Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ନିଲାମ ହେଉଛି ଦାଉଦର ସମ୍ପତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ସମ୍ପତିକୁ ସାଫେମା(ସ୍ମଗଲର ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମାନିପୁଲେଟର୍ସ ଆକ୍ଟ) ନିୟମ ଅନୁସାରେ ନିଲାମ କରାଯାଉଛି । ରତ୍ନଗିରିରେ ଥିବା ଦାଉଦଙ୍କ ପୈତୃକ ଘରକୁ ୧୧,୨୦,୦୦୦ରେ ବିକ୍ରି କରାଯାଇଛି । ଦିଲ୍ଲୀର ଓକିଲ ଅଜୟ ଶ୍ରୀବାସ୍ତବ ଏହି ନିଲାମ…

ନିଜ ପ୍ରଚାର ପାଇଁ ୱେବ୍‌ସାଇଟ୍ ଲଂଚ କଲେ ଅଭିନେତ୍ରୀ ଜରିନ୍ ଖାନ !

ମୁମ୍ବାଇ: ଚଳିତବର୍ଷ ପରସ୍ପର ସହ ସମ୍ପର୍କ ରଖିବା ଲାଗି ଡିଜିଟାଲ୍ ଟେକ୍ନୋଲଜି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଖାସ କରି କରୋନା ଲକ୍‌ଡାଉନ୍ ଭଳି ପରିସ୍ଥିତି ପାଇଁ ଡିଜିଟାଲାଇଜେସନ୍‌ରେ ବହୁ ଉନ୍ନତି ହୋଇଛି । ଏପରି ସ୍ଥିତିରେ ନିଜ ଫ୍ୟାନମାନଙ୍କ ସହ ଯୋଡି ହୋଇ ରହିବା ପାଇଁ ବଲିଉଡ…

ବଲିଉଡ ମୁହାଁ ହେଲେ ତନୁଶ୍ରୀ ଦତ୍ତା !

ମୁମ୍ବାଇ: ୨୦୧୮ରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତନୁଶ୍ରୀ ଦତ୍ତା । ଅଭିଯୋଗ ଥିଲା ୨୦୦୮ରେ ଫିଲ୍ମ ହର୍ନ ଓକେର ସୁଟିଂ ସେଟ୍‌ରେ ନାନା ପାଟେକର ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । ସେବେଠୁ ବଲିଉଡରେ ଆରମ୍ଭ ହୋଇଥିଲା ମି ଠୁ ଅଭିଯାନ । ଏହି ଘଟଣା ପରଠୁ…

ୱେବ୍ ସିରିଜ୍ ଦୁନିଆରେ ପାଦ ଦେଲେ କମେଡିଆନ୍ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲଙ୍କ ସହ ତିକ୍ତତା ପରେ ଏକାଧିକ ପ୍ରୋଜେକ୍ଟରେ ସାମିଲ ହୋଇ ସୁଦ୍ଧା ସଫଳ ହୋଇନଥିଲେ ସୁନୀଲ ଗ୍ରୋଭର । ତେବେ ଫିଲ୍ମ ଜଗତରେ କିଛିଟା ସଫଳତା ହାସଲ କରିଥିବା ସୁନୀଲ ଆଗାମୀ ଦିନରେ କିନ୍ତୁ ୱେବ୍ ସିରିଜ୍‌ରେ ନଜର ଆସିବେ । ୱେବ୍ ସିରିଜ୍‌ର ଟାଇଟଲ୍ ସନ୍‌ଫ୍ଲାୱାର ଥିବାବେଳେ…

ପୁଣିଥରେ ଗୋଟିଏ ଫିଲ୍ମରେ ସଲମାନ ଓ ଶାହରୁଖ !

ମୁମ୍ବାଇ: ବଲିଉଡର ଦୁଇ ସୁପରଷ୍ଟାର୍ ଖାନ, ଶାହରୁଖ ଓ ସଲମାନ । ପୁଣିଥରେ ଅନ୍‌ସ୍କ୍ରିନ୍‌ରେ ଏକାଠି ନଜର ଆସିବେ । ଆଉ ତା ପୁଣି କୌଣସି ରିୟାଲିଟି ସୋ କିମ୍ବା ସିରିଜରେ ନୁହେଁ । ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ୍‌ରେ ସଲ୍ଲୁମିଆଁଙ୍କୁ ଦେଖିବାକୁ ମିଳିବ । ରିପୋର୍ଟ ଯଦି ସତ ହୁଏ,…

[ଭିଡିଓ] ବ୍ୟାଙ୍କ ଏଟିଏମ୍‌ରେ ମିଳୁଛି ଫଳରସ !

ମହାରାଷ୍ଟ୍ର: ଏଥର ଏଟିଏମ୍‌କୁ ଟଙ୍କା ଉଠାଣ କରିବାକୁ ଗଲେ ମିଳିବ ତାଜା ଫଳରସ । ଏଟିଏମ୍‌ରେ ଲାଗିଥିବା ଏୟାର କଣ୍ଡିସନ୍‌ର ମଜା ନେଇ ଚୌକିରେ ବସି ପିଇପାରିବେ ଫଳରସ । ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । କୌଣସି ସରକାରୀ ଯୋଜନା ଅଧିନରେ ଏହି ସୁବିଧା ଉପଲବ୍‌ଧ ହୋଇନି । ବରଂ…

ୱେବ୍ ସିରଜ୍ ଦେଖି ୭୫ ଜଣଙ୍କ ଜୀବନ ବଂଚାଇଲା ନାବାଳକ !

ମହାରାଷ୍ଟ୍ର: ଡୋମ୍ବିଭଲିରେ ଗୁରୁବାର ସକାଳୁସକାଳୁ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଥିଲା । ହେଲେ ବିଲ୍ଡିଂରେ ୭୦ରୁ ଅଧିକ ଲୋକ ରହୁଥିଲାବେଳେ ଏକ ନିଶ୍ଚିତ ଅଘଟଣରୁ ସମସ୍ତେ ବର୍ତ୍ତିଯାଇଛନ୍ତି । ତେବେ ଭାଗ୍ୟ ନୁହେଁ ବରଂ ଜଣେ ନାବାଳକର ୱେବ୍ ସିରିଜ ନିଶା ପାଇଁ ଏଭଳି ଚମତ୍କାର ଘଟିଥିଲା ।…

ଫେସ୍‌ବୁକ୍‌ରେ ବନ୍ଧୁତା କରି ଛୁରାମାଡ ଖାଇଲେ ଅଭିନେତ୍ରୀ !

ମୁମ୍ବାଇ: ମହଙ୍ଗା ପଡିଲା ଫେସ୍‌ବୁକରେ ବନ୍ଧୁତା । ପ୍ରେମ ନିବେଦନକୁ ନା ଓ ବିବାହକୁ ମନା କରିବାରୁ ଟେଲି ଅଭିନେତ୍ରୀଙ୍କୁ ଛୁରାମାଡ । ଛୁରାମାଡରେ ଅଚେତ ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର୍ ଅଛି । ସୋମବାର ଅଭିନେତ୍ରୀ ମାଲବୀ…

ପୁଣି ମହେଶ ଭଟ୍ଟଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଛନ୍ଦି ହୋଇଥିବା ମହେଶ ଭଟ୍ଟ ଆଉ ଏକ ଅଭିଯୋଗକୁ ନେଇ ଚିନ୍ତାରେ ପଡିଛନ୍ତି । ବଲିଉଡର ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଆଣିଛନ୍ତି ନିର୍ଯ୍ୟାତନା ଅଭିଯୋଗ । ଏକ ଭିଡିଓ ଜରିଆରେ ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲାବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ୍…

ବସ୍ ଷ୍ଟପ୍ ଉଭାନ୍‌, ସୂଚନା ଦେଲେ ମିଳିବ ମୋଟା ଅଙ୍କର ଅର୍ଥ !

ମହାରାଷ୍ଟ୍ର: ଜନଗହଳିପୂର୍ଣ୍ଣ ଅଂଚଳରେ ପକେଟ୍‌ମାର୍ କିମ୍ବା କୌଣସି ସାମଗ୍ରୀ ଚୋରି ହେବା କିଛି ବଡ କଥା ନୁହେଁ । ଏପରିକି ବସ୍ କିମ୍ବା ଟ୍ରକ୍ ଭଳି ଭାରିଯାନ ବି ଚୋରି ଭଳି ମାମଲା ସାଧାରଣ ପାଲଟିଛି । ହେଲେ ଯଦି ବସ୍ ଷ୍ଟପ୍ ଉଭାନ ହୋଇଯାଏ । ଆଉ ତା ପୁଣି ଥାନାବାବୁଙ୍କ କାର୍ଯ୍ୟାଳୟ ପାଖରୁ ।…