Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ନିଆରା ପରମ୍ପରା, ହୋଲିରେ ଗଧ ଉପରେ ବସନ୍ତି ନବବିବାହିତ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଶୀତ ଋତୁର ଅନ୍ତ ଓ ଗ୍ରୀଷ୍ଣ ଋତୁର ପ୍ରାରମ୍ଭରେ ପଡିଥାଏ ହୋଲି ପର୍ବ । ଭାରତର କୋଟିକୋଟି ହିନ୍ଦୁଧର୍ମୀ ଏହି ଦିନ ପରସ୍ପର ଦେହରେ ରଙ୍ଗ ବୋଳି ନିଜ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ତେବେ ରାଜ୍ୟକୁ ରାଜ୍ୟ ଓ ଜିଲ୍ଲାକୁ ଜିଲ୍ଲା ହୋଲି ପର୍ବ ପାଳନ କରିବା ନେଇ ଭିନ୍ନଭିନ୍ନ…

ଡବଲ୍ ଧମାକା ନେଇ ଖୁବଶୀଘ୍ର ଆସୁଛନ୍ତି ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ପ୍ରଯୋଜନା ମାମଲାରେ ଗିରଫ ହୋଇଥିଲେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ତଥାପି ଭାଙ୍ଗିନପଡି ଆଗକୁ ବଢିଥିଲେ ଶିଳ୍ପା ସେଟ୍ଟୀ । ଡାନ୍ସ ରିୟାଲିଟି ସୋ’ରେ ଜଜ୍ ଭାବେ ପୁଣି ହାତେଇଥିଲେ ଆସନ, ଆରମ୍ଭ କରିଛନ୍ତି ଟକ୍ ସୋ ‘ସେପ୍ ଅଫ୍ ୟୁ’ । ଯାହା ଜଣାପଡୁଛି ଚଳିତବର୍ଷ…

ଆପାର୍ଟମେଣ୍ଟର ଦଶ ମହଲାରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଏକ ଆପାଟମେଣ୍ଟର ଦଶ ମହଲାରେ ବଡ଼ ଧରଣର ଅଗ୍ନିକାଣ୍ଡ । ଆଜି ମୁମ୍ବାଇର କାଞ୍ଜୁରମର୍ଗ ଅଞ୍ଚଳରେ ଏନଜି ରୟାଲ ପାର୍କ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳକୁ ଅଗ୍ନିଶମ ଗାଡ଼ି ପଠାଯାଇଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି । ଆପାର୍ଟମେଣ୍ଟର…

ମାତ୍ର ୨ ହଜାର ଟଙ୍କାର ଋଣ, କ୍ରେଡିଟ୍ ସ୍କୋର୍ ଚିନ୍ତାରେ ସନ୍ନି ଲିଓନ୍‌

ମୁମ୍ବାଇ: ଏକ ଛୋଟ ଅଙ୍କର ଋଣ ପାଇଁ ଚିନ୍ତାରେ ପଡିଥିଲେ ଅଭିନେତ୍ରୀ ସନ୍ନି ଲିଓନ୍ । ତାଙ୍କ ପାନ୍ କାର୍ଡ ଜରିଆରେ ମଂଜୁର ହୋଇଥିଲା ମାତ୍ର ୨ ହଜାର ଟଙ୍କା ମୂଲ୍ୟର ଲୋନ୍ । ତେବେ ଏହି ୨ ହଜାର ସନ୍ନି ନୁହେଁ ବରଂ ଅନ୍ୟ କେହି ଉଠାଣ କରି ଭରିନଥିଲେ । ଖାସ୍ ଏହି କାରଣରୁ ନିଜ ସିବିଲ୍ ସ୍କୋର୍…

ବାଇକ୍ ଚାଳକଙ୍କୁ ମାଡ଼ି ବସିଲା ବାଘ

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁରରେ ବାଘ ଆତଙ୍କ । ଗତ ରାତିରେ ବାଇକ ଯୋଗେ ଯାଉଥିବା ଜଣେ ଶ୍ରମିକଙ୍କୁ ହଠାତ୍ ଗୋଟିଏ ବାଘ ଆକ୍ରମଣ କରିଥିଲା । ବାଇକ୍ ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ସେହି ରାସ୍ତା ଦେଇ ଯାଉଥିବା ଅନ୍ୟଲୋକମାନେ ଘଟଣା ଦେଖିଲା ପରେ ବାଘ ଉପରକୁ…

ନିର୍ମାଣଧୀନ କୋଠାରୁ ଖସିଲା ଲୁହା ସ୍ଲାବ, ୭ ଶ୍ରମିକଙ୍କ ମୃତ୍ୟୁ

ପୁଣେ: ନିର୍ମାଣଧୀନ କୋଠାରୁ ଖସିଲା ଲୁହା ସ୍ଲାବ । ଏଥିରେ ୭ ଜ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପୁଣେର ୟେରଓ୍ୱାଡା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ୟେରୱାଡାର ଶାସ୍ତ୍ରୀ ୱାଡିଆ ବଙ୍ଗଳା ନିକଟରେ ଗତକାଲି ବିଳମ୍ବିତ ରାତି ଯାଏ କାମ ଚାଲିଥିଲା ।…

ଅମିତାଭଙ୍କ ସହ ଅଭିନୟ କରିବାକୁ ମନା କରିଥିଲେ ଶ୍ରୀଦେବୀ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ଶ୍ରୀଦେବୀଙ୍କ ସହ ଅଭିନୟ କରିବାକୁ ଅନେକ ଅଭିନେତା ସ୍ୱପ୍ନ ଦେଖୁଥିଲେ । ଶ୍ରୀଦେବୀଙ୍କ ଅଧିକାଂଶ ଫିଲ୍ମ ସୁପରହିଟ୍ ହୋଇଥିଲାବେଳେ ତାଙ୍କୁ ମିଳିଥିଲା ଲେଡି ଅମିତାଭର ଖିତାବ୍ । ଅନେକ ହୁଏ ତ ଜାଣିନଥିବେ ଯେ, ଦିନେ ଶ୍ରୀଦେବୀ ଏକ ଫିଲ୍ମରେ ଅମିତାଭଙ୍କ…

[ଭିଡିଓ] ସାମ୍ନାକୁ ଆସିଲା ଧୋନୀଙ୍କ ପୌରାଣିକ ୱେବ୍ ସିରିଜ ‘ଅଥର୍ବ’ର ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ପୂର୍ବତନ ଭାରତୀୟ କ୍ରିକେଟର୍ ଧୋନୀଙ୍କ ଗ୍ରାଫିକ୍ ୱେବ୍ ସିରିଜ୍ ‘ଅଥର୍ବ: ଦ ଅରିଜିନ୍‌’ । ପୌରାଣିକ ଥିମ୍ ଉପରେ ଆଧାରିତ ଏହି ଗ୍ରାଫିକ୍ ନୋଭେଲରେ ଧୋନୀଙ୍କ ଆନିମେଟେଡ୍ ଅବତାର ଚର୍ଚ୍ଚାରେ ରହିଛି । ନିକଟରେ ଖୋଦ ଧୋନୀ ନିଜ ଗ୍ରାଫିକ୍ ସିରିଜର…

ହସ୍ପିଟାଲରେ କମେଡିଆନ୍ ସୁନୀଲ ଗ୍ରୋଭର, ସରିଲା ହାର୍ଟ ସର୍ଜରୀ !

ମୁମ୍ବାଇ: ଟିଭି ତଥା ଫିଲ୍ମ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ । ଗୁତ୍‌ଥୀ, ରିଙ୍କୁ ଭାବି ଓ ଡାକ୍ତର ମଶହୁର ଗୁଲାଟୀ ଭଳି କିର୍ଦାର ପାଇଁ ଏହି ଅଭିନେତା ଜଣକ ବେଶ ପରିଚିତ । ନିକଟରେ ମୁମ୍ବାଇରେ ଏକ ହସ୍ପିଟାଲରେ ସୁନୀଲଙ୍କର ହାର୍ଟ ସର୍ଜରୀ ସରିଥିଲା ସୂଚନା ମିଳିଛି ।…

କାର୍ ଓ ଟ୍ରକ୍ ମୁହାଁମୁହିଁ, ଗୋଟିଏ ପରିବାରର ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଦୁର୍ଘଟଣା । କାର ଓ ଟ୍ରକ୍ ମୁହାଁମୁହିଁ । ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଲୋନାଭାଲା ଅଞ୍ଚଳରେ । ଖବର ଅନୁସାରେ, ରବିବାର ଗୋଟିଏ ପରିବାରର ୫ ଜଣ କୌଣସି କାର୍ଯ୍ୟରେ ପୁଣେ ଯାଉଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ କାର…