Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ସାଉଥ୍ ଅଭିନେତା ପ୍ରକାଶ ରାଜ୍ ଙ୍କୁ ହତ୍ୟା ଧମକ ! ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ମାମଲା ରୁଜ୍ଜୁ

ମୁମ୍ବାଇ: ଦକ୍ଷିଣ ଅଭିନେତା ପ୍ରକାଶ ରାଜ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ମନ୍ତବ୍ୟ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି  ।  ଅନେକ ଥର ସେ ଏପରି ମନ୍ତବ୍ୟ ଦିଅନ୍ତି ଯାହା ଭାବନାକୁ ଆଘାତ ପହଞ୍ଚାଏ , ତା ପରେ ବିବାଦ ଗମ୍ଭୀର ହୋଇଯାଏ  । ନିକଟରେ ସେ…

ପୁତ୍ର ସନ୍ତାନର ମାଆ ହେଲା ଆଇଏଏସ୍ ଟିନା ଡାବି: ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ଘରକୁ ଆସିଲା କୁନି ଅତିଥି  । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି  । ପୁରା ଘରେ ଏବେ ଖୁସିର ମାହୋଲ  । ଟିନା ଜୟପୁରର ଏକ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି  । ପରିବାରରେ ଏକ ନୂଆ ଅତିଥିଙ୍କ ଆଗମନ ପରେ ଚାରିଆଡୁ…

ମହାରାଷ୍ଟ୍ର ଥାନେରେ ଭୁଶୁଡିଲା ୫୦ ବର୍ଷର ପୁରୁଣା କୋଠା, ୨ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଥାନେରେ ଅଭାବନୀୟ ଘଟଣା ଘଟିଛି  । ଏକ ୫୦ ବର୍ଷ ପୁରୁଣା କୋଠା ଭୁଶୁଡି ପଡିଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି  । ଗତକାଲି ୪ ମହଲା ବିଶିଷ୍ଟ ଆବାସିକ କୋଠାଟି ଭୁଶୁଡି ପଡିଥିଲା  । ଫଳରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା  । ଜଣେ ମହିଳାଙ୍କ…

ରହସ୍ୟମୟ ଦୁର୍ଗ: ଏଠାକୁ ଯିବା ତ ସହଜ କିନ୍ତୁ ଫେରିବା କଷ୍ଟ

ମୁମ୍ବାଇ: ଭାରତରେ ଏପରି ଅନେକ ଦୁର୍ଗ ଅଛି ଯାହା ରହସ୍ୟରେ ଘେରି ହୋଇ ରହିଛି । ଯାହା ଦେଖିବାକୁ ତ ବହୁତ ସୁନ୍ଦର ଲାଗିଥାଏ ମାତ୍ର ସେଠାକୁ ଗଲେ ଲୋକ ମୃତ୍ୟୁ ମୁଖରେ ପଟିଥାନ୍ତି । ତେବେ ଆମ ଦେଶରେ ଏପରି ଏକ ଦୁର୍ଗ ଅଛି ଯେଉଁଠିକି କେହିବି ତ ସହଜରେ ଯାଇପାରିବ ମାତ୍ର ସେଠାରୁ ଫେରିବା ଏତେ ସହଜ…

ଅକ୍ଷୟ କୁମାର @ 56 : ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି  । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା  । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି  । ଏ ନେଇ ଆଜି ସକାଳୁ ସେ ମହାକାଳ ମନ୍ଦିରରେ ପହଞ୍ଚି ପ୍ରଭୂଙ୍କୁ ଦର୍ଶନ କରିଛନ୍ତି  । ଅକ୍ଷୟ ତାଙ୍କ ପରିବାର ସହ ଆସି…

ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ ଅଘଟଣ: ପିରାମିଡ ଭାଙ୍ଗି ୧୯୫ ଆହତ

ମୁମ୍ବାଇ: ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଅନୁଷ୍ଠିତ ହୋଇଯାଇଛି ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ । ଏହାରି ଭିତରେ ମୁମ୍ବାଇ ସହରରେ ଘଟିଛି ବଡ ଅଘଟଣ । ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅନେକ ଯୁବକ ପିରାମିଡ ଭାଙ୍ଗିବା…

ମାଲେମାଲ କରିଲା ଟମାଟୋ ବେପାର: ଦେଢ଼ କୋଟି ଟଙ୍କା ରୋଜଗାର କଲେ ତୁକାରାମ

ପୁନେ: ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍‌ରେ ମନ ବୁଝେଇବାକୁ ପଡୁଛି । ହେଲେ ଏହି ଟମାଟୋ ବେପାର କରି ମାଲେମାଲ ହୋଇଗଲେ ବ୍ୟବସାୟୀ l ଶହେ କି ହଜାରେ ନୁହେଁ,…

ଅମରାବତୀ ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ଖୁଲାସା, ହତ୍ୟା କରିଛି ବନ୍ଧୁ

ଅମରାବତୀ: ମହାରାଷ୍ଟ୍ର ଅମରାବତୀରେ ପ୍ରାଣ ହରାଇଥିବା ଔଷଧ ଦୋକାନୀ ଉମେଶ କୋଲ୍ହେଙ୍କ ସାନ ଭାଇ ମହେଶ କୋଲ୍ହେଙ୍କ ଚାଞ୍ଚଲ୍ୟକର ବୟାନ । ହତ୍ୟାରେ ସାମିଲ ଅଭିଯୁକ୍ତ ୟୁସୁଫ ଉମେଶଙ୍କ ଅତି ନିକଟତର ବନ୍ଧୁ । ଏପରିକି ଉମେଶଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇଥିଲେ ୟୁସୁଫ  । ଉମେଶ…

ବିଜେପି ପ୍ରାର୍ଥୀ ରାହୁଲ ନାର୍ଭେକର ମହାରାଷ୍ଟ୍ର ବାଚସ୍ପତି ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ ନାର୍ଭେକର । MVA ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ । ବାଚସ୍ପତି ଥିବା ନାନା ପାଟୋଲ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା । ଉପବାଚସ୍ପତି ନରହରି…

ଜୁଲାଇ ଏକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ

ମୁମ୍ବାଇ: ମହାବିକାଶ ଅଘାଡି ସରକାରକୁ ଆସ୍ଥା ଭୋଟର ସାମ୍ନା କରିବାକୁ ହେବ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାଏମ ରଖି ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ରାଜ୍ୟରେ ଏକାକୀ ସର୍ବାଧିକ ଆସନ ଜିତି ବିରୋଧୀ ଆସନରେ…