Latest Odisha News

BREAKING NEWS

Browsing Category

ଜମ୍ମୁ ଓ କାଶ୍ମୀର

Jammu & Kashmir

କାଶ୍ମୀର ଜୋନ୍ ପୋଲିସ ୧୨ ଆତଙ୍କବାଦୀଙ୍କ ହିଟଲିଷ୍ଟ ଜାରି କଲା

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦୀ ମୁକ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଇତି ମଧ୍ୟରେ କଶ୍ମୀର ଜୋନ୍ ପୋଲିସ ୧୨ଜଣ ଆତଙ୍କବାଦୀଙ୍କ ହିଟଲିଷ୍ଟ ପ୍ରସ୍ତୁତ କରିଛି । ଏଥିରେ ଜୈଶ-ଇ-ମହମ୍ମଦର ୩, ଲଶ୍ମର-ଇ-ତୋଇବା ୫ଜଣ…

ହୁରିୟତ କନଫରେନ୍ସରୁ ଇସ୍ତଫା ଦେଲେ ସୟଦ ଅଲୀ ଶାହ ଗିଲାନୀ

ଶ୍ରୀନଗର: ହୁରିୟତ କନଫରେନ୍ସରୁ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀ ଇସ୍ତଫା ଦେଇଛନ୍ତି । ୯୦ ବର୍ଷୀୟ ଗିଲାନୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ହୁରିୟତ କନଫରେନ୍ସ ଫୋରମରେ ଯାହା ସବୁ ଚାଲିଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ମୁଁ ପୂରା ଫୋରମରୁ ଇସ୍ତଫା ଦେଉଛି । ମୁଁ ଏ…

ଜମ୍ମୁ-କଶ୍ମୀରରେ ସରକାରଙ୍କ ନିର୍ଦ୍ଦେଶ: ସୁରକ୍ଷାବଳ ପାଇଁ ସ୍କୁଲ ଖାଲି କର

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସରକାରଙ୍କ ଏକ ନିର୍ଦ୍ଦେଶ ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ରିପୋର୍ଟ ମୁତାବକ କେନ୍ଦ୍ର ସରକାର ୨ ମାସ ପାଇଁ ଏଲପିଜି ସିଲିଣ୍ଡର ଷ୍ଟକ ରଖିବା ସହ ସୁରକ୍ଷାବଳ ପାଇଁ ସ୍କୁଲ ଖାଲି କରିବାକୁ କହିଛନ୍ତି । ଭାରତ-ଚୀନ ସଂଘର୍ଷ ସମୟରେ ସରକାରଙ୍କ ଏହି…

କାଶ୍ମୀରର ତ୍ରାଲ ହେଲା ଆତଙ୍କବାଦୀମୁକ୍ତ : ଜମ୍ମୁ-କଶ୍ମୀର ପୋଲିସ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ତ୍ରାଲ ଅଂଚଳ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ଶନିବାର ଆଇଜି (କଶ୍ମୀର ଜୋନ୍‌) ବିଜୟ କୁମାର କହିଛନ୍ତି । ଏକଦା ଦକ୍ଷିଣ କଶ୍ମୀରର ପୁଲୱାମା ଅଂଚଳକୁ ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିଲା । ବୁରହାନ ୱାନି ଓ ଜାକିର ମୁସା ପରି ଆତଙ୍କବାଦୀ ସ୍ଥାନୀୟ ଯୁବପିଢ଼ୀଙ୍କୁ…

ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଦେଲା ବିଏସଏଫ

ଶ୍ରୀନଗର: ସୀମା ସୁରକ୍ଷା ବଳ (ବିଏସଫ) ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ କାଠୁଆ ଜିଲ୍ଲା ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନ୍ ସନ୍ଦେହ ଜନକ ଭାବେ ଉଡୁଥିବା ବେଳେ ତାକୁ ଗୁଳି କରି ଖସାଇ ଦେଇଛନ୍ତି । ଏହାଦ୍ୱାରା ଭାରତୀୟ ସୀମାରେ ଡ୍ରୋନ ମାଧ୍ୟମରେ ପାକିସ୍ତାନର ବୋମା ପକାଇବାର ବଡ଼…

କାଶ୍ମୀର ପଣ୍ଡିତ ଅଜୟଙ୍କ ହତ୍ୟା: ଝିଅ କହିଲେ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବି

ଲେହ: ସରପଂଚ ଅଜୟ ପଣ୍ଡିତଙ୍କ ହତ୍ୟା ପରେ କାଶ୍ମୀରରେ ପୁନର୍ବାର ଭୟର ବାତାବରଣ ଖେଳିଛି । କାଶ୍ମୀର ପଣ୍ଡିତଙ୍କୁ ଏଠାରେ ରଖାଇ ନ ଦେବା ପାଇଁ ଆତଙ୍କବାଦୀମାନେ ରକ୍ତର ଖେଳ ଆରମ୍ଭ କରିଛନ୍ତି । ଅଜୟଙ୍କ ଝିଅ ଶୀନ ଗୁରୁବାର କହିଛନ୍ତି ମୁଁ ସିଂହ ଛୁଆ । ବାପାଙ୍କ ମୃତ୍ୟୁର ନିଶ୍ଚିତ ପ୍ରତିଶୋଧ…

ଶୋପିଆନରେ ଆଉ ୫ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ

ଶ୍ରୀନଗର: ସୁରକ୍ଷାକର୍ମୀ ବୁଧବାର ଶୋପିଆନ୍‌ରେ ଆଉ ୫ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ପୂର୍ବରୁ ରବିବାର ୫ ଏବଂ ସୋମବାର ୪ଆତଙ୍କବାଦୀଙ୍କୁ ପୋଲିସ ମାରିଥିଲା । ଜମ୍ମୁ ଓ କଶ୍ମୀର, ଆର୍ମି ଓ ସିଆରପିଏଫର ମିଳିତ ଭାବେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ…

ଆଉ ୪ ଆତଙ୍କବାଦୀ ସଫା, ଭୟରେ ସ୍ଥାନ ବଦଳାଇବା ପାଇଁ ଯୋଜନା କରୁଛନ୍ତି

କାଶ୍ମୀର: ଦକ୍ଷିଣ କାଶ୍ମୀରର ଶୋପିୟାଁ ଅଂଚଳରେ ରବିବାର ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତୁୃ୍ୟବରଣ କରିଛନ୍ତି । ଏବେ ମଧ୍ୟ ସେଠାରେ ଗୁଳିଚାଳନା ଜାରି ରହିଛି । ଆତଙ୍କବାଦୀ ଲୁଚିଥିବା ଖବର ପାଇବା ପରେ ସୁରକ୍ଷାକର୍ମୀ ଉକ୍ତ ଅଂଚଳକୁ ଘେରାଉ କରିଥିଲେ । ଆତଙ୍କବାଦୀମାନେ…

ପୁଲୱାମା-୨ ପାଇଁ ଆତଙ୍କବାଦୀ ଷଡଯନ୍ତ୍ର ରଚିଥିଲା

ପୁଲୱାମା:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ପରି ବଡ ଧରଣର ବିସ୍ଫୋରଣ ଘଟାଇବା ଲକ୍ଷ୍ୟରେ ଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଆସନ୍ତୁ ଜାଣିବା ଏହି ଘଟଣାକ୍ରମ ସମ୍ପର୍କରେ । ୧. ଜୈଶ ଏ ମହମ୍ମଦ ଏହି ଷଡଯନ୍ତ୍ର ପଛରେ ରହିଥିଲା । ୨. କାରର ନକଲି ନମ୍ବର ପ୍ଲେଟ କରାଯାଇଥିଲା । ଏହା…

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବିଫଳ

ପୁଲୱାମା: ଭାରତୀୟ ସୁରକ୍ଷାକର୍ମୀଙ୍କ ସତର୍କତା ଓ ଗୋଇନ୍ଦା ବିଭାଗର ଆଲର୍ଟ ଯୋଗୁ ଜମ୍ମୁ-କଶ୍ମୀରର ପୁଲୱାମାରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରି ଦିଆଯାଇଛି । ବିସ୍ଫୋରଣ ଘଟାଇବା ପାଇଁ ଆତଙ୍କବାଦୀମାନେ ୨୦କେଜିର ଆଇଡି ଗୋଟିଏ କାରରେ ରଖିଥିଲେ । ସୁରକ୍ଷାକର୍ମୀ ଗାଡିକୁ…