Latest Odisha News

BREAKING NEWS

Browsing Category

ହିମାଚଳ ପ୍ରଦେଶ

Himachal Pradesh

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ପିକଅପ୍ ଭ୍ୟାନ, ୭ ମୃତ

ହିମାଚଳପ୍ରଦେଶ: କାମ କରିବାକୁ ବିହାରରୁ ଯାଉଥିଲେ ହିମାଚଳପ୍ରଦେଶ । କିନ୍ତୁ ଅଧା ବାଟରେ ଅନାଇ ବସିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଶ୍ରମିକଙ୍କ ଜୀବନ । ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବ୍ରିଜ ତଳେ ଖସି ପଡ଼ିଲା ପିକଅପ୍…

[ଭିଡିଓ] ଅଯୋଧ୍ୟାରେ ରାମ ମନ୍ଦିର, ହିମାଚଳରେ ହନୁମାନଙ୍କ ଗଦା ପ୍ରହାର !

ହିମାଚଳ ପ୍ରଦେଶ: ସରିଛି ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମ ମନ୍ଦିରର ଭୂମିପୂଜନ । ଏହି ଅବସରରେ ଭାଇରାଲ୍ ହୋଇଛି ଏକ ଭିଡିଓ । ଭିଡିଓଟି ହିମାଚଳ ପ୍ରଦେଶର ହୋଇଥିଲାବେଳେ ତାଜା ସ୍ଥିତିରେ ଏହା ଭାଇରାଲ୍ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି ପ୍ରଭୁ ହନୁମାନଙ୍କ ବେଶରେ ଅଛନ୍ତି । ଅନ୍ୟପଟେ ଆଉ ଜଣେ…

କାହିଁକି ଗାଈ ବିକି ସ୍ମାର୍ଟଫୋନ୍ କିଣିଲେ କୁଲଦୀପ ?

ହିମାଚଳ ପ୍ରଦେଶ: କରୋନା ମାଡରେ ଛଟପଟ ଧନୀଠୁ ଗରିବ ସମସ୍ତେ । କାହା ପାଖରେ ପଇସା ଥାଇ ହନ୍ତସନ୍ତ, ତ କିଏ ଖାଇବାକୁ ଗଣ୍ଡେ ଦାନା ଯୋଗାଡ କରିନପାରି ଜୀବନ ହାରୁଛି । ପେଟକୁ ମୁଠେ ଭାତ ଯୋଗାଡ କରିବା ଚିନ୍ତା ଛାଡିଲେ ଆହୁରି ଅନେକ ସମସ୍ୟା ମାଡି ବସୁଛି । ହିମାଚଳ ପ୍ରଦେଶର କୁଲଦୀପ କୁମାର…

ଭାରତ-ଚୀନ ସୀମା ପରିସ୍ଥିତି: ଅବାସ୍ତବ ଖବର ନ’ଦେବାକୁ ଗଣମାଧ୍ୟମକୁ ପରାମର୍ଶ

ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଇଁ ପ୍ରତିଷ୍ଠିତ ସାମରିକ ଏବଂ କୂଟନୈତିକ ମାଧ୍ୟମ ଅନୁଯାୟୀ ଦୁଇ ଦେଶର ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି । ତେଣୁ, ଏହି ପର୍ଯ୍ୟାୟ କାଳରେ ସେ ସମ୍ପର୍କିତ କାର୍ଯ୍ୟକଳାପ ବିଷୟରେ କୌଣସି କାଳ୍ପନିକ ଏବଂ ଅବାସ୍ତବ…

ବିଶ୍ୱାସ ହରାଉଛି ମନୁଷ୍ୟ: ଗର୍ଭଣୀ ହାତୀ ପରେ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇଲେ

ବିଳାସପୁର: ନିରୀହ ପଶୁଙ୍କ ଉପରେ ମନୁଷ୍ୟ ତାର ନୃଶଂସ ପଣିଆ ଦେଖାଇବୁ ଛାଡୁ ନାହିଁ । କେରଳର ଗର୍ଭଣୀ ହାତୀ ଘଟଣା ପରେ ଏବେ ହିମାଚଳପ୍ରଦେଶରେ ଏଭଳି ଏକ ଆମନବୀୟ କାର୍ଯ୍ୟ ଦେଖିବାକୁ ମିଳୁଛି । ରିପୋର୍ଟ ମୁତାବକ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇ ମାରିବା ପାଇଁ ଉଦ୍ୟମ କରାଯାଇଥିଲା । ଖାଦ୍ୟ…

ଚୁଇଙ୍ଗମ ଉପରେ କଟକଣା ଲଗାଇଲା ହିମାଚଳ ପ୍ରଦେଶ ସରକାର

ସିମଲା: ହିମାଚଳପ୍ରଦେଶ ସରକାର କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଚୁଇଙ୍ଗମ ଉପରେ କଟକଣା ଲଗାଇଛନ୍ତି । ଏହା ୩୦ ଜୁନ୍ ପର୍ଯ୍ୟନ୍ତ ଲାଗୁ ହେବ । ପୂର୍ବରୁ ପାନ, ଗୁଟଖା ପରି ପଦାର୍ଥ ଉପରେ କଟକଣା ଲଗାଯାଇଥିଲା । ଚୁଇଙ୍ଗମ ଖାଉଥିବା ଲୋକ ନିଶ୍ଚିତ ଏହାକୁ ବାହାରେ ପକାଇବ ଯାହା…

ଯେତିକି ମନୋରମ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେତିକି ପ୍ରଶଂସନୀୟ ଏହାର ହସ୍ତକଳା; ଜାଣନ୍ତୁ ଏହି ଗ୍ରାମ ସମ୍ପର୍କରେ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହିମାଚଳ ପ୍ରଦେଶ । ଏହାକୁ ଦେଖିଲେ ଏମିତି ଲାଗେ ଯେପରି ପ୍ରକୃତି ଏହାର ସବୁତକ ସୌନ୍ଦର୍ଯ୍ୟ ଏଇଠି ଅଜାଡି ଦେଇଛି । ହିମାଚଳର ଧୋଲଧାର ପାହାଡ଼ରେ ଅବସ୍ଥିତ ଏକ ଗ୍ରାମ । ଏହାର ନାମ ହେଉଛି ଆଣ୍ଡ୍ରେଟ୍ଟା । ଯାହା ନିଜର ସୌନ୍ଦର୍ଯ୍ୟ ଓ ନିଜର କଳା…

ଛଳଛଳ ଆଖିରେ ପ୍ରିୟ ଡାକ୍ତରଙ୍କୁ ବିଦାୟ ଦେଲେ ଗ୍ରାମବାସୀ !

ଭବାନୀପାଟଣା: ଡାକ୍ତରଙ୍କୁ କୁହନ୍ତି ଦ୍ୱିତୀୟ ଈଶ୍ୱର । ଏହି କଥାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଡ଼ାକ୍ତର ଅବିନାଶ ରଥ । କଳାହାଣ୍ଡି ଜିଲ୍ଲା ଥୁଆମାଳ-ରାମପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଲାଗି ସେବା କରି ଗ୍ରାମବାସୀଙ୍କର ପ୍ରିୟଭାଜନ ହୋଇଛନ୍ତି ଡାକ୍ତର ଅବିନାଶ ।…