Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ହସ୍ପିଟାଲ୍ ଛାଡିଲେ ଅଭିନେତା ରାହୁଲ ରୟ !

ମୁମ୍ବାଇ: ସେଲିବ୍ରିଟି ଓ ହସ୍ପିଟାଲ । ବୋଧ ହୁଏ ଏହି ଦୁଇଟି ଶବ୍ଦର ନିବିଡତା ଗତବର୍ଷଠାରୁ ସାମାନ୍ୟ ଅଧିକ ରହିଛି । ଏହି କାରଣରୁ ଅନେକ ସେଲିବ୍ରିଟି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଧାରାରେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକରେ ଶିକାର ହୋଇ…

ସୋନୁ ସୁଦଙ୍କ ବିରୋଧରେ ଥାନାରେ ଏତଲା !

ମୁମ୍ବାଇ: କିଛି ଦିନ ଧରି ଚର୍ଚ୍ଚା ଚାଲିଛି । ଗୁଗଲ୍‌ରେ ରିୟଲ୍ ହିରୋ ଲେଖି ସର୍ଚ୍ଚ କରିବା ମାତ୍ରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାଁ ସାମ୍ନାକୁ ଆସୁଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସୋନୁ ସୁଦଙ୍କ ସହାୟତାକୁ ନେଇ ଅନେକ ଉଦାହରଣ ସାମ୍ନାକୁ ଆସିଛି । କେଉଁଠି ମନ୍ଦିର…

ୱେବ୍ ସିରିଜ୍ ଓ କପିଲଙ୍କୁ ନେଇ ନୂଆ ଖବର

ମୁମ୍ବାଇ: ବେଶ କିଛିଦିନ ଧରି ଜୋର ଧରିଥିଲା ଚର୍ଚ୍ଚା । ୱେବ୍ ସିରିଜରେ ଡେବ୍ୟୁ କରିବେ କମେଡି କିଙ୍ଗ କପିଲ ଶର୍ମା । ଏ ନେଇ ସୋସିଆଲ ମିଡିଆ ଓ ଟିଭିରେ ଅନେକ କଳ୍ପନାଜଳ୍ପନା ବି ସାମ୍ନାକୁ ଆସିଥିଲା । ତେବେ ନିକଟରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବା ନେଇ ଖୋଦ କପିଲ ଘୋଷଣା କରିଛନ୍ତି ।…

ମାଡାମ୍ ଚିଫ୍ ମିନିଷ୍ଟର ସାଜିବେ ରିଚା !

ମୁମ୍ବାଇ: ଭର୍ସାଟାଲିଟିର ଅନ୍ୟ ନାଁ ରିଚା ଚଢା । ଏ କଥା କହିଲେ କି ଲେଖିଲେ କିଛି ଭୁଲ ହେବନି । କେତେବେଳେ ହଟ୍ ଅବତାର ତ ପୁଣି କେତେବେଳେ ଲେଡି ଡନ୍ କିମ୍ବା ସିମ୍ପଲ୍ କ୍ୟାରେକ୍ଟରରେ ସେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି । ଏହି ଧାରାକୁ ବଜାୟ ରଖିବା ପାଇଁ ଆଗାମୀ ଦିନରେ ରିଚା ଏକ ହଟ୍‌କେ…

ଅମିତାଭଙ୍କ ସହ ଅଭିନୟ କରିବେ ଏହି ସାଉଥ୍ ସୁନ୍ଦରୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଆସନ୍ତା ବର୍ଷ ଏହି ଅଭିନେତ୍ରୀ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ବଲିଉଡରେ ପାଦ ଦେଉଦେଉ ତାଙ୍କ ହାତରେ ଦୁଇଦୁଇଟି ଅଫର ରହିଛି । ଉଭୟ ଦୁଇଟି ଫିଲ୍ମରେ ସେ ଦୁଇ ଜଣାଶୁଣା ଅଭିନେତାଙ୍କ ସହ ବଡ ପରଦାରେ ନଜର…

ମୁମ୍ବାଇ ପୋଲିସ ଜାଲରେ ଗାଡି ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ

ମୁମ୍ବାଇ: ଭାରତର ଜଣାଶୁଣା କାର୍ ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ । ବୋଧ ହୁଏ ଏହି ନାଁ କିମ୍ବା ଚେହେରା ଅନେକଙ୍କ ପାଇଁ ନୂଆ ହୋଇପାରେ । ହେଲେ ଡିଜାଇନର୍ ଗାଡି ଆଗରେ ଲାଗିଥିବା ଡିସି (DC)ର ଲୋଗୋ ଭାରତରେ ବେଶ ଜଣାଶୁଣା । କାର ଡିଜାଇନ୍ କରିବା ମାମଲାରେ ଦିଲ୍ଲୀପ ଛାବ୍‌ରିଆ ଭାରତରେ ଏକ…

ମେଗାଷ୍ଟାର ଅମିତାଭଙ୍କ ବିରୋଧରେ କବିତା ଚୋରି ଅଭିଯୋଗ

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ମହାନାୟକ ଅମିତାଭ ଓ ସୋସିଆଲ ମିଡିଆ ମଧ୍ୟରେ ଥିବା ପ୍ରେମ ସଂପର୍କ ବିଷୟରେ ଅନେକ ଅବଗତ । ଟୁଇଟର୍‌, ଫେସବୁକ୍‌, ଇନଷ୍ଟାଗ୍ରାମ ଓ ବ୍ଲଗ୍‌ରେ ସେ ଅଧିକାଂଶ ସମୟ ସକ୍ରିୟ ରହିଥାନ୍ତି । ବ୍ୟସ୍ତବହୁଳ ସମୟ ମଧ୍ୟରେ ବି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସେ ନିଜ ଫ୍ୟାନଙ୍କ…

ପଙ୍କଜଙ୍କ ଫିଲ୍ମ ପ୍ରମୋଶନରେ ମାତିଛନ୍ତି ସଲମାନ୍‌

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ପଙ୍କଜ ତ୍ରିପାଠୀ । ପଙ୍କରୁ ପଦ୍ମ ଫିଟିଲା ଭଳି ଏହି ଅଭିନେତା ନିଜ ପ୍ରଥମ ସୁଯୋଗର ବେଶ ଭଲ ଭାବେ ସଦୁପଯୋଗ କରିଥିଲେ । ଖୁବଶୀଘ୍ର ଏହି ଅଭିନେତାଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟାଇଟଲ୍ କାଗଜ ଥିଲାବେଳେ ପଙ୍କଜଙ୍କୁ ପ୍ରମୋଶନ କରିଛନ୍ତି…

ଖୁବଶୀଘ୍ର ରିଲିଜ ହେବ ଫିଲ୍ମ “12 ‘o’ clock”

ମୁମ୍ବାଇ: ହରର୍ ଫିଲ୍ମ ନିର୍ମାଣ କରିବାରେ ବେଶ ମାହିର ରାମ ଗୋପାଳ ବର୍ମା । ରାତ, ଭୂତ ଓ ବାସ୍ତୁ ଶାସ୍ତ୍ର ଭଳି ଫିଲ୍ମ ଜରିଆରେ ସେ ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲେ । ଏହି ଧାରାକୁ ବଜାୟ ରଖିବା ପାଇଁ ସେ ଖୁବଶୀଘ୍ର ଫିଲ୍ମ "12 'o' clock"- ଅନ୍ଦର କା ଭୂତ ରିଲିଜ୍ କରିବାକୁ ଯାଉଛନ୍ତି…

କେବେ ରିଲିଜ୍ ହେବ କାଜୋଲଙ୍କ ତ୍ରିଭଙ୍ଗା ?

ମୁମ୍ବାଇ: ଡିଜିଟାଲ୍ ପ୍ଲାଟଫର୍ମରେ ଡେବ୍ୟୁ କରିବେ ଅଭିନେତ୍ରୀ କାଜୋଲ । ଏହି ଖବର କିଛି ନୂଆ ନୁହେଁ । ହେଲେ କେବେ ଓ କେଉଁଠି ରିଲିଜ୍ ହେବ କାଜୋଲଙ୍କ ଡିଜିଟାଲ୍ ସିରିଜ୍‌ ? ଏ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ନୂଆ ଖବର । ନେଟଫ୍ଲିକ୍ସରେ ରିଲିଜ୍…