Latest Odisha News

BREAKING NEWS

Browsing Category

ଜମ୍ମୁ ଓ କାଶ୍ମୀର

Jammu & Kashmir

ଧାରା ୩୭୦ ପୁନଃସ୍ଥାପନ ପାଇଁ ତିଆରି ହେଲା ନୂଆ ମେଂଟ

ନୂଆଦିଲ୍ଲୀ: କଶ୍ମୀରରେ ଧାରା ୩୭୦ ପୁନଃସ୍ଥାପନ ପାଇଁ ଅଧିକାଂଶ ସ୍ଥାନୀୟ ପାର୍ଟି ଏକଜୁଟ ହୋଇଛନ୍ତି । ସେମାନେ ମିଳିତ ଭାବେ ମେଂଟ ଗଠନ କରିବା ସହ ଏହାର ନାମ ପିପୁଲ୍ସ ଆଲିଆନ୍ସ ଫର ଗୁପକାର ଡିକ୍ଲାରେସନ ରଖିଛନ୍ତି । ଏଥିରେ ନ୍ୟାସନାଲ କନଫେରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା, ପିପୁଲ୍ସ…

ଜାମ୍ମୁ କାଶ୍ମୀରରେ ଗତିବିଧି ନେଇ ନାହିଁ ପ୍ରତିବନ୍ଧକ: ସରକାର

ନୂଆଦିଲ୍ଲୀ: ରବିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ସଦସ୍ୟଙ୍କ ସମେତ କୌଣସି ବ୍ୟକ୍ତିବିଶେଷଙ୍କ ଗତିବିଧି ଉପରେ  କୌଣସି ପ୍ରତିବନ୍ଧକ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଜି କିଶାନ ରେଡ୍ଡୀ ଲୋକସଭାରେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ…

ଭାରତରେ ପାକିସ୍ତାନୀ ପତାକା ଉତ୍ତୋଳନ, ହ୍ୟାଣ୍ଡ ଗ୍ରେନେଡ ଜବତ !

ଜାମ୍ମୁ ଓ କାଶ୍ମୀର: ରହୁଛନ୍ତି ଓ ଖାଉଛନ୍ତି ଭାରତରେ । ହେଲେ ଗୁଣ ଗାଉଛନ୍ତି ପାକିସ୍ତାନର । ଏପରିକି ଭାରତ ମାଟିରେ ବି ପାକିସ୍ତାନୀ ପତାକା ଉତ୍ତୋଳନ କରିବାର ଧ୍ରୁଷ୍ଟତା କରିଥିଲେ । ହେଲେ ଖବର ପାଇ ମାମଲାରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମଙ୍ଗଳବାର ଜାମ୍ମୁ ଓ…

ଭାରତରେ ପ୍ରବେଶ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଶକରଗଡରେ ପ୍ରସ୍ତୁତ : ଗୋଇନ୍ଦା ରିପୋର୍ଟ

ଲେହ:ସାମ୍ବା କଠୁଆ ସେକ୍ଟର ସମ୍ମୁଖରେ ଥିବା ଶକରଗଡରେ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଗୋଇନ୍ଦା ବିଭାଗ ସତର୍କ କରାଇଛି । ଫଳରେ ସୀମାରେ ଆଲର୍ଟ ଜାରି କରାଯିବ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆତଙ୍କବାଦୀଙ୍କୁ ଭାରତୀୟ ନକ୍‌ା…

ଭାରତରେ ଆତଙ୍କବାଦୀ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ !

ଜାମ୍ମୁ ଓ କାଶ୍ମୀର: ଚାଲିଥିଲା ଆତଙ୍କବାଦୀ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଖବର ପାଇ ଚଢାଉ କରିଥିଲା ପୋଲିସ । ଆତଙ୍କବାଦୀ ନାଁରେ ବଣ୍ଟାଯାଇଥିଲା ଜର୍ସି । ଦେଶ ବିରୋଧୀ କାର୍ଯ୍ୟାକଳାପ ଆଇନ ଅନୁଯାୟୀ ଗିରଫ ହେଲେ ୧୦ ଯୁବ କ୍ରିକେଟ୍ ଖେଳାଳି । ୟୁଏପିଏ ବା (Unlawful Activities…

ଭାରତ ପାକିସ୍ତାନ ସୀମାରେଖା ତଳେ ଗୁପ୍ତ ସୁଡଙ୍ଗ ଠାବ !

ନୂଆଦିଲ୍ଲୀ/ଜାମ୍ମୁ: ପାକିସ୍ତାନୀଙ୍କ ଯୋଜନାକୁ ପଣ୍ଡ କଲା ଭାରତର ବୋର୍ଡର୍ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) । ଜାମ୍ମୁରେ ଠାବ ହୋଇଛି ଏକ ଗୁପ୍ତ ସୁଡଙ୍ଗ । ଠିକ୍ ଭାରତ ଓ ପାକିସ୍ତାନ ସୀମାରେଖା ତଳେ ଖୋଳାହୋଇଥିଲା ବିରାଟକାୟ ସୁଡଙ୍ଗ । ହେଲେ ବିଏସ୍‌ଏଫ୍‌ର ନଜରରେ ଲୁଚିପାରିନଥିଲା ଏହି…

ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା, ଗୁଳି ବିନିମୟରେ ତିନି ଜଣ ସହିଦ

ଜମ୍ମୁ କଶ୍ମୀର ବାରମୂଳା ଜିଲ୍ଲାରେ ଆତଙ୍କବାଦୀ ହମଲା । ଦୁଇ ଜଣ ସିଆରପିଏଫ୍ ଓ ଜଣେ ପୋଲିସ ସହିଦ ହୋଇଛନ୍ତି । ସେମାନା ଭିତରେ ଅଛନ୍ତି ସିଆରପିଏଫ୍ ୧୧୯ ବାଟାଲିୟନର ଦୁଇ ଯବାନ ଓ ଜମ୍ମୁ କଶ୍ମୀର ପୋଲିସର ଜଣେ ଅଧିକାରୀ । ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ପାର୍ଟି ଉପରେ…

ଜମ୍ମୁ-କଶ୍ମୀରରେ ବିଜେପି ନେତାଙ୍କୁ ଅପହରଣ

ବାରମୁଲ୍ଲା: ଜମ୍ମୁ-କଶ୍ମୀରେ ଆତଙ୍କବାଦୀମାନେ ବିଜେପି ନେତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । କିଛି ଦିନ ତଳେ ଶେଖ ୱାସିମ ବାରଙ୍କୁ ଗୁଳି କରି ହତ୍ୟା କରିବା ପରେ ବୁଧବାର କଶ୍ମୀରର ବିଜେପି ନେତା ତଥା ବାରମୁଲ୍ଲା ମ୍ୟୁନିସିପାଲଟି ୱାଟେରଗାମର ସଭାପତି ମେରାଜୁଦ୍ଦିନ ମଲଙ୍କୁ ଉତ୍ତର…

ସୀମାରେ ଅନୁପ୍ରବେଶ ପାଇଁ ୩୦୦ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି : ମେଜର ଜେନେରାଲ ବିରେନ୍ଦ୍ର ବତ୍ସ

ନୂଆଦିଲ୍ଲୀ: ସୀମାରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି । ଜିଓସି ୧୯ ଇନଫ୍ଲେମେଟ୍ରୀ ଡିଭିଜନର ମେଜର ଜେନେରାଲ ବିରେନ୍ଦ୍ର ବତ୍ସ କହିଛନ୍ତି, ଇନପୁଟରୁ ଆସୁଥିବା ଖବର ଅନୁଯାୟୀ, ସୀମା ପାର୍ଶ୍ୱରେ ଥିବା ଏହି ଲଞ୍ଚ ପ୍ୟାଡଗୁଡ଼ିକ ସମ୍ପୂର୍ଣ୍ଣ…

ପୁଲଓ୍ୱାମାରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କୀ ହମଲା

ଜମ୍ମୁ କଶ୍ମୀର: ପୁଲଓ୍ୱାମାରେ ପୁଣି ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା ହୋଇଛି । ଆଇଡି ବିସ୍ଫୋରଣ କରି ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆଇଡି ବିସ୍ଫୋରଣ ପରେ ପରେ ସିଆରପିଏଫ୍ ଟିମ୍ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ପୁଲଓ୍ୱାମାର…