Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ସଙ୍ଗୀତ ପାଇଁ ଏକାଠି ହେଲେ ବଚ୍ଚନ ପରିବାର

ମୁମ୍ବାଇ: ନୂଆବର୍ଷକୁ ଟିକେ ନିଆରା ଅନ୍ଦାଜରେ ସ୍ୱାଗତ କରିବାକୁ ଯୋଜନା କରିଛି ବଚ୍ଚନ ପରିବାର । ବୋଧ ହୁଏ ସେଥିପାଇଁ ସମସ୍ତେ ଏକାଠି ହୋଇ ପହଂଚିଥିଲେ ରେକର୍ଡିଂ ଷ୍ଟୁଡିଓରେ । ଅଥଚ ସମସ୍ତେ ମାସ୍କ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାରେ ନଜର ଆସିଥିଲେ । ମୁମ୍ବାଇରେ ଏକ ଗୀତ ରେକର୍ଡିଂ…

ଅର୍ଜୁନଙ୍କୁ ଅପେକ୍ଷା କରିଛନ୍ତି ଦିଗାଙ୍ଗନା ସୂର୍ଯ୍ୟବଂଶୀ

ମୁମ୍ବାଇ: ବିଗତ ଦିନରେ ଦୁଇଦୁଇଥର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିଲେ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ମାମଲାରେ ତାଙ୍କ ଶାଳକ ଗିରଫ ହେବା ପରେ ଅର୍ଜୁନ ବାରମ୍ବାର ଏନସିବି କାର୍ଯ୍ୟାଳୟ ଦୌଡିଦୌଡି ନୟାନ୍ତ ହୋଇଗଲେଣି । ତଥାପି ଏହାର ପ୍ରଭାବ…

ଆଉ ରୋମାନ୍ସ କରିବାକୁ ପସନ୍ଦ କରୁନାହାନ୍ତି ପରିଣିତି

ମୁମ୍ବାଇ: ଚୁଲବୁଲି ହସ, ବିନ୍ଦାସ ଅଭିନୟ । ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ହୋଇଥିଲେ ବି ନିଜ ବଳରେ ବଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା । ପ୍ରଥମେ ରୋମାଣ୍ଟିକ ଫିଲ୍ମ କରିବାକୁ ସେ ପସନ୍ଦ କରୁଥିଲେ । ହେଲେ ଏବେ କିଛି ହଟ୍‌କେ କରିବାକୁ ଯୋଜନା କରିଛନ୍ତି ।…

ପୁଣି ଏକାଠି ହେବେ ଅଲ୍ଲି, ବରୁଣ ଓ ପୁଲକିତ, ଆସୁଛି ଫୁକ୍‌ରେ-୩

ମୁମ୍ବାଇ: ଦୁଇଦୁଇଥର ସ୍ଲିପର ହିଟ୍ ସାବ୍ୟସ୍ତ ହୋଇଥିଲା ଫିଲ୍ମ ଫୁକରେର ଦୁଇଟି ପାର୍ଟ । ୨୦୧୩ ଓ ୨୦୧୭ ପରେ ଏହାର ଥାର୍ଡ ପାର୍ଟ ରିଲିଜ ହେବାକୁ ଯାଉଛି । ପୁଣି ଦେଖିବାକୁ ମିଳିବ ଅଲ୍ଲି ଫୈଜଲ, ବରୁଣ ଶର୍ମା, ପୁଲକିତ ସମ୍ରାଟ ଓ ମନଜୋତ ସିଂଙ୍କ ତଗଡା କମିକ୍ କେମିଷ୍ଟ୍ରୀ । ଚଳିତବର୍ଷ…

ଖ୍ରୀଷ୍ଟମାସକୁ ନେଇ ଚର୍ଚ୍ଚାରେ ସଲମାନଙ୍କ ନିଆରା ସନ୍ଦେଶ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ । ଖ୍ରୀଷ୍ଟମାସ ଅବସରରେ ବେଶ ନିଆରା ଅନ୍ଦାଜରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠି ସଲିବ୍ରିଟିମାନେ ନିଜ ସେଲିବ୍ରେସନର ଭିଡିଓ ସେୟାର କରିଛନ୍ତି, ସେଠି ସଲମାନ କିନ୍ତୁ ସବୁ ଧର୍ମକୁ ନେଇ ଏକ ପ୍ରେମଭରା ସନ୍ଦେଶ ଦେଇଛନ୍ତି । ଭିଡିଓରେ…

ୱେବ୍ ସିରିଜ ମୁହାଁ ହେଲେ ସାହିଦ କାପୁର !

ମୁମ୍ବାଇ: ଫିଲ୍ମ କବୀର ସିଂର ସଫଳତା ପରେ ସହିଦ କାପୁରଙ୍କ ଦବଦବା ବଲିଉଡରେ ଢେର ବଢିଛି । ସେଥିପାଇଁ ତାଙ୍କୁ ଗୋଟିଏ ପରେ ଗୋଟିଏ ଅଫର ଆସିବାରେ ଲାଗିଛି । ନିକଟରେ ସେ ଫିଲ୍ମ ଜର୍ସିର ସୁଟିଂ ସାରିଥିଲେ । ହେଲେ ଏବେ ସେ ୱେବ୍ ସିରିଜ ପ୍ରତି ମନ ବଳାଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ…

ଗୁରୁ ରନ୍ଧାୱାଙ୍କ ସହ କାହିଁକି ଯୋଡିଛି ମୃଣାଳଙ୍କ ନାଁ ?

ମୁମ୍ବାଇ: ଟିଭି ପରଦାରୁ ଜଣେ ସଫଳ ଫିଲ୍ମ ଅଭିନେତ୍ରୀ ବନିପାରିଛନ୍ତି ମୃଣାଳ ଠାକୁର । ବ୍ୟକ୍ତିଗତ ଜୀବନରେ ଝଡ ଉଠିଥିଲେ ବି ତାଙ୍କ ପ୍ରଫେସ୍ନାଲ କ୍ୟାରିଅର ସୁରୁଖୁରୁରେ ଚାଲିଛି । ଏଇ ନିକଟରେ ସେ ସାହିଦ କାପୁରଙ୍କ ସହ ଫିଲ୍ମ ଜର୍ସିର ସୁଟିଂ ସାରିଛନ୍ତି । ଆଗକୁ ରାମ ମାଧବାନୀଙ୍କ ଫିଲ୍ମ…

ରିୟଲ ନୁହେଁ ରିଲ୍‌ରେ ଗର୍ଭବତୀ ନେହା କକ୍କର !

ମୁମ୍ବାଇ: ବିବାହ କରିବାର ଦୁଇମାସ ପରେ ଗର୍ଭବତୀ ଅଛନ୍ତି ନେହା କକ୍କର । ଏହି ଖବର କାଲିଠୁ ଆଜି ଯାଏଁ ପ୍ରାୟ ସମସ୍ତ ଖବର କାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଚହଳ ଖେଳାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ବି କିଛି ଲୋକ ନେହା ଓ ରୋହନପ୍ରୀତଙ୍କୁ ବଧେଇ ଜଣାଇଥିଲାବେଳେ ଅନେକ…

ଦର୍ଶକଙ୍କ ପାଇଁ ଫାଣ୍ଟମ୍ ସାଜିବେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ଯାହା ଜଣାପଡୁଛି ବଲିଉଡରେ ଏବେ ସୁପରହିରୋ କ୍ରେଜ ଜୋର ଧରିଛି । ବୋଧ ହୁଏ ସେଥିପାଇଁ ଗୋଟିଏ ପରେ ଗୋଟିଏ ସୁପରହିରୋ ଥିମର ମୁଭି ପାଇପ୍ ଲାଇନ୍‌ରେ ରହିଛି । ଆଗାମୀ ଦିନରେ ଫିଲ୍ମ ବ୍ରହ୍ମାସ୍ତ୍ରରେ ରଣବୀର କାପୁରଙ୍କୁ ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ହ୍ରିତିକ…

ଅଜୟଙ୍କ ଫିଲ୍ମରେ ଅଭିନୟ କରିବେ ଦୁଇ ଷ୍ଟାରକିଡ୍

ମୁମ୍ବାଇ: କିଛି ଅଲଗା କରିବାର ଝୁଙ୍କ ସବୁବେଳେ ଅଜୟ ଦେବଗନଙ୍କ ନିକଟରେ ଦେଖିବାକୁ ମିଳେ । ବୋଧ ହୁଏ ଏଥିପାଇଁ ସେ ଏକ ତେଲୁଗୁ ଫିଲ୍ମର କପି ରାଇଟ୍ସ ହାତେଇଛନ୍ତି । ଖାସ ହିନ୍ଦୀ ଭର୍ସନରେ ସେହି ତେଲୁଗୁ ଫିଲ୍ମଟିକୁ ନିର୍ମାଣ କରିବା ପାଇଁ । ତେବେ ଏହି ଫିଲ୍ମରେ ଅଜୟ ଅଭିନେତା ନୁହେଁ ବରଂ…