ଟିମ୍ ମାସ୍କ ଫୋର୍ସ ର ଭିଡିଓ । ଏଥିରେ ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ କ୍ରିକେଟର ଭାରତୀୟ ଜନତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ସଚେତନ କରିଛନ୍ତି ।…

ମୁଁ ନୁହେଁ ଜାଇରା ୱାସିମ୍ , ତୁମ ଧମକରେ ଡରିବି କେମିତି ?

ନୂଆଦିଲ୍ଲୀ: ଫିଲ୍ମ ଦଙ୍ଗଲରେ ଅଭିନୟ କରିଥିବା ଜାଇରା ୱାସିମ୍ ଧମକ ପାଇବା ପରେ ବଲିଉଡ ଛାଡିଥିଲେ । ତାଙ୍କୁ ଉଦାହରଣ ସ୍ୱରୂପ ନେଇ ନିନ୍ଦୁକଙ୍କୁ କଡା ତାଗିଦ କରିଛନ୍ତି ରେସଲର୍ ବବିତା ଫୋଗଟ୍ । ତାବଲିଗି ଜମାତିଙ୍କ ବିଷୟରେ ଟୁଇଟ୍ କରିବା ପରେ ବବିତାଙ୍କୁ କ୍ରମାଗତ ମିଳିଆସୁଛି ହତ୍ୟା ଧମକ ।…

ଦିଲ୍ଲୀରେ ଡାକ୍ତରଙ୍କ ଆତ୍ମହତ୍ୟା, ଆପ୍ ବିଧାୟକଙ୍କ ବିରୋଧରେ କେସ୍ ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀର ଦେଓଲି ଅଂଚଳରେ ରାଜେନ୍ଦ୍ର ସିଂ ନାମକ ଜନୈକ ଡାକ୍ତର ଆତ୍ମହତ୍ୟା କରିଛନ୍ତି । ସେ ଦୁର୍ଗାବିହାରରେ ଦୀର୍ଘ ଦିନ ଧରି କ୍ଲିନିକ ଚଲାଉଥିଲେ । ଏହା ବ୍ୟତୀତ ଦିଲ୍ଲୀ ଜଳବୋର୍ଡରେ ସେ ଟ୍ୟାଙ୍କର ଲଗାଇଥିଲେ । କିଛି ଦିନ ତଳେ ସ୍ଥାନୀୟ ବିଧାୟକ ପ୍ରକାଶ ଜାରୱାଲ ତାଙ୍କୁ ଏଥିରୁ…

ସଂକ୍ରମଣକୁ ନୁହେଁ ଆକ୍ରମଣକୁ ଭୟ; ଏମ୍ସ ଡାକ୍ତର ସଂଘ !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଆଗ ଧାଡିରେ ଛିଡା ହୋଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ହେଲେ ଦିନକୁଦିନ ହସ୍ପିଟାଲ କର୍ମଚାରୀଙ୍କ ପ୍ରତି ଆକ୍ରମଣର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ର (RDA) ସମସ୍ତ ସଦସ୍ୟ…

ସାବଧାନ୍ ! କୋଭିଡ-୧୯ ସଂକ୍ରମଣର ମାଧ୍ୟମ ସାଜିପାରେ ଏୟାର କଣ୍ଡିସନ୍

ନୂଆଦିଲ୍ଲୀ: ଲକ୍‌-ଡାଉନ ପରେ ବି ଦେଶରେ କରୋନା ମହାମାରୀ ବ୍ୟାପକ ପ୍ରଭାବ ଦେଖାଉଛି । କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଙ୍କଟରୁ ବଂଚିବା ପାଇଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏୟାର କଣ୍ଡିସନ ମାଧ୍ୟମରେ ସଂକ୍ରମିତ ହୋଇପାରେ…

ଦିଲ୍ଲୀରେ ପିଜା ଡେଲିଭରି ବଏ କୋଭିଡ୧୯ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ୭୨ ପରିବାର

ନୂଆଦିଲ୍ଲୀ: ଜଣେ ପିଜା ଡେଲିଭରି ବଏଙ୍କଠାରେ କୋଭିଡ୧୯ ପଜିଟିଭ ଚିହ୍ନଟ ପରେ ସାଉଥ ଦିଲ୍ଲୀ ଚିନ୍ତା ବଢିଯାଇଛି । ସେ ପିଜା ଦେଇଥିବା ୭୨ଟି ପରିବାରକୁ କ୍ୱାରେଣ୍ଟାଇନରେ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ ମଙ୍ଗଳବାର ମାଲବ୍ୟନଗର ଅଂଚଳରେ ଥିବା ଏକ ପିଜା…