Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ବରୁଣ-ନତାଶାଙ୍କ ବାହାଘର, ବଚ୍ଚନ ପରିବାରକୁ ମିଳିନି ନିମନ୍ତ୍ରଣ

ମୁମ୍ବାଇ : ବଲିଉଡ ଅଭିନେତା ବରୁଣ ଧୱନ ଓ ନତାଶା ଦଲାଲଙ୍କ ବାହାଘର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ଦୁହିଁଙ୍କ ସଂଗୀତ ସମାରୋହ ଅଛି। ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ବାହାଘର ଅଛି ।  ମହାରାଷ୍ଟ୍ର ଅଲିବଗରେ ବରୁଣ ଓ ନତାଶାଙ୍କ ହାତଗଣ୍ଠି ପଡିବ । ହୋଟେଲରେ ନତାଶାଙ୍କ ପରିବାର ଲୋକ…

ଇଣ୍ଡିଆ ଲକଡାଉନରେ କିଏ କରିବ ଅଭିନୟ ?

ମୁମ୍ବାଇ: ଫିଲ୍ମର ଟାଇଟଲ୍ ରହିଛି ଇଣ୍ଡିଆ ଲକ୍‌ଡାଉନ୍ । ନିର୍ଦ୍ଦେଶନା ଦେବେ ନ୍ୟାଶନାଲ ଆୱାର୍ଡ ବିଜେତା ମଧୁର ଭଣ୍ଡାରକର । ଫିଲ୍ମର ନିର୍ମାଣ ପାଇଁ ନିର୍ଦ୍ଦେଶକ ମଧୁର ବେଶ କିଛି ପ୍ରତିଭାବାନ କଳାକାରଙ୍କ ଚୟନ କରିଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି କିଛି ବଛାବଛା କଳାକାର ।…

ଇସାବେଲଙ୍କ ସହ ରୋମାନ୍ସ କରିବେ ପୁଲକିତ୍

ମୁମ୍ବାଇ: ବେଶ କିଛିଦିନ ଧରି ଚର୍ଚ୍ଚା ଚାଲିଛି । ଅଭିନୟ ଜଗତକ ଓହ୍ଲାଇବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ କୈଫ । ଶେଷରେ ଏହି ଖବର ସତ ହେବାକୁ ଯାଉଛି । ଫିଲ୍ମ ଟାଇମ୍ ଟୁ ଡାନ୍ସ ଜରିଆରେ ଇସାବେଲ ବଲିଉଡରେ ଡେବ୍ୟୁ କରିବେ । ହେଲେ ଏହାକୁ ବାଦ୍ ଦେଲେ ଫିଲ୍ମ ସୁସ୍ୱାଗତମ୍ ଖୁସାମଦିଦ୍‌ରେ ବି…

ବିରୁଷ୍କାଙ୍କୁ ଆତଙ୍କବାଦୀ ଆଖ୍ୟା ?

ମୁମ୍ବାଇ: କନ୍ୟା ସନ୍ତାନ ଜନ୍ମ ହେବାଠୁ ଚର୍ଚ୍ଚାରେ ରହିଛନ୍ତି ବିରାଟ ଓ ଅନୁଷ୍କା । ତେବେ ନିକଟରେ ଏକ ଖବର କାଗଜ ବିରାଟ ଓ ଅନୁଷ୍କାଙ୍କ ଫଟୋ ଏକ ସଙ୍ଗୀନ ମାମଲାରେ ଛାପିବା ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ପାୱାର କପଲଙ୍କ ଫଟୋକୁ ଏକ ଆତଙ୍କବାଦୀ ସଙ୍ଗଠନ ସହ ଯୋଡି…

ରାକ୍ଷୀ ସାୱନ୍ତଙ୍କ ଶେଯ ସଜାଡିଲେ ସଲମାନ୍ !

ମୁମ୍ବାଇ: ସତରେ, ଟିଆର୍‌ପି ଚକ୍କରରେ ସଲମାନଙ୍କୁ କେତେ କ’ଣ କରିବାକୁ ପଡୁଛି । ଅଥଚ ଏଥିପାଇଁ ସେ କୋଟିକୋଟି ଟଙ୍କା ନେଉଛନ୍ତି । ବିଗ୍‌ବସ୍‌ର ରେଟିଂ ବଢାଇବା ପାଇଁ କେତେବେଳେ ବାଥରୁମ୍ ତ ପୁଣି କେତେବେଳେ ଶେଯ ବି ସଜାଡିବାକୁ ସେ ପଛାଉନାହାନ୍ତି । କିଛି ଏଭଳି ଡ୍ରାମା ନେଇ ପୁଣିଥରେ…

ବଲିଉଡରେ ପାଦ ଥାପିବେ ଗୁଲଶନ୍ କୁମାରଙ୍କ ଲାଡ୍‌ଲି

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିବେ ଭଜନ ସମ୍ରାଟ୍ ଗୁଲଶନ କୁମାରଙ୍କ ଝିଅ ଖୁସାଲୀ କୁମାର । ନିଜ ଭଉଣୀକୁ ବଲିଉଡରେ ଲଂଚ କରିବାକୁ ଟି-ସିରିଜ୍ ବ୍ୟାନର ତଳେ ଫିଲ୍ମ ନିର୍ମାଣ କରିବେ ଭୂଷଣ କୁମାର । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥଲାବେଳେ ସୁଟିଂ ବି ଆରମ୍ଭ ହୋଇସାରିଛି ।…

ନିର୍ମାଣ ହେବ ମିଷ୍ଟର ଇଣ୍ଡିଆ ରିମେକ୍‌, ଶ୍ରୀଦେବୀଙ୍କ ଭୂମିକାରେ କିଏ ?

ମୁମ୍ବାଇ: ତିନୋଟି ଭାଗରେ ନିର୍ମିତ ହେବ ଫିଲ୍ମ ମିଷ୍ଟର ଇଣ୍ଡିଆର ରିମେକ ଭର୍ସନ୍ । କିଛି ଏପରି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ ନିର୍ଦ୍ଦେଶକ ଅବାସ୍ ଜାଫର । ସେବେଠୁ ଏହି ଫିଲ୍ମରେ କିଏ ଓ କେଉଁ ଭୂମିକାରେ ଅଭିନୟ କରିବେ, ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ରିମେକ ଭର୍ସନରେ ଅନୀଲ…

ରଘୁ ରାମଙ୍କ ସହ ଫୁର୍‌ସତ୍‌ରେ ରିୟା ଚକ୍ରବର୍ତ୍ତୀ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପରେପରେ ତାଙ୍କ ଭାଇ ବି ଏହି ବିବାଦୀୟ ଘଟଣାରେ ଏକ ଚରିତ୍ର ପାଲଟିଥିଲେ । ହେଲେ ବହୁ ତନାଘନା ପରେ ଏବେ ରିୟା ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ।…

କପିଲ ଶର୍ମାଙ୍କୁ ସମନ୍ ଜାରି କଲା ମୁମ୍ବାଇ କ୍ରାଇମ୍ ବ୍ରାଂଚ

ମୁମ୍ବାଇ: କମେଡି କିଙ୍ଗ୍ କପିଲ ଓ କଣ୍ଟ୍ରୋଭର୍ସି । ଏହି ଦୁଇଟି ଶବ୍ଦ ଦର୍ଶକଙ୍କ ପାଇଁ କିଛି ନୂଆ ନୁହେଁ । ପୂର୍ବରୁ ରାତି ଅଧିଆ ଟୁଇଟ୍‌, କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ସହ ଝଗଡା ଓ କମେଡି ନାଇଟ୍ସ ଭଳି ସୋର ପ୍ରାପ୍ୟ ପାଇଁ କପିଲ ବିବାଦରେ ଥିଲେ । ହେଲେ ଏବେ ଏକ ନୂଆ ବିବାଦ ପାଇଁ…

ଗୁରୁ ରନ୍ଧାୱାଙ୍କ ସହ କିଏ ଏହି ରହସ୍ୟମୟୀ ଯୁବତୀ ?

ମୁମ୍ବାଇ: ନିର୍ବନ୍ଧ କଲେ କି ପଂଜାବୀ ସିଙ୍ଗର ତଥା ଅଭିନେତା ଗୁରୁ ରନ୍ଧାୱା ? କିଏ ଏହି ରହସ୍ୟମୟୀ ଯୁବତୀ ? ପଂଜାବୀ ସିଙ୍ଗର ଗୁରୁ ଏହି ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିବା ପରେ କିଛି ଏପରି ପ୍ରଶ୍ନ ଇଣ୍ଟରନେଟରେ ଭାଇରାଲ୍ ହୋଇଛି । ଏପରିକି ଗୁରୁଙ୍କ ଫ୍ୟାନମାନେ ବି ଦ୍ୱନ୍ଦରେ…