Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ପୁଣି ୫୦ ହଜାର ମୁହାଁ ସେନ୍‌ସେକ୍ସ, ବଜେଟ୍‌ ପରେ ସେୟାର ମାର୍କେଟ୍‌ରେ ଝଡ଼

ମୁମ୍ୱାଇ: ଗତକାଲି ଉପସ୍ଥାପିତ ହୋଇଥିବା ୨୦୨୧-୨୨ ବଜେଟ୍‌ର ପ୍ରଭାବ ସେୟାର ବଜାରରରେ ଦେଖିବାକୁ ମିଳିଛି । ଏହାକୁ ନେଇ ନିବେଶକ ମହଲରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଜିର ସେୟାର ବଜାରରେ କାରବାର ଆରମ୍ଭ ହେବାବେଳକୁ ସୂଚକାଙ୍କରେ ବୃଦ୍ଧି ପରିଲିକ୍ଷିତ ହୋଇଛି । ସମୟ ୯.୩୮ ବେଳକୁ…

ଫେବୃଆରୀ ୬ରେ ଅଦାଲତରେ ହଜାର ହେବାକୁ ରାଜ ଠାକରେଙ୍କୁ କୋର୍ଟଙ୍କ ଆଦେଶ

ମୁମ୍ବାଇ:ମହାରାଷ୍ଟ୍ର ନବ ନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେଙ୍କୁ ନବୀ ମୁମ୍ବାଇର ଭାସି କୋର୍ଟ ଫେବୃଆରୀ ୬ ତାରିଖରେ ଅଦାଲତରେ ହଜାର ହେବାକୁ ଆଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ,ରାଜ ଠାକରେ ୨୦୧୪ ଜାନୁଆରୀ ୨୬ ତାରିଖରେ ଦଳର ସମ୍ମିଳନୀରେ ନିଜ ଅଭିଭାଷଣରେ ଟୋଲ ଗେଟ ବନ୍ଦ…

ଏକମାତ୍ର ଭାରତୀୟ ଭାବେ ନେହା ଜିତିଲେ ଏହି ନିଆରା ପୁରସ୍କାର !

ମୁମ୍ବାଇ: ଅନଷ୍ଟପେବଲ୍ ନେହା କକ୍କର । ଉଭୟ ପର୍ସନାଲ ଓ ପ୍ରଫୋସ୍ନାଲ ଲାଇଫରେ ଏହି ସିଙ୍ଗରଙ୍କ ରାଜୁତି କିଛି କମ୍ ନାହିଁ । ସଙ୍ଗୀତ ଦୁନିଆରେ ଏକ ଖାସ ପରିଚୟ ହାସଲ କରିବା ସହ ନିକଟରେ ରୋହନପ୍ରୀତଙ୍କୁ ବିବାହ କରି ସେ ପ୍ରେମରେ ବି ବିଜୟ ହାସଲ କରିଥଲେ । ତେବେ ପୁଣିଥରେ ଏକ ନିଆରା ପୁରସ୍କାର…

ମହାରାଷ୍ଟ୍ର ହସ୍ପିଟାଲ ଟ୍ରାଜେଡି: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ତଦନ୍ତ ନିର୍ଦ୍ଦେଶ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ଭଣ୍ଡାରା ସ୍ଥିତ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ସାରା ଦେଶରେ ଦୁଃଖପ୍ରକାଶ । 10 ଜଣ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗଭୀର ଦୁଋଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆହତ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।…

ମହାରାଷ୍ଟ୍ର ଭଣ୍ଡାରା ସ୍ଥିତ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ନବଜାତ ଜୀବନ୍ତ ଦଗ୍ଧ

ଭଣ୍ଡାରା (ମହାରାଷ୍ଟ୍ର): ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମହାରାଷ୍ଟ୍ର ଉଣ୍ଡାରାରେ ଅଗ୍ନିକାଣ୍ଡ ଘଟି ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ପରେ ଅନ୍ୟ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଭଣ୍ଡାରା ଜିଲ୍ଲା ଜେନେରାଲ୍ ହସ୍ପିଟାଲରେ ବିଳମ୍ବିତ ରାତି…

ପରଦାକୁ ଫେରୁଛନ୍ତି ଜିନତ୍ ଅମାନ୍

ମୁମ୍ବାଇ: ଅଭିନେତ୍ରୀ ଜିନତ୍ ଅମାନ୍ । ଦିନ ଥିଲା ଏହି ଅଭିନେତ୍ରୀ ବଲିଉଡରେ ସାଜିଥିଲେ ବୋଲ୍ଡ କ୍ୱିନ୍ । ହେଲେ ବୟସ ବଢିବା ସହ ଅଭିନୟ ଜଗତରେ ସେ ଏତେଟା ସକ୍ରିୟ ନୁହଁନ୍ତି । କାଁ ଭାଁ ଚଳଚ୍ଚିତ୍ର ଜରିଆରେ ସେ ଆଜି ବି ନିଜ ପରିଚୟ ବଂଚାଇ ରଖିଛନ୍ତି । ଶୁଣିବାକୁ ମିଳିଛି ଏକ ଫିଲ୍ମ ପାଇଁ ସେ…

ହ୍ରିତିକଙ୍କୁ ପ୍ରୀତି ଜିଣ୍ଟାଙ୍କ ୱେବ୍ ସିରିଜ୍ ଭେଟି !

ମୁମ୍ବାଇ: ହ୍ରିତିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଖୁବଶୀଘ୍ର ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ଡିଜିଟାଲ୍ ପ୍ଲାଟଫର୍ମରେ ପାଦ ଦେବାକୁ ଯାଉଛନ୍ତି । ତେବେ ଏଥିପାଇଁ ସେ ଭାରତ ନୁହେଁ ବରଂ ବିଦେଶରୁ ଅଫର୍ ପାଇଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ବି ବିଦେଶରୁ ଅଫର ପାଇ ହ୍ରିତିକ ୱେବ୍…

ସଙ୍ଗୀତ ପାଇଁ ଏକାଠି ହେଲେ ବଚ୍ଚନ ପରିବାର

ମୁମ୍ବାଇ: ନୂଆବର୍ଷକୁ ଟିକେ ନିଆରା ଅନ୍ଦାଜରେ ସ୍ୱାଗତ କରିବାକୁ ଯୋଜନା କରିଛି ବଚ୍ଚନ ପରିବାର । ବୋଧ ହୁଏ ସେଥିପାଇଁ ସମସ୍ତେ ଏକାଠି ହୋଇ ପହଂଚିଥିଲେ ରେକର୍ଡିଂ ଷ୍ଟୁଡିଓରେ । ଅଥଚ ସମସ୍ତେ ମାସ୍କ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାରେ ନଜର ଆସିଥିଲେ । ମୁମ୍ବାଇରେ ଏକ ଗୀତ ରେକର୍ଡିଂ…

ଅର୍ଜୁନଙ୍କୁ ଅପେକ୍ଷା କରିଛନ୍ତି ଦିଗାଙ୍ଗନା ସୂର୍ଯ୍ୟବଂଶୀ

ମୁମ୍ବାଇ: ବିଗତ ଦିନରେ ଦୁଇଦୁଇଥର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିଲେ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ମାମଲାରେ ତାଙ୍କ ଶାଳକ ଗିରଫ ହେବା ପରେ ଅର୍ଜୁନ ବାରମ୍ବାର ଏନସିବି କାର୍ଯ୍ୟାଳୟ ଦୌଡିଦୌଡି ନୟାନ୍ତ ହୋଇଗଲେଣି । ତଥାପି ଏହାର ପ୍ରଭାବ…

ଆଉ ରୋମାନ୍ସ କରିବାକୁ ପସନ୍ଦ କରୁନାହାନ୍ତି ପରିଣିତି

ମୁମ୍ବାଇ: ଚୁଲବୁଲି ହସ, ବିନ୍ଦାସ ଅଭିନୟ । ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ହୋଇଥିଲେ ବି ନିଜ ବଳରେ ବଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା । ପ୍ରଥମେ ରୋମାଣ୍ଟିକ ଫିଲ୍ମ କରିବାକୁ ସେ ପସନ୍ଦ କରୁଥିଲେ । ହେଲେ ଏବେ କିଛି ହଟ୍‌କେ କରିବାକୁ ଯୋଜନା କରିଛନ୍ତି ।…