Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

“ଦ ହ୍ୱାଇଟ୍ ଟାଇଗର”ରେ ଆସୁଛନ୍ତି ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: ନୂଆ ପ୍ରୋଜେକ୍ଟରେ ନଜର ଆସିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ଫିଲ୍ମର ଟାଇଟଲ ରହିଛି 'ଦ ହ୍ୱାଇଟ୍ ଟାଇଗର' । ଏ ନେଇ ଖୋଦ ପ୍ରିୟଙ୍କା ସୋସିଆଲ ମିଡିଆରେ କନଫର୍ମ କରିବା ସହ ଫିଲ୍ମର ପୋଷ୍ଟର ବି ଶେୟାର କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି…

ହାଇଦ୍ରାବାଦ ପରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା

ମୁମ୍ବାଇ: ଲଘୁଚାପଜନିତ ଲଗାଣ ବର୍ଷାରେ ହାଇଦ୍ରାବାଦରେ ଜଳ ପ୍ରଳୟ ସୃଷ୍ଟି ହେଲା । ଏପଟେ ମୁମ୍ବାଇ ଓ ପୁଣେରେ ବି ବିତ୍ପାତ । ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଛି । ବର୍ଷୁଛି ଯେ ବର୍ଷୁଛି । ଲଗାଣ ବର୍ଷା ଯୋଗୁ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ବଢୁଛି ଜଳସ୍ତର । #WATCH Heavy…

ନାବାଳିକାକୁ ବଳାତ୍କାର ଅଭିଯୋଗ: ପିତା, ବୟଫ୍ରେଣ୍ଡ ଗିରଫ

ଥାନେ: ମହାରାଷ୍ଟ୍ରର ଜଣେ ୧୭ବର୍ଷର ବାଳିକାକୁ ତାଙ୍କ ପିତା ଏବଂ ପ୍ରେମିକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଯାହା ପରେ ସେ ଗର୍ଭବତୀ ହୋଇଥିଲେ ବୋଲି ସୋମବାର ପୋଲିସ କହିଛି। ପୋଲିସ କହିଛି ଯେ ଉଭୟ ଅଭିଯୁକ୍ତ, ୫୧ ବର୍ଷୀୟ ପୀଡିତାଙ୍କ ପିତା ଯିଏ ସ୍କୁଲ ଶିକ୍ଷକ ଭାବରେ କାର୍ଯ୍ୟ…

ଗ୍ରୀଡ୍ ଫେଲ: ଅନ୍ଧାରରେ ମାୟାନଗରୀ, ଲୋକାଲ୍ ଟ୍ରେନ୍ ସେବା ଠପ୍

ମୁମ୍ବାଇ: ମୁମ୍ବାଇରେ ଗ୍ରୀଡ଼ ଫେଲ୍ । ବଡ଼ ଧରଣର ବିଜୁଳି ବିଭ୍ରାଟ । ମାୟାନଗରରୀ ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । କୋଲାବ, ବାନ୍ଦ୍ରା, ଥାନେ ଆଦି ଅଞ୍ଚଳରେ ବିଜୁଳି ସେବା ସକାଳୁ ସକାଳୁ ବନ୍ଦ ହୋଇଛି । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ । ବିଦ୍ୟୁତ…

ପାକିସ୍ତାନର ଆଇଏସଆଇକୁ ଗୁପ୍ତ ସୂଚନା ଯୋଗାଉଥିବା ଅଭିଯୋଗରେ ହାଲ୍ କର୍ମଚାରୀ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ର ଏଟିଏସ୍ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ଏଜେନ୍ସିକୁ ଯୁଦ୍ଧ ବିମାନ ବିଷୟରେ ଗୁପ୍ତ ସୂଚନା ଯୋଗାଇଦେବା ଅଭିଯୋଗରେ ଜଣେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) କର୍ମଚାରୀଙ୍କୁ ଗିରଫ କରିଛି। ଦୀପ ଶିରସାଥ ନାମକ ୪୧ ବର୍ଷୀୟ…

ଟାଟ୍ଟୁ ଆର୍ଟିଷ୍ଟ ପାଲଟିଲେ ବଲିଉଡ ସୁପରଷ୍ଟାରଙ୍କ ଝିଅ !

ମୁମ୍ବାଇ: ନେପୋଟିଜମକୁ ନା କହିଲେ ବଲିଉଡର ଜଣେ ସୁପରଷ୍ଟାରଙ୍କ ଲାଡଲି । ଅଭିନେତ୍ରୀ ବଦଳରେ ଟାଟ୍ଟୁ ଆର୍ଟିଷ୍ଟ ହେବାକୁ ପସନ୍ଦ କଲେ । ତେବେ ଏ କଥା ଆମେ କହୁନୁ ବରଂ ଖୋଦ ଆମିର ଖାନଙ୍କ ଝିଅ ସୋସିଆଲ ମିଡିଆରେ ଜଣାଇଛନ୍ତି । View this post on…

ଆଲିୟାଙ୍କ ଭରଷା ସଂଜୟ ଲିଲା ଭଂସାଲୀ !

ମୁମ୍ବାଇ: ବାପା ମହେଶ ଭଟ୍ଟଙ୍କ ଫିଲ୍ମ 'ସଡକ୍‌-୨' ସୁପର୍‌ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମର ବିଫଳତାକୁ ଏଡାଇ ପୁଣିଥରେ ଉଠି ଛିଡାହେବାକୁ ଚେଷ୍ଟା କରୁଛନ୍ତି ଆଲିୟା ଭଟ୍ଟ । ଏଥିପାଇଁ ସେ ଏବେ ସଂଜୟ ଲିଲା ଭଂସାଲୀଙ୍କ ସାହାରା ନେଇଛନ୍ତି । ଆରମ୍ଭ ହୋଇଛି ଫିଲ୍ମ 'ଗଙ୍ଗୁବାଇ…

ଫିଲ୍ମ ‘ଭୁଲ ଭୁଲୈୟା-୨’କୁ ନେଇ ଆସିଲା ନୂଆ ଖବର !

ମୁମ୍ବାଇ: ଲକ୍‌ଡାଉନ୍ ଅନ୍‌ଲକ୍ ପରେ ଅନେକ ଫିଲ୍ମ ପ୍ରୋଜେକ୍ଟ ଏବେ ସକ୍ରିୟ ହୋଇଛି । ଏହି ତାଲିକାରେ ଫିଲ୍ମ 'ଭୁଲ୍ ଭୁଲୈୟା-୨' ବି ସାମିଲ ହୋଇଛି । କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀ ଷ୍ଟାରର ଏହି ଫିଲ୍ମର ସୁଟିଂ ଡିସେମ୍ବର କିମ୍ବା ଜାନୁଆରୀରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।…

ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲ -୧୨ର ସୁଟିଂ !

ମୁମ୍ବାଇ: କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲର ନୂଆ ସିଜିନ୍‌ର ସୁଟିଂ । ଗୁରୁବାର ସୁଟିଂ ଆରମ୍ଭ ହୋଇଥିଲାବେଳେ ସମସ୍ତ ଜଜ୍ ପ୍ରତିଯୋଗୀଙ୍କ ଅଡିସନ୍ ନେବା ଆରମ୍ଭ କରିଛନ୍ତି । ମୁମ୍ବାଇର ଫିଲ୍ମ ସିଟିରେ ସିଙ୍ଗିଂ ରିୟାଲିଟି ସୋ'ର ଫାଇନାଲ ରାଉଣ୍ଡ ଅଡିସନରେ ହିମେଶ ରେଶମିୟାଁ,…

ମହାରାଷ୍ଟ୍ରରେ ବ୍ୟାପିଲା ମାରାତ୍ମକ କଙ୍ଗୋ ଜ୍ୱର!!

ପାଲଘର: ମହାରାଷ୍ଟ୍ରରେ କଙ୍ଗୋ ଜ୍ୱରର ସମ୍ଭାବ୍ୟ ବିସ୍ତାର ବିରୁଦ୍ଧରେ ପାଲଘର ପ୍ରଶାସନ ମଙ୍ଗଳବାର କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କହିଛି। କ୍ରିମିନ କଙ୍ଗୋ ହେମୋରେଜିକ୍ ଜ୍ୱର (CCHF), ସାଧାରଣତଃ କଙ୍ଗୋ ଜ୍ୱର ଭାବରେ ଜଣାଶୁଣା,ଯାହା ଟିକ୍ ପୋକ ମାଧ୍ୟମରେ ମଣିଷଦେହରେ ବ୍ୟାପିଥାଏ ।…