Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ହାପି ବାର୍ଥ ଡ଼େ’ ହ୍ରିତିକ

ମୁମ୍ବାଇ: ବଲିଉଡ଼ର ମୋଷ୍ଟ୍ ହ୍ୟାଣ୍ଡସମ୍ ହଙ୍କ୍ ଓ ଡ଼୍ୟାସିଙ୍ଗ୍ ଷ୍ଟାରଭାବେ ପରିଚିତ ହ୍ରିତିକ୍ ରୋଶନ୍ । ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ୍, ଫ୍ୟାସନ ଓ ଫିଟନେସକୁ ଆଜିବି ଲୋକେ ଅନୁସରଣ କରିବାକୁ ପସନ୍ଦ କରନ୍ତି । ଫ୍ୟାନ୍ସ, ସେଲିବ୍ରିଟି…

ଦିନ କେଇଟା ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ପିକ୍ ଛୁଇଁବ କରୋନା

ନୂଆଦିଲ୍ଲୀ: ଦେଶରେ କେବେ ପିକ୍ ଛୁଇଁବ କରୋନାର ତୃତୀୟ ଲହର । ବିଭିନ୍ନ ସଂସ୍ଥା ଓ ବୈଜ୍ଞାନିକ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଆଉ କିଛି ଦିନ ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ କରୋନା ସଂକ୍ରମଣ ପିକ୍ ଛୁଇଁବ । ଅର୍ଥାତ ଚଳିତ ମାସ ମଧ୍ୟଭାଗ ଭିତରେ ଏସବୁ ସହରରେ ସଂକ୍ରମଣ ଶୀର୍ଷରେ…

ପୁଣି ଚର୍ଚ୍ଚାରେ ମୁମ୍ବାଇ-ଗୋଆ କ୍ରୁଜ୍ ସିପ୍‌, ଏଥର କରୋନା ଖେଳାଇଛି ଆତଙ୍କ

ମୁମ୍ବାଇ: ଦିନେ କିଙ୍ଗଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନ୍ ଓ ଡ୍ରଗ୍ସ ପାଇଁ ଚର୍ଚ୍ଚାକୁ ଆସିଥିଲା ମୁମ୍ବାଇ-ଗୋଆ କ୍ରୁଜ୍ ସିପ୍ । ହେଲେ ପୁଣି ରେ ଏହି କ୍ରୁଜ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥର ଡ୍ରଗ୍ସ ପାଇଁ ନୁହେଁ ବରଂ କରୋନା ସଂକ୍ରମଣ ପାଇଁ ଏହି କ୍ରୁଜ୍ କୋକୁଆ ଭୟ ସୃଷ୍ଟି କରିଛି…

ପୁଣି ‘ବ୍ଲୁ-ହ୍ୱେଲ୍’ ଆତଙ୍କ, ୧୮ ବର୍ଷିୟ ଯୁବକଙ୍କ ଆତ୍ମହତ୍ୟା

ନାସିକ: ଭାରତରେ ପୁଣି ପ୍ରାଣଘତୀ ଅନଲାଇନ୍ ଗେମର ଆତଙ୍କ । ଅନଲାଇନ୍ ‘ବ୍ଲୁ-ହ୍ୱେଲ’ ଗେମ୍ ଖେଳି ଚ୍ୟାଲେଞ୍ଜ ପୁରା କରିବାକୁ ଯାଇ ମହାରାଷ୍ଟ୍ରର ନାସିକରେ ୧୮ ବର୍ଷିୟ ଯୁବକ ତୁଷାର ଯାଦବଙ୍କ ଆତ୍ମହତ୍ୟା । ପ୍ରଥମେ ହାତ କାଟିଲେ, ପରେ ଫିନାଇଲ ପିଇଲେ । ଏହି ଘଟଣା ସାରା ଭାରତରେ ଏବେ ଚାଞ୍ଚଲ୍ୟ…

ଓମିକ୍ରନ୍ ଭୟ: ମୁମ୍ବାଇରେ ଆଜିଠୁ ୭ ତାରିଖ ଯାଏ ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ରରେ ମାଡ଼ି ଚାଲିଛି ଓମିକ୍ରନ୍ । ସଂକ୍ରମଣ ପୁଣି ଥରେ ଉପରମୁହାଁ । ମୁମ୍ବାଇରେ ଦୈନିକ କେସ୍ ବଢୁଛି । ଆଗକୁ ନୂଆବର୍ଷ ଥିବାରୁ ଲୋକଙ୍କ ଭିଡ଼ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଆଜିଠାରୁ ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ୧୪୪ ଧାରା ଜାରି ହୋଇଛି ।…

ବଲିଉଡ଼ରେ କରୋନା: ଅର୍ଜୁନ କପୁର କରୋନା ପଜିଟିଭ, ମଲାଇକାଙ୍କ ହେବ ଟେଷ୍ଟ

ମୁମ୍ବାଇ: ବଲିଉଡ଼କୁ ଫେରିଛି କରୋନା ସଂକ୍ରମଣ । ଅର୍ଜୁନ କପୁର ଓ ତାଙ୍କ ଭଉଣୀ ଅଂଶୁଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ଦୁଇଜଣ କ୍ୱାରେଣ୍ଟାଇନରେ ରହିଛନ୍ତି । ମଲାଇକା ଅରୋରାଙ୍କ ମଧ୍ୟ ପୁଣି କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ତାଙ୍କ ସମ୍ପର୍କରେ…

ମୁମ୍ବାଇରେ କରୋନାର ଲମ୍ବା ଡିଆଁ, ଦିନକରେ ସଂକ୍ରମଣ ୭୦% ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା କେସ୍ । ଦୈନିକ ସଂକ୍ରମଣରେ ଅଚାନକ ବୃଦ୍ଧି ହେଉଛି । ଓମିକ୍ରନ୍ କେସ୍ ଚିହ୍ନଟ ପରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ୨୧ଶହ ୭୨ ସଂକ୍ରମିତ ବାହାରିଛନ୍ତି । ଏଥିରୁ କେବଳ ମୁମ୍ବାଇରୁ ଚିହ୍ନଟ…

ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ ।  କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା…

ହାପି ବର୍ଥ ଡ଼େ ସଲମାନ୍ ଖାନ୍.. .

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଆଜି ଜନ୍ମଦିନ । ୫୬ବର୍ଷରେ ପାଦ ଥାପିଛନ୍ତି ଅଗଣିତ ଦର୍ଶକଙ୍କ ପ୍ରିୟ ସଲମାନ୍ । ଦୀର୍ଘଦିନ ଧରି ବଲିଉଡ଼ରେ ରାଜ କରୁଛନ୍ତି ସଲ୍ଲୁ । ବଲଉଡ଼ରେ ସୁଲତାନ୍, ଭାଇଜାନ, ଦବଙ୍ଗ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ସୁପରଷ୍ଟାର ସଲମାନଙ୍କ ଆଜି…

ହାପି ବର୍ଥ ଡ଼େ’ ଛୋଟେ ମିଆଁ ଗୋବିନ୍ଦା.. .

ମୁମ୍ବାଇ: ମଲ୍ଟି ଟ୍ୟାଲେଣ୍ଟେଡ଼ ଷ୍ଟାର ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ହୃଦରେ ରାଜ୍ କରୁଛି । ୯୦ଦଶକରେ ସେ ଏପରି ଅନେକ ଫିଲ୍ମ କରିଛନ୍ତି ଯାହା ଆଜିବି ତାଙ୍କ ଫ୍ୟାନ୍ସ ଦେଖିଲା ମାତ୍ରେ ନହସି ରହିପାରନ୍ତି ନାହିଁ । ସେହି ସମୟରେ ଗୋବିନ୍ଦା ଯେଉଁ ଫିଲ୍ମରେ ଅଭିନୟ କରୁଥିଲେ ତାହା ବକ୍ସ…