Latest Odisha News

BREAKING NEWS

Browsing Category

କେରଳ

Kerala

[ଦେଖନ୍ତୁ ଭିଡିଓ] ମାନିଲେ ସତ, ନମାନିଲେ ମିଛ: ଦୁଇଦୁଇଥର ମୃତ୍ୟୁମୁଖରୁ ବର୍ତ୍ତିଲା ନାବାଳକ

ଭୁବନେଶ୍ୱର: ମାତ୍ର କେଇ ସେକେଣ୍ଡର ଘଟଣା । ଜଣେ ନାବାଳକ ଦୁଇଦୁଇଥର ମୃତ୍ୟୁକୁ ମାତ୍ ଦେଇଥିଲା । ଜଣେ ୮ ବର୍ଷୀୟ ନାବାଳକ ସାଇକଲ ଚଳାଉଥିବା ସମୟରେ ପ୍ରଥମେ ଜଣେ ବାଇକ ଆରୋହୀଙ୍କ ସହ ଧକ୍କା ଖାଇଥିଲା । ପରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଏକ ବସ ଚକା ତଳେ ଚାପି ହେବା ପୂର୍ବରୁ ଅଲ୍ପକେ…

କେରଳର କିସ୍‌ବୁ, ବେଲୁନ୍ ବିକାଳିରୁ ସୁପର୍ ମଡେଲ୍‌

ଭୁବନେଶ୍ୱର: ଏ କଥା କାହାକୁ ଅଛପା ନାହିଁ ଯେ, ସୋସିଆଲ୍ ମିଡିଆ ରାତାରାତି କୌଣସି ବ୍ୟକ୍ତି ବିଶେଷଙ୍କର ସ୍ଥିତି ବଦଳାଇବାରେ ବେଶ ସକ୍ଷମ । ଏହି ଧାରାରେ ଅନେକ ହୃଦୟସ୍ପର୍ଶୀ ଘଟଣା ଅତୀତରେ ସାମ୍ନାକୁ ଆସିଛି । କେରଳର ଜଣେ ବେଲୁନ୍ ବିକାଳି କିସ୍‌ବୁ । ରାତାରାତି ଏହି ଯୁବତୀ ଜଣକ ଏବେ ଜଣେ…

ବୟସ ୬୨, ଶାଢୀ ପିନ୍ଧି ଚଢିଲେ ଅଗସ୍ଥ୍ୟର୍କୁଦମ୍ ପାହାଡ

ଭୁବନେଶ୍ୱର: ଆମ ଜୀବନରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛ, ଯାହା ବୟସକୁ କେବଳ ଏକ ସଂଖ୍ୟା ରୂପେ ପରିଗଣିତ କରିଛି । ଏହି ଧାରାରେ ଏଭଳି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ନାଗାରତ୍ନାମ୍ମା ନାମକ ଜଣେ ବୃଦ୍ଧା । ଏହି ୬୨ ବର୍ଷୀୟା ବୃଦ୍ଧା ଜଣକ ପରିଣତ ବୟସରେ କେରଳର ଦ୍ୱିତୀୟ ସର୍ବବୃହତ୍…

୪୮ଘଣ୍ଟା ପରେ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର

ପାଲକ୍କଡ(କେରଳ): ୪୮ଘଣ୍ଟା ପରେ କେରଳ ପାଲକ୍କଡ ଜିଲ୍ଲାର ଏକ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର । ଦୁଇ ଦିନ ବିନା ଖାଦ୍ୟ ଓ ପାଣିରେ ଜୀବନ ସହ ସଂଘର୍ଷ କରୁଥିବା ୨୩ ବର୍ଷୀୟ ଟ୍ରେକରଙ୍କୁ ଆଜି ଉଦ୍ଧାର କରିଛି ଭାରତୀୟ ସେନା । ତାଙ୍କ ପାଖରେ ସେନାର ଗୋଟିଏ ଟିମ୍ ପହଞ୍ଚିଥିଲେ । ତାଙ୍କୁ ପ୍ରଥମେ…

[ଭିଡିଓ] ବିଚକ୍ଷଣ ଉପସ୍ଥିତି ବୁଦ୍ଧି, ଜଳନ୍ତା ଗାଡିକୁ ଚଳାଇ ବିପଦ ଟାଳିଲେ ଚାଳକ

ଭୁବନେଶ୍ୱର: ଜଣେ ଗାଡି ଚାଳକଙ୍କ ସାହସିକତା ତଥା ଉପସ୍ଥିତି ବୁଦ୍ଧି ଏକ ନିଶ୍ଚିତ ବଡ ଦୁର୍ଘଟଣାକୁ ଟାଳିପାରିଛି । ଗୋଟିଏ ଚଳନ୍ତା ଟ୍ରକରେ ନିଆଁ ଲାଗିବା ପରେ ଅନ୍ୟ ଜଣେ ଚାଳକଙ୍କ ସାହସିକତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଗତ ରବିବାର କେରଳର କୋଡେନଚେରି ସହରରେ ବିଦ୍ୟୁତ୍…

ଚର୍ମରୋଗ ଉପଚାର ବିଜ୍ଞାପନ, ହସ୍ପିଟାଲରେ ଲାଗିଥିଲା ହଲିଉଡ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନଙ୍କ ଫଟୋ

ଭୁବନେଶ୍ୱର: ରୋଗୀଙ୍କୁ ଆକର୍ଷିତ କରିବା ପାଇଁ ଏକ ହସ୍ପିଟାଲ୍ ବ୍ୟବହାର କରିଥିଲା ଜଣେ ହଲିଉଡ ଅଭିନେତାଙ୍କ ଫଟୋ । ଫଟୋ ଭାଇରାଲ୍ ହେବା ପରେ ସଂପୃକ୍ତ ହସ୍ପିଟାଲ ସୋସିଆଲ୍ ମିଡିଆରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । କେରଳରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । The Vadakara…

କେରଳରେ ୨୦୨୧ କରୋନା ସଂକ୍ରମଣର ରେକର୍ଡ ଭାଙ୍ଗିଲା ୨୦୨୨

ଥିରୁଅନନ୍ତପୁରମ୍: କେରଳରେ ସବୁ ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭ ରେଟ୍ ୪୦ ପ୍ରତିଶତ ପାର କରିଛି । ପ୍ରଥମଥର ପାଇଁ କେରଳରେ କରୋନାର ଏପରି ଭୟଙ୍କର ରୂପ ଦେଖିବାକୁ ମିଳିଛି । ୨୦୨୧ ମସିହା ମେ ୧୨ ତାରିଖ ଦିନ…

କେରଳରେ ନୋରାଭାଇରସ୍ ଆତଙ୍କ

କେରଳ : କେରଳର ପରିସ୍ଥିତି ଏବେ ବି ସ୍ଥିର ଅବସ୍ଥାକୁ ଫେରିନାହିଁ । ସେପଟେ କେରଳରେ ନୋରାଭାଇରସ୍  ଆତଙ୍କ ଯୋଗୁଁ ଉତ୍ତେଜନା ଦେଖାଦେଇଛି ।  କେରଳରେ ୧୩ ଟି ନୋରୋଭାଇରସ୍ ରୋଗ ଚିହ୍ନଟ ହୋଇଛି । କେରଳରେ ନୋରୋଭାଇରସ୍ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲା କୋଡାଗୁ ଏବଂ କର୍ଣ୍ଣାଟକର…

ଅଭିଷେକ ପରେ ରଙ୍ଗ ବଦଳାଏ କ୍ଷୀର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭିଷେକ ପରେ ରଙ୍ଗ ବଦଳାଏ କ୍ଷୀର । ଏମିତି ଏକ ମନ୍ଦିର ରହିଛି ଯେଉଁଠି ପ୍ରସାଦ ସହ କ୍ଷୀର ଅର୍ପଣ କରିଲେ ତାହା ଧଳା ରଙ୍ଗରୁ ନୀଳ ରଙ୍ଗରେ ପରିଣତ ହୋଇଯାଏ । ଯାହା ନିଜ ଅଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଏହି ମନ୍ଦିର ରହିଛି କେରଳରେ । କେରଳ…

କେରଳରେ ଜଳ ପ୍ରଳୟ: ଆଖି ପିଛୁଳାକେ ଭାସିଗଲା କୋଠାଘର, ଦେଖନ୍ତୁ ଭିଡିଓ

ଥିରୁବନ୍ତପୁରମ୍: ଭଗବାନଙ୍କ ଘରେ ତ୍ରାହି ତ୍ରାହି । ଦେବଭୂମି କେରଳରେ ବର୍ଷା ଆଣିଛି ଜଳ ପ୍ରଳୟ । ଚାରିଆଡେ ବନ୍ୟା ବିଭୀଷିକା । ଅବିଶ୍ରାନ୍ତ ବର୍ଷାରେ ଘରଦ୍ୱାର ଭାସିଯିବା ସହ ଭାଙ୍ଗି ଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ଓ ଭୂସ୍ଖଳନ ନେଲାଣି ୨୦ରୁ ଅଧିକ ଜୀବନ । ବହୁ ନିଖୋଜ ଅଛନ୍ତି ।…