Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ ।  କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା…

ହାପି ବର୍ଥ ଡ଼େ ସଲମାନ୍ ଖାନ୍.. .

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଆଜି ଜନ୍ମଦିନ । ୫୬ବର୍ଷରେ ପାଦ ଥାପିଛନ୍ତି ଅଗଣିତ ଦର୍ଶକଙ୍କ ପ୍ରିୟ ସଲମାନ୍ । ଦୀର୍ଘଦିନ ଧରି ବଲିଉଡ଼ରେ ରାଜ କରୁଛନ୍ତି ସଲ୍ଲୁ । ବଲଉଡ଼ରେ ସୁଲତାନ୍, ଭାଇଜାନ, ଦବଙ୍ଗ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ସୁପରଷ୍ଟାର ସଲମାନଙ୍କ ଆଜି…

ହାପି ବର୍ଥ ଡ଼େ’ ଛୋଟେ ମିଆଁ ଗୋବିନ୍ଦା.. .

ମୁମ୍ବାଇ: ମଲ୍ଟି ଟ୍ୟାଲେଣ୍ଟେଡ଼ ଷ୍ଟାର ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ହୃଦରେ ରାଜ୍ କରୁଛି । ୯୦ଦଶକରେ ସେ ଏପରି ଅନେକ ଫିଲ୍ମ କରିଛନ୍ତି ଯାହା ଆଜିବି ତାଙ୍କ ଫ୍ୟାନ୍ସ ଦେଖିଲା ମାତ୍ରେ ନହସି ରହିପାରନ୍ତି ନାହିଁ । ସେହି ସମୟରେ ଗୋବିନ୍ଦା ଯେଉଁ ଫିଲ୍ମରେ ଅଭିନୟ କରୁଥିଲେ ତାହା ବକ୍ସ…

ହାପି ବର୍ଥ ଡେ’ ଦିବ୍ୟାଙ୍କା

ମୁୁମ୍ବାଇ : ଆଜି ବଲିଉଡ୍ ଟେଲି ଆକ୍ଟ୍ରିସ୍ ଦିବ୍ୟାଙ୍କା ତ୍ରିପାଠୀଙ୍କ ବର୍ଥ ଡେ' । ଦିବ୍ୟାଙ୍କା ତାଙ୍କର ୩୭ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏନେଇ ବଲିଉଡ ଜଗତରୁ ଦିବ୍ୟାଙ୍କାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଏଥର ବର୍ଥ ଡେ କୁ ଦିବ୍ୟାଙ୍କା ଦୁବାଇରେ ସେଲିବ୍ରେସନ…

ପୋଲିସ ପରେ ସ୍ପାଏ ଅବତାରରେ ଆସୁଛନ୍ତି ଦବଙ୍ଗ ଖାନ ସଲମାନ୍

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ସୁପରଷ୍ଟାର ସଲମାନଙ୍କ ଫିଲ୍ମ ଅନ୍ତିମ୍ । ବକ୍ସ ଅଫିସରେ ଏହି ଫିଲ୍ମକୁ ମିଳିଛି ଅପୂର୍ବ ସଫଳତା । ଅନ୍ତିମକୁ ବାଦ୍ ଦେଲେ ଟାଇଗର୍‌-୩ ମଧ୍ୟ ପାଇପ୍ ଲାଇନରେ ରହିଛି । ଫିଲ୍ମ ଟାଇଗର ସିରିଜରେ ସଲମାନ RAW ଏଜେଣ୍ଟ ଭାବେ ନଜର ଆସିଥିଲେ । ତେବେ ଆଗାମୀ ଦିନରେ…

ବିିବାହ ପରେ ପତିଙ୍କ ସହ ଜନ୍ମଦିନ ପାଳିଲେ ୟାମି ଗୌତମ , ସେୟାର କଲେ ଫଟୋ

ମୁମ୍ବାଇ : ବଲିଉଡ୍ ବିୟୁଟି ୟାମି ଗୌତମ ନିଜ ଜନ୍ମଦିନକୁ ସ୍ପେଶାଲ ଅନ୍ଦାଜରେ ସେଲିବ୍ରେସନ କରିଛନ୍ତି । ୟାମି ଗୌତମ ବିବାହ ପରେ ତାଙ୍କର ପ୍ରଥମ ଜନ୍ମ ଦିନ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଜି ୟାମି ତାଙ୍କର ୩୩ ତମ ଜନ୍ମଦିନ ପାଳୁଛନ୍ତି । ହେଲେ ଏହି ବର୍ଷ ଜନ୍ମଦିନକୁ ସ୍ପେଶାଲ…

ସରିଲା ନିର୍ବନ୍ଧ, ଆସନ୍ତା ବର୍ଷ ବିବାହ କରିବେ କ୍ରିକେଟର୍ ସାର୍ଦୁଲ୍ ଠାକୁର

ଭୁବନେଶ୍ୱର: ନିଜ ପ୍ର୍ରେମିକା ସହ ନିର୍ବନ୍ଧ କଲେ ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ସାର୍ଦୁଲ୍ ଠାକୁର । ଟି୨୦ କ୍ରିକେଟ୍ ବିଶ୍ୱକପ ସ୍କ୍ୱାର୍ଡରେ ଥିବା ସାର୍ଦୁଲଙ୍କୁ ଏବେ ବିଶ୍ରାମ ଦିଆଯାଇଛି । ଏହି ସମୟ ଭିତରେ ସାର୍ଦୁଲ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀର୍ଘ ବର୍ଷ ଧରି…

ପାଖେଇ ଆସିଲାଣି ବିବାହ ସମୟ ,ଏବେଠୁ ବ୍ରେକ୍ ନେଲେଣି କ୍ୟାଟ୍ରିନା କୈଫ୍

ମୁମ୍ବାଇ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକିନି ଚମେଲୀ କ୍ୟାଟ୍ରିନା କୈଫ୍ । ସେ ଆସନ୍ତା ମାସରେ ବଲିଉଡ୍ ହିଟ୍ ଷ୍ଟାର, ହ୍ୟାଣ୍ଡସମ୍ ବୟେ ଭିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତିା ବିବାହ ତାରିଖ ପାଖେଇ ଆସିଲାଣି । ଏହି ଗ୍ରାଣ୍ଡ ମ୍ୟାରେଜକୁ ନେଇ ସମସ୍ତଙ୍କ ମନରେ…

କରନ ଜୋହରଙ୍କ ପାଇଁ ଯୋଦ୍ଧା ସାଜିଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ: ସବୁବେଳେ ଫ୍ୟାମିଲି ଡ୍ରାମା ଓ ଲଭ ରୋମାଣ୍ଟିକ୍ ମୁଭି ପ୍ରସ୍ତୁତ କରୁଥିବା କରନ ଜୋହର ଏବେ ଆକ୍ସନ୍ ମୁହାଁ ହୋଇଛନ୍ତି । ଆଗାମୀ ଦିନରେ ଖୁବଶୀଘ୍ର କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର ତଳେ ରିଲିଜ ହେବାକୁ ଯାଉଛି ଆକ୍ସନ ପ୍ୟାକ୍‌ଡ ମୁଭି ୟୋଦ୍ଧା । କରନଙ୍କ ଫିଲ୍ମରେ ଯୋଦ୍ଧା…

ବିଲେଇ ବଞ୍ଚାଇଲା ନବଜାତର ଜୀବନ, ଡ୍ରେନରୁ ଉଦ୍ଧାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବିଲେଇ ବଞ୍ଚାଇଲା ନବଜାତର ଜୀବନ । ଏହି କଥା ଶୁଣିଲା ବେଳକୁ ଟିକେ ଅଡୁଆ ଲାଗୁଥିବ । ଏହା କେମିତି ସମ୍ଭବ ହେଲା ଭାବୁଥିଲେ । କିନ୍ତୁ ପୁରା ଘଟଣା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ମୁମ୍ବାଇରେ ଏମିତି ଏକ ଘଟଣାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର । କଥାରେ ଅଛି ଯାହାକୁ…