Latest Odisha News

BREAKING NEWS

Browsing Category

ହିମାଚଳ ପ୍ରଦେଶ

Himachal Pradesh

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା । ୧୬ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ଅନନ୍ତନାଗ: ଅମରନାଥ ଗୁମ୍ଫା ନିକଟରେ ଅଘଟଣ । ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୪୦ ଜଣ ନିଖୋଜ ରହିଥିବା ସୂଚନା । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ…

ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୧୫ ଗୁରୁତର

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ଉନ୍ନାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ । ବାଣ କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁସାରେ, ଆଜି…

ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ

ଭୁବନେଶ୍ୱର: ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ । ୧୯୬୪ ମସିହା ଟୋକିଓ ଅଲିମ୍ପିକରେ ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଦୀର୍ଘଦିନ ଧରି ଚଚଣଜିତ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ହିମାଚଳ ପ୍ରଦେଶ ଉନା…

ନୂଆବର୍ଷ ପୂର୍ବରୁ ଅଟଳ ଟନେଲରେ ପର୍ଯ୍ୟଟଙ୍କ ଭିଡ

ମନାଲି: ମନାଲି ହିମାଚଳ ପ୍ରଦେଶ ଲାହଲ ଏବଂ ସ୍ପିଟ ଜିଲ୍ଲାରେ ତୁଷାରପାତ ଆରମ୍ଭ ହୋଇଯାଇଥିବାରୁ ଏ ସବୁ ସ୍ଥାନରେ ପର୍ଯ୍ୟଟଙ୍କ ଭିଡ ବିଢିବାରେ ଲାଗିଛି । ନୂଆ ବର୍ଷ ଆରମ୍ଭ ନହେଉଣୁ ଏହି ତୁଷାରପାତ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଭିଡ ଏତେ ମାତ୍ରାରେ ଜମିଥିଲା ଯେ ଅଟଳ ଟନେଲ ପର୍ଯ୍ୟଟକଙ୍କ…

ହିମାଚଳର ନାଲାଗାଢ଼ରେ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ୭ଶ୍ରମିକ ଗୁରୁତର

ଶିମଲା: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଔଦ୍ୟୋଗିକ କ୍ଷେତ୍ର ନାଲାଗଢ଼ର ବାଗବାନିୟାସ୍ଥିତ ଶ୍ରୀନିବାସ ଫାର୍ମା ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି। ଏଥିରେ ୭ଜଣ ଶ୍ରମିକ ଗୁରୁତର ଅଛନ୍ତି। ଶୁକ୍ରବାର ଅପରାହ୍ନ ୧ଟାରେ ବ୍ଲାଷ୍ଟ ହୋଇଛି। ଫ୍ୟାକ୍ଟ୍ରିରେ ଲୋକେ କାମ କରୁଥିବା ସମୟରେ ହଠାତ୍ ପ୍ଲାଣ୍ଟରେ…

ହିମାଚଳ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ନିଖୋଜଙ୍କୁ ଉଦ୍ଧାରକାର୍ଯ୍ୟ ଜାରି

କିନ୍ନୋର: ହିମାଚଳପ୍ରଦେଶ ସିମଲା ହାଇଓ୍ୱେରେ ଭୟଙ୍କର ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପାଖାପାଖି ୨୪ ଘଣ୍ଟା ବିତିବାକୁ ବସିଥିଲେ ବି ପାହଡ଼ା ଧସିବା ପରେ ଚାପି ହୋଇଥିବା ବସର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିନି । ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା…

ପାହାଡ଼ ମଣିଷ: ହିମାଳୟକୁ ଆବର୍ଜନା ମୁକ୍ତ କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ 

ହିମାଚଳ ପ୍ରଦେଶ: ଯାହାର ମାଟି ପବନର ବାସ୍ନା ସମସ୍ତଙ୍କୁ କରେ ଆମୋଦିତ । ଅପଲକ ନୟନରେ ଚାହିଁବାକୁ ବାଧ୍ୟ କରେ, ଯାହାର ମନଲୋଭା ପରିବେଶ । ପ୍ରକୃତିର ଅନନ୍ୟ ଉପହାର ହିମାଳୟ । କେବଳ ସାମ୍ପ୍ରତିକ ନୁହେଁ, ଏ ମାଟିର ମାହାତ୍ମ୍ୟ ପୂରାଣରେ ବି ବର୍ଣ୍ଣିତ । ହେଲେ ଆଧୁନିକ ଚାକଚକ୍ୟ ଭିତରେ ଯେମିତି…

ହିମାଚଳ ପ୍ରଦେଶ ଚମ୍ବାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ, ୮ ମୃତ, ୧୧ ଆହତ 

ଚମ୍ବା: ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ବଡ ଧାରଣା ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଏକ ଘରୋଇ ବସ୍ ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଚମ୍ବାରୁ ତିସା କଲୋନୀ…

ହିମାଚଳରେ ଭୀଷଣ ତୁଷାରପାତ ଓ ବର୍ଷା: ୩ ଜାତୀୟ ରାଜପଥ  ଠପ ୧୦୫ଟି ରାସ୍ତା ବନ୍ଦ

ଶିମଲା : ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟାରେ ଭୀଷଣ ତୁଷାରପାତ ଓ ବର୍ଷା ହୋଇଛି । ବୁଧବାର ରାତିରେ ସୁବେ ଅଞ୍ଚଳରେ ଜୋରଦାର ବର୍ଷା ହୋଇଛି । ଶିମଲା ଓ ମନାଲି ସମେତ ଉଚ୍ଚ ପାହାଡିଆ ଅଞ୍ଚଳରେ ଭୀଷଣ ତୁଷାରପାତ ହୋଇଛି । ଯାହାଫଳରେ ସୁବେରେ ୩ଟି ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇପଡିଛି । …

ବିଶ୍ୱର ଏକମାତ୍ର ମନ୍ଦିର, ଯେଉଁଠି ଭକ୍ତଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଆମ ମଧ୍ୟରୁ ଅଧିକାଂଶ ଲୋକେ ବିଶ୍ୱାସ ଓ ସମସ୍ୟାର ସମାଧାନ ଲାଗି ମନ୍ଦିର ଯାଇଥାନ୍ତି । ହେଲେ କେବେ ମନ୍ଦିରକୁ ଯାଇ ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୟଭୀତ ହେବା କଥା ଶୁଣିଛନ୍ତି କି ? ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ ଜାଣିବା, ଯେଉଁଠି ଲୋକେ ପ୍ରବେଶ କରିବା ତ ଦୂରର କଥା ପାଖଦେଇ…