Latest Odisha News

BREAKING NEWS

Browsing Category

ଜମ୍ମୁ ଓ କାଶ୍ମୀର

Jammu & Kashmir

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନରେ ବଡ଼ ସଫଳତା । ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡ଼ିଲା ୪ ଆତଙ୍କୀଙ୍କ ମୁଣ୍ଡ । ଏଥିସହ ଜଣେ ଆତଙ୍କବାଦୀକୁ ଜୀବନ୍ତ କାବୁ କରିଛନ୍ତି ସୁରକ୍ଷାବାହିନୀ। ଜମ୍ମୁ-କଶ୍ମୀରର ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଏହି…

ଜମ୍ମୁ-କଶ୍ମୀର ବିସ୍ଫୋରଣରେ ଜଣେ ମୃତ, ୧୩ ଗୁରୁତର ଆହତ

ଦିଲ୍ଲୀ: ଜମ୍ମୁ-କଶ୍ମୀରର ଉଧମପୁରରେ ଆଜି ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ଏଯାଏଁ ବିସ୍ଫୋରଣର କାରଣ ଜଣାପଡିନାହିଁ । ଏନେଇ ସେନା…

ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂକମ୍ପ, ଥରିଲା ଜମ୍ମୁ କଶ୍ମୀର ଓ ଦିଲ୍ଲୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂମିକମ୍ପ । ଆଜି ସକାଳ ୯.୪୫ରେ ଭୂମିକମ୍ପ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୭ । ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି ବା ଏନ୍‌ସିଏସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂମିକମ୍ପର ପ୍ରଭାବ ଜମ୍ମୁ କଶ୍ମୀରରେ…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଏନକାଉଣ୍ଟର । ସୁରକ୍ଷାକର୍ମୀ ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଶ୍ରୀନଗର ଜକୁରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ମୃତ ଆତଙ୍କବାଦୀଙ୍କ ଭିତରେ ଜଣେ ଲସ୍କର-ଏ-ତୋଇବା ଓ ଆଉ ଜଣେ ଦି ରେସିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ । ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ସମେତ…

ଚକା ସ୍ଲିପ୍ କରି ଘାଟିରୁ ଖସିଲା କାର୍, ୬ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତିୱାର ନାଗିନଗଡ଼ କେଶୱାନରେ ଘଟଇଛି ଅଭାବନୀୟ ଘଟଣା । ଚକା ସ୍ଲିପ କରି ଘାଟିରୁ କାର ଖସିପଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । କାରରେ ଥିବା ୨ ଭାଇଙ୍କର ମଧ୍ୟ ଘଟଣାସ୍ଥଳରେ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ, ଏକ କାରରେ ୬ ଜଣ ଯୁବକ ଯାଉଥିଲେ । ଘଟି ରାସ୍ତାରେ…

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର, ୫ ପାକିସ୍ତାନୀ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବଡଗାମ ଓ ପୁଲଓ୍ୱାମାରେ ୨ଟି ପୃଥକ ଏନ୍‌କାଉଣ୍ଟର ହୋଇଥିଲା । ୧୨ ଘଣ୍ଟା ଧରି ଅପରେସନ୍ ଚାଲିଥିଲା । ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ମୁଣ୍ଡ ଗଡ଼ିଛି ।…

[ଭିଡିଓ] ବରଫରେ ଫସିଥିବା ୩୦ ଜଣ ଜଣଙ୍କ ସହ ୧୨ ଗାଡ଼ିକୁ ଉଦ୍ଧାର କଲେ ଭାରତୀୟ ସେନା

ଶ୍ରୀନଗର: ୩୦ ଜଣଙ୍କୁ ନୂଆ ଜୀବନ ଦେଲେ ଭାରତୀୟ ଯବାନ । ଯବାନଙ୍କ ବୀତା ଯୋଗୁଁ ସାଧାରଣ ଲୋକମାନେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଶ୍ରୀନଗରେ । ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବରପପାତ ହେଉଛି । ଚୌକିବାଲ-ଟଙ୍ଗଧର ରାସ୍ତାରେ ମଧ୍ୟ ବରଫ ପଡ଼ିବାର ଦୃଶ୍ୟ…

ଜାମ୍ମୁ-କାଶ୍ମୀରର କୁଲଗାମରେ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ଦିନ ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ହେଉଛି ଜାନୁଆରୀ ୨୦୨୨ର ୭ମ ଏନକାଉଣ୍ଟର । ଏଯାଏଁ ୧୩ଜଣ ଆତଙ୍କବାଦୀଙ୍କୁ…

ଜମ୍ମୁକଶ୍ମୀର ବଡଗାମ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ ସଫଳତା । ଜମ୍ମୁକଶ୍ମୀର ବଡଗାମ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।ସୂଚନା ଅନୁସାରେ ଜୋଲୱା ଗାଁ ରେ ଏହି ଏନକାଉଣ୍ଟର ହୋଇଥିଲା । ଗତକାଲି ରାତିରୁ ଚାଲିଥିବା ଏନକାଉଣ୍ଟର ତିନି ଜଣ…

ଏନକାଉଣ୍ଟରରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ

ଶ୍ରୀନଗର: ନୂଆବର୍ଷର ପ୍ରଥମ ସପ୍ତାହରେ ପଞ୍ଚମ ଏନ୍କାଉଣ୍ଟର । କାଶ୍ମୀର ଜୋନ ପୋଲିସ ଜମ୍ମୁ-କଶ୍ମୀରରେ ଆରମ୍ଭ କରିଥିଲେ ଏନକାଉଣ୍ଟର ଅଭିଯାନ । ବର୍ଷ ଆରମ୍ଭରୁ ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀବାଦୀ ନିହତ । ନିହତ ୩ଜଣ ପାକିସ୍ତାନୀ…