Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ମହାରାଷ୍ଟ୍ର ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା, ପୁଣେରେ ବି ନାଇଟ କର୍ଫ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ପ୍ରକୋପ ବଢୁଛି । ରାଜ୍ୟରେ କିଭଳି ଭାବେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ସେଠାକାର ସରକାର ଓ ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡରେ ରହିଛି । ଅମରାବତୀ ଡିଭିଜିନାଲ୍ ଜିଲ୍ଲାପାଳ ରବିବାର ଅମରାବତୀ, ଅକୋଲା,…

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: କନ୍ୟା ସନ୍ତାନ ଜନ୍ମ ଦେବେ କରୀନା !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, କରୀନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  କରୀନା କପୁର ଖାନଙ୍କ ପ୍ରସବ ପୂର୍ବରୁ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ ଉପହାର ଆସିବା ଆରମ୍ଭ…

ଟ୍ରକ ଓଲଟି ପଡ଼ିବାରୁ ୧୫ ଶ୍ରମିକଙ୍କ ଅକାଳ ବିୟୋଗ

ମୁମ୍ୱାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓଲଟିବାରୁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ଦୁଇ ଜଣ । ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ଗତକାଲ ରାତିରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଟ୍ରକରେ ଯାଉଥିବା ସମସ୍ତ ଲୋକ ଶ୍ରମିକ ଶ୍ରେଣୀର । ଅମୃତଭଣ୍ଡା…

ଧୁମ୍‌-୪ରେ ଲେଡି ଭିଲେନ୍

ମୁମ୍ବାଇ: ବଲିଉଡର ପପୁଲାର ଫ୍ରାଂଚାଇଜି ଧୁମ୍ ନିଜର ଚତୁର୍ଥ ପାର୍ଟ ପାଇଁ ଯୋଜନା ଚଳାଇଛି । ପୂର୍ବରୁ ଏହି ଫିଲ୍ମର ତିନୋଟି ପାର୍ଟରେ ମେଲ୍ ଭିଲେନ୍ ଥିଲାବେଳେ ଆଗକୁ କିନ୍ତୁ ବ୍ୟତିକ୍ରମ ଦେଖାଯିବ । କାହିଁକି ନା ଧୁମ୍‌-୪ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଜଣେ ଫିମେଲ୍ ଭିଲେନ୍ । ଖବର ଆସିଛି…

ଦୀପିକା, ହାସଲ କଲେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ର ମାନ୍ୟତା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ ର ମାନ୍ୟତା ହାସଲ କରିଛନ୍ତି । ଡ଼ଫ୍ ଆଣ୍ଡ ଫେଲପ୍ସ ଦ୍ବାରା ହେଉଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲୁଏସନ୍ ଷ୍ଟଡି ୨୦୨୦’ରେ ଦୀପିକା ଏହି ମାନ୍ୟତା ହାସଲ କରିଛନ୍ତି । ଦୀପିକା ‘ମୋଷ୍ଟ ଭାଲ୍ୟୁଡ୍…

ହରିଦ୍ୱାରରେ ଶିଳ୍ପା ସେଟ୍ଟୀଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ 

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ଯାହା ବେଶ ଭାଇରାଲ ହେବାର ଲାଗିଛି । ଭିଡିଓରେ ଶିଳ୍ପା ପଣ୍ଡିତ ମାନଙ୍କ ସହିତ ଛିଡା ହୋଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବା ନଜରକୁ ଆସିଛନ୍ତି । ଏହି ସମୟରେ ସେ ହ୍ୱାଇଟ୍…

ମୁମ୍ୱାଇର କେମିକାଲ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ୧୦ ଅଗ୍ନିଶମ ଗାଡ଼ି ନିୟୋଜିତ

ମୁମ୍ୱାଇ: ମହାରାଷ୍ଟ୍ର ନଭି ମୁମ୍ୱାଇର ତଲୋଜା ଠାରେ ଥିବା ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ପାଖାପାଖି ୧୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହେଇଥିବା ଖବର ମିଳିଛି । ତଲୋଜା ଅଗ୍ନିଶମ କେନ୍ଦ୍ରର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପାଖାପାଖି ୧୧ଟା…

ମୁମ୍ବାଇ ମାନଖୁର୍ଦରେ ଭୀଷଣ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟରେ ୧୫ଟି ଦମକଳ ଗାଡି ନିୟୋଜିତ

ମୁମ୍ବାଇ: ମୁମ୍ବାଇ ମାନଖୁର୍ଦରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବାର ସୂଚନା ମିଳିବା ପରେ ୧୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ।  ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଫାୟାର ବ୍ରିଗେଡ୍ ପକ୍ଷରୁ ନିଆଁକୁ ନିୟନ୍ତ୍ରଣରେ କରିବାର ଚେଷ୍ଟା ଚାଲିଛି ।…

ପୋଲିସକୁ ମହଙ୍ଗା ପଡିଲା ମହିଳାଙ୍କୁ ବିଳମ୍ବିତ ରାତି ଯାଏଁ ଥାନାରେ ପଚରାଉଚୁରା: ଲକ୍ଷେ ଟଙ୍କା ଜରିମାନା

ଅମରାବତୀ: ଜଣେ ମହିଳାଙ୍କୁ ପଚରାଉଚୁରା ପାଇଁ ବିଳମ୍ବିତ ରାତିରେ ଥାନାକୁ ଡ଼ାକିଥିବା ଯୋଗୁଁ କମିଶନରଙ୍କୁ ଲକ୍ଷେ ଟଙ୍କା ଜରିମାନା । ମହାରାଷ୍ଟ୍ର ରାଜ୍ୟ ମାନବ ଅଧିକାର ଆୟୋଗ ଅମରାବତୀର ପୂର୍ବତନ ପୋଲିସ କମିଶନର ଏବଂ ବର୍ତ୍ତମାନର ନାଗପୁର କମିଶନର ଅମିତେଶ କୁମାରଙ୍କ ଉପରେ ଏକ ଲକ୍ଷ ଜରିମାନା…

ସ୍ବାସ୍ଥ୍ୟକର୍ମୀଙ୍କ ସାଂଘାତିକ ଅବହେଳା, ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡ୍ରପ, ୧୨…

ମହାରାଷ୍ଟ୍ର: ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡ୍ରପ୍ । ମହାରାଷ୍ଟ୍ରର ୟାଭତମାଲରୁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଘାତିକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଗୁରୁତର…