Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ତାମିଲ ଫିଲ୍ମ ପ୍ରେମରେ ଜାହ୍ନବୀ କାପୁର, ଯିବେ ପଂଜାବ !

ମୁମ୍ବାଇ: ଜାନୁଆରୀ ମାସରେ ପଂଜାବରେ ଡେରା ପକାଇବେ ସ୍ୱର୍ଗତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର । ଏଥିପାଇଁ କାରଣ ସାଜିଛନ୍ତି ଫିଲ୍ମ ନିର୍ମାତା ଆନନ୍ଦ ଏଲ୍ ରୟ । ଖୁବଶୀଘ୍ର ଆନନ୍ଦ ଏକ ତାମିଲ ସୁପରହିଟ୍ ଫିଲ୍ମର ହିନ୍ଦୀ ରିମେକ୍ ଭର୍ସନ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ…

ଶେଷରେ ସକିଲାକୁ ମିଳିଲା ଗ୍ରୀନ୍ ସିଗନାଲ୍

ମୁମ୍ବାଇ: ଫିଲ୍ମ ସକିଲାକୁ ନେଇ ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତ୍ରୀ ରିଚା ଚଢା । ତେବେ ଖୁବଶୀଘ୍ର ଏହି ଚର୍ଚ୍ଚାର ଅନ୍ତ ଘଟିବାକୁ ଯାଉଛି । କାହିଁକି ନା ନିକଟରେ ଫିଲ୍ମ ସକିଲାର ରିଲିଜ୍ ଡେଟ୍ କନଫର୍ମ ହୋଇଛି । ଦେଶର ଅଧିକାଂଶ ସିନେମା ହର ଖୋଲିଥବାବେଳେ ଖ୍ରୀଷ୍ଟମାସ ଅବସରରେ ରିଲିଜ୍…

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ମୁମ୍ବାଇ: ବର୍ଷ ୨୦୨୦ରେ ଯେମିତି ବଲିଉଡକୁ ଅମାବାସ୍ୟାର କଳା ବାଦଲ ଘେରି ରହିଛି । ଚଳିତବର୍ଷ ଅନେକ ଜଣାଶୁଣା କଳକାରଙ୍କ ନିଧନ ହୋଇଥିଲାବେଳେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାର୍ଗିଲରେ ଏକ ଫିଲ୍ମର ସୁଟିଂ ଚାଲିଥିଲାବେଳେ ସୁଟିଂ…

ବିବେକଙ୍କ ସହ ଅଭିନୟ କରିବେ ଅର୍ବାଜ, ରାଜି ହେବେ ତ ସଲମାନ୍ ?

ମୁମ୍ବାଇ: ଆଗକୁ ଆସୁଛି ବିବେକ ଓବରେୟଙ୍କ ବଲିଉଡ ମୁଭି ରୋଜି - ଦ ସାଫ୍ରୋନ୍ ଚ୍ୟାପ୍ଟର । ଏହି ଫିଲ୍ମ ଜରିଆରେ ଟିଭି ଅଭିନେତ୍ରୀ ସ୍ୱେତା ତିୱାରୀଙ୍କ ଲାଡ୍‌ଲି ପଲକ ବଲିଉଡରେ ଡେବ୍ୟୁ କରୁଛନ୍ତି । ତେବେ ଏହି ଫିଲ୍ମଟି ବଲିଉଡରେ ପଲକଙ୍କ ଡେବ୍ୟୁ କରିବା ନେଇ ଚର୍ଚ୍ଚାରେ ନାହିଁ । ବରଂ ଏଥିରେ…

ରାସ୍ତାକଡରେ ବିରିଆନୀ ବିକୁଛନ୍ତି ଫାଇଭ୍ ଷ୍ଟାର୍ ହୋଟେଲ୍ ସେଫ୍ !

ମୁମ୍ବାଇ: କରୋନା ମହାମାରୀ ନିକଟରେ ବନ୍ଧା ପଡିଥିଲା ସମଗ୍ର ବିଶ୍ୱ । ଏବେ ଧୀରେଧୀରେ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି । ତଥାପି ଅନେକ ଲୋକ ଏହି ମହାମାରୀର ପ୍ରଭାବରେ ଚାକିରୀ ହରାଇ ଅନ୍ୟ ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି ଜଣେ ଫାଇଭ୍ ଷ୍ଟାର୍ ହୋଟେଲ…

ବିବାହ କଲେ ଅଭିନେତା ସାହିର୍ ଶେଖ୍

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ସାହିର ଶେଖ୍ । ରୁଚିକା କାପୁରଙ୍କ ସହ ଦୀର୍ଘଦିନ ଧରି ପ୍ରେମ ସଂପର୍କରେ ରହିବା ପରେ ଶେଷରେ ଶୁକ୍ରବାର ଦୁହେଁ ପରସ୍ପରକୁ ବିବାହ କରିଛନ୍ତି । କରୋନା ପାଇଁ ଧୁମ୍‌ଧାମ୍‌ରେ ନୁହେଁ ବରଂ ଦୁହେଁ କୋର୍ଟ ମ୍ୟାରେଜକୁ ପସନ୍ଦ କରିଥିଲେ । ତେବେ…

ଆଜିଠୁ ସିଙ୍ଗଲ୍ ନାହାଁନ୍ତି ମିର୍ଜାପୁରର ରବିନ୍

ମୁମ୍ବାଇ: ଚର୍ଚ୍ଚିତ ୱେବ୍ ସିରିଜ ମିର୍ଜାପୁର ସିଜିନ-୨ । ଏଥିରେ ୟେ ଭି ଠିକ୍ ହୈ ଭଳି ପଂଚ ଲାଇନ୍ କହି ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତା ପ୍ରିୟାଂଶୁ ପେନ୍ୟୁଲି । ଏହି ଅଭିନେତା ନିଜ ପ୍ରେମିକା ଅଭିନେତ୍ରୀ ତଥା ଡାନ୍ସର ବନ୍ଦନା ଜୋଶୀଙ୍କୁ ବହୁ ପୂର୍ବରୁ ବିବାହ କରିବାକୁ ଯୋଜନା…

ପାହ୍ୟା ସାଧାରଣ, କର୍ମ ଅସାଧାରଣ !

ନନ୍ଦୁରବାର: ପେଶାରେ ଜଣେ ସାଧାରଣ ଅଙ୍ଗନୱାଡି କର୍ମୀ । ହେଲେ ଲୋକଙ୍କ ପାଖରେ ସେ ପାଲଟିଛନ୍ତି ଭଗବାନ ସଦୃଶ । ସ୍ୱଳ୍ପ ଆୟ, ଅସ୍ଥାୟୀ ଚାକିରୀ । ହେଲେ ମନରେ ନାହିଁ କୌଣସି ଅବଶୋଷ । ନିଃସ୍ୱାର୍ଥପର ଭାବେ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଅବିରତ ଖଟି ଚାଲିଛନ୍ତି । ଏପରିକି କି କରୋନା…

ଏକାଠି ଅଭିନୟ କରିବେ ଶାହରୁଖ, ସଲମାନ ଓ ହ୍ରିତିକ୍ !

ମୁମ୍ବାଇ: ଦୁଇବର୍ଷର ମୌନବ୍ରତ ଭାଙ୍ଗି ଅପକମିଂ ପ୍ରୋଜେକ୍ଟ ପଠାନ୍‌ର ସୁଟିଂରେ ସାମିଲ ହୋଇଛନ୍ତି କିଙ୍ଗଖାନ୍ ଶାହରୁଖ । ଫଲ୍ମର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ସମ୍ଭାଳିଥିବାବେଳେ ଏଥିରେ ଦମ୍‌ଦାର ଆକ୍ସନ୍‌, ରୋମାନ୍ସ ଓ ସସ୍ପେନ୍ସ ସିକ୍ୱେନ୍ସ ମଧ୍ୟ ଦେଖିବାକୁ ମିଳିବ ।…

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି…