Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ବାଇକ୍ ଚାଳକଙ୍କୁ ମାଡ଼ି ବସିଲା ବାଘ

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁରରେ ବାଘ ଆତଙ୍କ । ଗତ ରାତିରେ ବାଇକ ଯୋଗେ ଯାଉଥିବା ଜଣେ ଶ୍ରମିକଙ୍କୁ ହଠାତ୍ ଗୋଟିଏ ବାଘ ଆକ୍ରମଣ କରିଥିଲା । ବାଇକ୍ ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ସେହି ରାସ୍ତା ଦେଇ ଯାଉଥିବା ଅନ୍ୟଲୋକମାନେ ଘଟଣା ଦେଖିଲା ପରେ ବାଘ ଉପରକୁ…

ନିର୍ମାଣଧୀନ କୋଠାରୁ ଖସିଲା ଲୁହା ସ୍ଲାବ, ୭ ଶ୍ରମିକଙ୍କ ମୃତ୍ୟୁ

ପୁଣେ: ନିର୍ମାଣଧୀନ କୋଠାରୁ ଖସିଲା ଲୁହା ସ୍ଲାବ । ଏଥିରେ ୭ ଜ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପୁଣେର ୟେରଓ୍ୱାଡା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ୟେରୱାଡାର ଶାସ୍ତ୍ରୀ ୱାଡିଆ ବଙ୍ଗଳା ନିକଟରେ ଗତକାଲି ବିଳମ୍ବିତ ରାତି ଯାଏ କାମ ଚାଲିଥିଲା ।…

ଅମିତାଭଙ୍କ ସହ ଅଭିନୟ କରିବାକୁ ମନା କରିଥିଲେ ଶ୍ରୀଦେବୀ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ଶ୍ରୀଦେବୀଙ୍କ ସହ ଅଭିନୟ କରିବାକୁ ଅନେକ ଅଭିନେତା ସ୍ୱପ୍ନ ଦେଖୁଥିଲେ । ଶ୍ରୀଦେବୀଙ୍କ ଅଧିକାଂଶ ଫିଲ୍ମ ସୁପରହିଟ୍ ହୋଇଥିଲାବେଳେ ତାଙ୍କୁ ମିଳିଥିଲା ଲେଡି ଅମିତାଭର ଖିତାବ୍ । ଅନେକ ହୁଏ ତ ଜାଣିନଥିବେ ଯେ, ଦିନେ ଶ୍ରୀଦେବୀ ଏକ ଫିଲ୍ମରେ ଅମିତାଭଙ୍କ…

[ଭିଡିଓ] ସାମ୍ନାକୁ ଆସିଲା ଧୋନୀଙ୍କ ପୌରାଣିକ ୱେବ୍ ସିରିଜ ‘ଅଥର୍ବ’ର ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ପୂର୍ବତନ ଭାରତୀୟ କ୍ରିକେଟର୍ ଧୋନୀଙ୍କ ଗ୍ରାଫିକ୍ ୱେବ୍ ସିରିଜ୍ ‘ଅଥର୍ବ: ଦ ଅରିଜିନ୍‌’ । ପୌରାଣିକ ଥିମ୍ ଉପରେ ଆଧାରିତ ଏହି ଗ୍ରାଫିକ୍ ନୋଭେଲରେ ଧୋନୀଙ୍କ ଆନିମେଟେଡ୍ ଅବତାର ଚର୍ଚ୍ଚାରେ ରହିଛି । ନିକଟରେ ଖୋଦ ଧୋନୀ ନିଜ ଗ୍ରାଫିକ୍ ସିରିଜର…

ହସ୍ପିଟାଲରେ କମେଡିଆନ୍ ସୁନୀଲ ଗ୍ରୋଭର, ସରିଲା ହାର୍ଟ ସର୍ଜରୀ !

ମୁମ୍ବାଇ: ଟିଭି ତଥା ଫିଲ୍ମ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ । ଗୁତ୍‌ଥୀ, ରିଙ୍କୁ ଭାବି ଓ ଡାକ୍ତର ମଶହୁର ଗୁଲାଟୀ ଭଳି କିର୍ଦାର ପାଇଁ ଏହି ଅଭିନେତା ଜଣକ ବେଶ ପରିଚିତ । ନିକଟରେ ମୁମ୍ବାଇରେ ଏକ ହସ୍ପିଟାଲରେ ସୁନୀଲଙ୍କର ହାର୍ଟ ସର୍ଜରୀ ସରିଥିଲା ସୂଚନା ମିଳିଛି ।…

କାର୍ ଓ ଟ୍ରକ୍ ମୁହାଁମୁହିଁ, ଗୋଟିଏ ପରିବାରର ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଦୁର୍ଘଟଣା । କାର ଓ ଟ୍ରକ୍ ମୁହାଁମୁହିଁ । ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଲୋନାଭାଲା ଅଞ୍ଚଳରେ । ଖବର ଅନୁସାରେ, ରବିବାର ଗୋଟିଏ ପରିବାରର ୫ ଜଣ କୌଣସି କାର୍ଯ୍ୟରେ ପୁଣେ ଯାଉଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ କାର…

ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ରହସ୍ୟମୟୀ ଯୁବତୀ କିଏ ?

ମୁମ୍ବାଇ: ବଲିଉଡର୍ ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ରୋଶନ୍ । ସୁଜୈନ ଖାନଙ୍କ ସହ ଛାଡପତ୍ର ପରେ ସେ ଏବେ ସିଙ୍ଗଲ୍ ଅଛନ୍ତି । ଏପରି ସ୍ଥିତିରେ ତାଙ୍କ ପର୍ସନାଲ ଲାଇଫ୍ ବିଷୟରେ ଜାଣିବାକୁ ଫ୍ୟାନମାନେ ଚାହିଁ ବସିଛନ୍ତି । ନିକଟରେ ହ୍ରିତିକ୍ ଜଣେ ରହସ୍ୟମୟୀ ଯୁବତୀଙ୍କ ସହ ନଜର ଆସିଥିଲେ । ସେବେଠୁ…

ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ର: ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ । ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ(୧୨୯୯୩) ଅଗ୍ନିକାଣ୍ଡ ହୋଇଛି । କ୍ସପ୍ରେସର ୧୩ ନମ୍ବର ବଗିରେ ଥିବା ପ୍ୟାଣ୍ଟ୍ରି କାର୍‌ରେ ନିଆଁ ଲାଗିଲା । ମହାରାଷ୍ଟ୍ରର ନନ୍ଦୁରବାରରେ ଏହି ଅଗ୍ନିକାଣ୍ଡ ହୋଇଛି । ନିଆଁ ଆୟତ୍ତ କରିବାକୁ ପ୍ୟାଣ୍ଟ୍ରି…

କାର୍ ଓ ବାଇକକୁ ପିଟିଲା ଟ୍ରକ୍, ଚାଲିଗଲା ୫ ଜଣଙ୍କ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଦୁର୍ଘଟଣା । କାର ଓ ବାଇକକୁ ପିଟିଲା ଟ୍ରକ୍ । କାରରେ ଥିବା ଦୁଇ ଜଣ ଏବଂ ଦୁଇଟି ମୋଟରସାଇକେଲରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି । ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ମୃତକମାନେ ପୁଣେ ସହରର…

୨୦ ମହଲା ବିଲଡିଂରେ ଭୟଙ୍କର ନିଆଁ, ୨ମୃତ

ମୁମ୍ବାଇ: ୨୦ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ମୁମ୍ବାଇ ନାନା ଛକରେ ଥିବା ଥିବା ଏହି ବହୁତଳ ବିଶିଷ୍ଟ କୋଠାରେ ହଠାତ୍ ନିଆଁ ଲାଗିଥିଲା । ସକାଳ ପାଖାପାଖି ସାଢ଼େ ୭ଟା ବେଳେ ବିଲଡିଂର ୧୮ ନମ୍ବର ମହଲାରେ ଲାଗିଥିଲା ନିଆଁ । ପ୍ରାଥମିକ ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର…