Latest Odisha News
Browsing Category

ମଧ୍ୟପ୍ରଦେଶ

Madhyapradesh

[ଦେଖନ୍ତୁ ଭିଡିଓ] ଚାହୁଁଚାହୁଁ ବୁଡିଗଲା ଡଙ୍ଗା, ୧୦ ମଧ୍ୟରୁ ୨ ନିଖୋଦ

ଭୁବନେଶ୍ୱର: ମୋବାଇଲ କ୍ୟାମେରାରେ କଏଦ ହୋଇଛି ଛାତି ଥରାଇ ଦେଲାଭଳି ଘଟଣା । ଆଖି ସାମ୍ନାରେ ଚାହୁଁଚାହୁଁ ବୁଡିଗଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ୧୦ ଜଣ ସବାର ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନିଖୋଜ ଥିବା ଜଣାପଡିଛି । ଗତ ଶୁକ୍ରବାର ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏପରି ଅଭାବନୀୟ…

[ଭିଡିଓ] ଓଲଟା ଝୁଲିଥିଲା ଜାତୀୟ ପତାକା, ନାଚୁଥିଲେ ପ୍ରଧାନ ଶିକ୍ଷକ..ଏବେ ଥାନାରେ ଅଟକ

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ବଲିଉଡ ଗୀତରେ ନାଚିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ତେବେ ନାଚ ପାଇଁ ନୁହେଁ ବରଂ ଜାତୀୟ ପତାକା ଉତ୍ତୋଳନରେ ଜଘନ୍ୟ ତ୍ରୁଟି ଯୋଗୁଁ ପ୍ରଧାନ ଶିକ୍ଷକ ମହୋଦୟଙ୍କୁ ଥାନା ମୁହାଁ ହେବାକୁ ପଡିଛି । ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାର ଏକ ସରକାରୀ…

[ଭିଡିଓ] ଭଗବାନଙ୍କୁ ନେଇ ଶ୍ୱେତା ତିୱାରୀଙ୍କ ବିବାଦୀୟ ମନ୍ତବ୍ୟ, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ବିବାଦ ଘେରରେ ଟେଲି କୁଇନ୍ ଶ୍ୱେତା ତିୱାରୀ । ନିକଟରେ ଏହି ଅଭିନେତ୍ରୀ ଜଣକ ନିଜ ଅପକମିଂ ୱେବ୍ ସିରିଜ୍ ସୋ ଷ୍ଟପରର ପ୍ରମୋଶନ୍ ପାଇଁ ଭୋପାଳ ଯାଇଥିଲେ । ସେହି ଅବସରରେ ଶ୍ୱେତା କିଛି ଏପରି ମନ୍ତବ୍ୟ ଦେଇଥିଲେ, ଯାହା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୋ’ର…

ସାଧାରଣ ଦିବସ ପାଳନ ବେଳେ ଖସି ପଡ଼ିଲା ଡ୍ରୋନ, ୨ ଗରୁତର

ଭୋପାଳ: ସାଧାରଣ ଦିବସ କାର୍ଯ୍ୟକ୍ରମରେ ଘଟିଲା ଅଘଟଣ । ମଧ୍ୟପ୍ରଦେଶ ଜବଲପୁରର ପଣ୍ଡିତ ରବି ଶଙ୍କର ଶୁକ୍ଲା ଷ୍ଟାଡିୟମରେ ପ୍ୟାରେଡ ଚାଲୁଥିବା ବେଳେ ଏହି ଅଘଟଣ ଘଟିଥିଲା । କୃଷି ବିଭାଗର ପ୍ରଜ୍ଞାପନ ମେଢରେ ଅଂଶଗ୍ରହଣ କରିଥିବା ଏକ ଡ୍ରୋନ ଅଂଶଗ୍ରହଣକାରୀଙ୍କ ଉପରେ ଖସି ପଡ଼ିଥିଲା । ଫଳରେ ୨…

ଭାରତରେ ପୁଣି ଚିହ୍ନଟ ହେଲା ନୂଆ ଭେରିଅଣ୍ଟ, ଟେଷ୍ଟ କିଟ୍ରେ ବି ଜଣା ପଡ଼ୁନି

ଇନ୍ଦୋର: ସାରା ପୃଥିବୀରେ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନାର ଆଉ ଏକ ନୂଆ ଭେରିଅଣ୍ଟ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଏହା ଦେଖିବାକୁ ମିଳିଛି । ଏହାର ନାମ ବିଏ-୨ ପୋଲି ଜଣାପଡ଼ିଛି । ଏହି ନୂଆ ଭେରିଅଣ୍ଟରେ ଭୋପାଳର ୧୬ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ…

କେଶ ଓ ନିଶ ପାଇଁ କନେଷ୍ଟବଳ ନିଲମ୍ବିତ

ନୂଆଦିଲ୍ଲୀ: କନେଷ୍ଟବଳଙ୍କ ନିଆରା ଷ୍ଟାଇଲ । କେଶ ଓ ନିଶ ନକାଟିବାରୁ ଚାକିରି ହରାଇଲେ କନେଷ୍ଟବଳ । ଏଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ । କନେଷ୍ଟବଳଙ୍କୁ ତାଙ୍କ କେଶ ଓ ନିଶ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଛି । ପୋଲିସ ମହାନିରୀକ୍ଷକଙ୍କ ଦ୍ୱାରା ତାଙ୍କୁ ନିଲମ୍ବିତ…

ଉଦାହରଣ ସାଜିଲେ ଜିଲ୍ଲାପାଳ, ନିଜେ ରୋକିଦେଲେ ନିଜ ଦରମା

ଜବଲପୁର: ସାଧାରଣ ଲୋକଙ୍କ ଅଭିଯୋଗର ସମାଧନରେ ବିଳମ୍ବ ହେବାରୁ ନିଜକୁ ଦଣ୍ଡ ଦେଲେ ଜିଲ୍ଲାପାଳ । ନିଜେ ରୋକିଦେଲେ ନିଜ ଦରମା । ମଧ୍ୟପ୍ରଦେଶର ଜବଲପୁରର ଜିଲ୍ଲାପାଳ ନିଜେ ନିଜ ଦରମା ବନ୍ଦ କରି ଉଦାହରଣ ପାଲଟିଛନ୍ତି । ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ତାଙ୍କ ସହ ଥିବା ଅନ୍ୟ ଅଫିସରମାନଙ୍କ…

[ଭିଡିଓ] ପୋଷା କୁକୁରକୁ ଟେକିନେଲା ଚିତାବାଘ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ସିସିଟିଭି ଫୁଟେଜ ବହୁଳ ମାତ୍ରାରେ ଭାଇରାଲ୍ ହେଉଛି । ଅନ୍ଧାର ରାତିରେ କଏଦ ହୋଇଥିବା ଏହି ଭିଡିଓରେ ଗୋଟିଏ ଚିତାବାଘର ଲୋମଟାଙ୍କୁରା କାରନାମା ସାମ୍ନାକୁ ଆସିଛି । ଘଟଣାଟି ମଧ୍ୟପ୍ରଦେଶ ଛତରପୁରରେ ଘଟିଥିବା ଲୋକେ ଦାବି କରିଛନ୍ତି । ଏଥିରେ ଗୋଟିଏ…

[ଭିଡିଓ] ମୋବାଇଲ କିଣିବା ପାଇଁ ପ୍ରୋଶେସନରେ ଗଲେ ଚା’ ବିକାଳିଙ୍କ ପରିବାର

ମଧ୍ୟପ୍ରଦେଶ : ମୋବାଇଲ କିଣିବା ପାଇଁ ପ୍ରୋଶେସନ କରି ଗଲେ ପରିବାର । ଜଣେ ଚା' ବିକାଳି ମୋବାଇଲ କିଣିବା ପାଇଁ ଘୋଡା ଗାଡିରେ ବସି ମୋବାଇଲ ଦୋକାନ ଯାଏଁ ପ୍ରୋଶେସନ କରି ଯାଇଛନ୍ତି । ଏପରି ଦୃଶ୍ୟ ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ।କହିବାକୁ ଗଲେ ଏହି ଚା ବିକାଳି ଜଣକ ନିଜ…

[ଭିଡିଓ] ୧୫ ଫୁଟ୍ ଗଭୀର ବୋରୱେଲ୍‌ରୁ ଉଦ୍ଧାର ବର୍ଷକର ଶିଶୁକନ୍ୟା

ଭୁବନେଶ୍ୱର: ବର୍ଷକର ଶିଶୁକନ୍ୟା ଦୀର୍ଘ ୬ ଘଣ୍ଟା ଧରି ଜାରି ରଖିଥିଲା ଜୀବନ ସଂଘର୍ଷ । ଶେଷରେ ୧୫ ଫୁଟ୍ ଗଭୀର ବୋରୱେଲ୍‌ରୁ ଶିଶୁକନ୍ୟାକୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି । ଏହି ଘଟଣା ବିଷୟରେ ପଢିବା ଯେତିକି କଷ୍ଟଦାୟକ ଉଦ୍ଧାର ବେଳର ଦୃଶ୍ୟ ଦେଖିଲେ ଦେହ ଶୀତେଇ ଉଠେ । ଗତକାଲି…