Latest Odisha News

BREAKING NEWS

Browsing Category

ମଧ୍ୟପ୍ରଦେଶ

Madhyapradesh

ଭାରତରେ ପୁଣି ଚିହ୍ନଟ ହେଲା ନୂଆ ଭେରିଅଣ୍ଟ, ଟେଷ୍ଟ କିଟ୍ରେ ବି ଜଣା ପଡ଼ୁନି

ଇନ୍ଦୋର: ସାରା ପୃଥିବୀରେ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନାର ଆଉ ଏକ ନୂଆ ଭେରିଅଣ୍ଟ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଏହା ଦେଖିବାକୁ ମିଳିଛି । ଏହାର ନାମ ବିଏ-୨ ପୋଲି ଜଣାପଡ଼ିଛି । ଏହି ନୂଆ ଭେରିଅଣ୍ଟରେ ଭୋପାଳର ୧୬ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ…

କେଶ ଓ ନିଶ ପାଇଁ କନେଷ୍ଟବଳ ନିଲମ୍ବିତ

ନୂଆଦିଲ୍ଲୀ: କନେଷ୍ଟବଳଙ୍କ ନିଆରା ଷ୍ଟାଇଲ । କେଶ ଓ ନିଶ ନକାଟିବାରୁ ଚାକିରି ହରାଇଲେ କନେଷ୍ଟବଳ । ଏଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ । କନେଷ୍ଟବଳଙ୍କୁ ତାଙ୍କ କେଶ ଓ ନିଶ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଛି । ପୋଲିସ ମହାନିରୀକ୍ଷକଙ୍କ ଦ୍ୱାରା ତାଙ୍କୁ ନିଲମ୍ବିତ…

ଉଦାହରଣ ସାଜିଲେ ଜିଲ୍ଲାପାଳ, ନିଜେ ରୋକିଦେଲେ ନିଜ ଦରମା

ଜବଲପୁର: ସାଧାରଣ ଲୋକଙ୍କ ଅଭିଯୋଗର ସମାଧନରେ ବିଳମ୍ବ ହେବାରୁ ନିଜକୁ ଦଣ୍ଡ ଦେଲେ ଜିଲ୍ଲାପାଳ । ନିଜେ ରୋକିଦେଲେ ନିଜ ଦରମା । ମଧ୍ୟପ୍ରଦେଶର ଜବଲପୁରର ଜିଲ୍ଲାପାଳ ନିଜେ ନିଜ ଦରମା ବନ୍ଦ କରି ଉଦାହରଣ ପାଲଟିଛନ୍ତି । ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ତାଙ୍କ ସହ ଥିବା ଅନ୍ୟ ଅଫିସରମାନଙ୍କ…

[ଭିଡିଓ] ପୋଷା କୁକୁରକୁ ଟେକିନେଲା ଚିତାବାଘ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ସିସିଟିଭି ଫୁଟେଜ ବହୁଳ ମାତ୍ରାରେ ଭାଇରାଲ୍ ହେଉଛି । ଅନ୍ଧାର ରାତିରେ କଏଦ ହୋଇଥିବା ଏହି ଭିଡିଓରେ ଗୋଟିଏ ଚିତାବାଘର ଲୋମଟାଙ୍କୁରା କାରନାମା ସାମ୍ନାକୁ ଆସିଛି । ଘଟଣାଟି ମଧ୍ୟପ୍ରଦେଶ ଛତରପୁରରେ ଘଟିଥିବା ଲୋକେ ଦାବି କରିଛନ୍ତି । ଏଥିରେ ଗୋଟିଏ…

[ଭିଡିଓ] ମୋବାଇଲ କିଣିବା ପାଇଁ ପ୍ରୋଶେସନରେ ଗଲେ ଚା’ ବିକାଳିଙ୍କ ପରିବାର

ମଧ୍ୟପ୍ରଦେଶ : ମୋବାଇଲ କିଣିବା ପାଇଁ ପ୍ରୋଶେସନ କରି ଗଲେ ପରିବାର । ଜଣେ ଚା' ବିକାଳି ମୋବାଇଲ କିଣିବା ପାଇଁ ଘୋଡା ଗାଡିରେ ବସି ମୋବାଇଲ ଦୋକାନ ଯାଏଁ ପ୍ରୋଶେସନ କରି ଯାଇଛନ୍ତି । ଏପରି ଦୃଶ୍ୟ ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ।କହିବାକୁ ଗଲେ ଏହି ଚା ବିକାଳି ଜଣକ ନିଜ…

[ଭିଡିଓ] ୧୫ ଫୁଟ୍ ଗଭୀର ବୋରୱେଲ୍‌ରୁ ଉଦ୍ଧାର ବର୍ଷକର ଶିଶୁକନ୍ୟା

ଭୁବନେଶ୍ୱର: ବର୍ଷକର ଶିଶୁକନ୍ୟା ଦୀର୍ଘ ୬ ଘଣ୍ଟା ଧରି ଜାରି ରଖିଥିଲା ଜୀବନ ସଂଘର୍ଷ । ଶେଷରେ ୧୫ ଫୁଟ୍ ଗଭୀର ବୋରୱେଲ୍‌ରୁ ଶିଶୁକନ୍ୟାକୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି । ଏହି ଘଟଣା ବିଷୟରେ ପଢିବା ଯେତିକି କଷ୍ଟଦାୟକ ଉଦ୍ଧାର ବେଳର ଦୃଶ୍ୟ ଦେଖିଲେ ଦେହ ଶୀତେଇ ଉଠେ । ଗତକାଲି…

ଚିତାବାଘ ସହ ଲଢି ୮ ବର୍ଷର ପୁଅକୁ ରକ୍ଷା କଲେ ସାହସୀ ମହିଳା

ଭୁବନେଶ୍ୱର: ବୀରତ୍ୱର ଗାଥା କହିଲେ ଭୁଲ ହେବନି । ଚିତାବାଘ କବଳରୁ ନିଜ ଜନ୍ମକଲା ୮ ବର୍ଷର ଛୁଆକୁ ବଂଚାଇ ଆଣିଲା ସାହସୀ ମାଆ । କୌଣସି ଫିଲ୍ମରେ ଏହି ଦୃଶ୍ୟ ହୁଏ ତ ସାଧାରଣ ଲାଗିପାରେ । ହେଲେ ଅସଲ ଜୀବନରେ ଏହି ଘଟଣା ଦେଖିବା ତ ଦୂରର କଥା କଳ୍ପନା କଲେ ମଧ୍ୟ ଦେହ ଶୀତେଇ ଉଠେ ।…

[ଭିଡିଓ] ଅବକାରୀ ଅଧିକାରୀ କହିଲେ, “ମଦୁଆ ସତ କୁହନ୍ତି”

ଭୁବନେଶ୍ୱର: ଭାରତରେ ମଦ ପିଉଥିବା ସମସ୍ତ ବ୍ୟକ୍ତି ସତ କୁହନ୍ତି । ସର୍ବସମ୍ମୁଖରେ ଗଣମାଧ୍ୟମରେ କିଛି ଏପରି ମନ୍ତବ୍ୟ ଦେଇ ଜଣେ ବରିଷ୍ଠ ଅବକାରୀ ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଖାଲି ଚର୍ଚ୍ଚା ନୁହେଁ ବରଂ ଅବକାରୀ ଅଧିକାରୀଙ୍କ ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ…

ଭୋପାଳରେ ଦେଶର ପ୍ରଥମ ମର୍ଡନ ଷ୍ଟେସନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅତ୍ୟାଧୁନିକ ରେଲୱେ ଷ୍ଟେସନର ଉଦଘାଟନ କରିଛନ୍ତି। ମଧ୍ୟପ୍ରଦେଶ ଭୋପାଳରେ ଥିବା ହିବିବଗଞ୍ଜ ରେଳ ଷ୍ଟେସନକୁ ନବୀକରଣ କରି ଏୟାରପୋର୍ଟ ଭଳି ପ୍ରସ୍ତୁତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଭୋପାଳ ଗସ୍ତ କରି ଏହି ଅତ୍ୟାଧୁନିକ ରେଳ…

[ଭିଡିଓ] କ୍ଷୀର ଦେଲାନି ମଇଁଷି, ଗୁଣିଗାରେଡି ସନ୍ଦେହରେ ଥାନାରେ ଦ୍ୱାରସ୍ତ ହେଲେ ଚାଷୀ

ଭୁବନେଶ୍ୱର: ଜଣେ ଚାଷୀ ନିଜ ମଇଁଷିକୁ ନେଇ ଚିନ୍ତାରେ ପଡିଥିଲେ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହୋଇଥିଲା । ଘଟଣାକ୍ରମେ ମଇଁଷୀ ଉପରେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଶେଷରେ ଚାଷୀ ଜଣକ ଥାନାରେ ଦ୍ୱାରସ୍ତ ହୋଇଥିଲେ । ମଧ୍ୟପ୍ରଦେଶ ଭିଣ୍ଡ ଅଂଚଳରୁ…