Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

କାହିଁକି ରାଣୀ ମୁଖାର୍ଜୀ ଓ ଡେଲନାଜଙ୍କୁ ନେଇ ଚର୍ଚ୍ଚା ?

ମୁମ୍ବାଇ: ଟିଭି ଅଭିନେତ୍ରୀ ଡେଲନାଜଙ୍କୁ ନେଇ ଆସିଛି ବଡ ଖବର । କିଛିଟା ଫିଲ୍ମ ଓ ଅନେକ ସିରିଜରେ ଏହି ଅଭିନେତ୍ରୀ ନଜର ଆସିଛନ୍ତି । ମନୋରଂଜନ ଦୁନିଆରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ହେଲେ ନିକଟରେ ଏହି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ କପି କରୁଥିବା ଜଣାପଡିଛି…

ଖୋଲିବ ଫିଲ୍ମ ହଲ୍‌, ହେଲେ କେଉଁ ଫିଲ୍ମ ହେବ ପ୍ରଥମେ ରିଲିଜ ?

ମୁମ୍ବାଇ: ମକବୁଲ୍ ଖାନଙ୍କ ଫିଲ୍ମ ଖାଲି ପିଲି । ଲିଡ୍ ରୋଲ୍‌ରେ ଥିଲେ ଇଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେ । ଫିଲ୍ମ ହଲ୍ ଖୋଲିବା ମାତ୍ରେ ଏହି ଫିଲ୍ମଟି ପ୍ରଥମେ ରିଲିଜ ହେବ । ଫିଲ୍ମଟି ଜି ପ୍ଲେକ୍ସରେ ପେ ପର୍ ଭ୍ୟୁ ଅପ୍ସନ୍‌ରେ ଅକ୍ଟୋବର ୨'ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ଅକ୍ଟୋବର ୧୫'ରେ…

ହିନ୍ଦୁସ୍ତାନୀ ଭାଉ; ସୋସିଆଲ ମିଡିଆରୁ ଆଉଟ୍‌, ବଲିଉଡରେ ଇନ୍ !

ମୁମ୍ବାଇ: ସୋସିଆଲ ମିଡିଆରେ ବ୍ୟାନ୍ ହେବା ପରେ ଆଉ ଶୁଣିବାକୁ କି ଦେଖିବାକୁ ମିଳୁନି ହିନ୍ଦୁସ୍ତାନୀ ଭାଉଙ୍କ ତାଜା ଅପଡେଟ୍ସ । ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଥିବା ହିନ୍ଦୁସ୍ତାନୀ ଭାଉ ଦିନେ ବିଗ୍‌ବସ୍‌ରେ ବି ଣ୍ଣ୍ଟଷ୍ଟାନ୍ଟ ସାଜିଥିଲେ । ତେବେ ସୋସିଆଲ ମିଡିଆରୁ ବ୍ୟାନ ହେବା ପରେ…

ପ୍ରେମ ସଂପର୍କକୁ ହଁ, ହେଲେ ବିବାହ କରିବେ ତ ନେହା କକ୍କର ?

ମୁମ୍ବାଇ: ରୋହନପ୍ରୀତ ସିଂଙ୍କୁ ବିବାହ କରିବେ ସିଙ୍ଗର ନେହା ନେହା କକ୍କର ! ବେଶ କିଛି ଦିନ ଧରି ଏହି ଖବରକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ହେଲେ ଶେଷରେ ଏହି ଖବରକୁ ନେଇ ନେହା କକ୍କର ଆଂଶିକ ଭାବେ ହିଁ ଭରିଛନ୍ତି । ବିବାହ ନୁହେଁ ବରଂ ରୋହନପ୍ରୀତଙ୍କ ସହ ପ୍ରେମ ସଂପର୍କ ଥିବା ନେଇ…

ମହାଭାରତର ଅଶ୍ୱତ୍ଥାମା ସାଜିବେ ଭିକି କୌଶଲ !

ମୁମ୍ବାଇ: ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ର ଅପୂର୍ବ ସଫଳତା ପରେ ପୁଣିଥରେ ଏକାଠି ହେବେ ଅଭିନେତା ଭିକି କୌଶଲ ଓ ନିର୍ଦ୍ଦେଶକ ଆଦିତ୍ୟ ଧର । ଏକ ମାଇଥୋଲଜିକାଲ ପିରିଅଡ ଡ୍ରାମା ମୂଭିରେ ଏକାଠି କାମ କରିବେ ଦୁହେଁ । ଫିଲ୍ମର ସୁଟିଂ ଜାନୁଆରୀ ୨୦୨୧ରେ ହେବ ବୋଲି ଯୋଜନା ରହିଥିଲା । ହେଲେ…

ଫିଲ୍ମ ଲକ୍ଷ୍ମୀ ବମରେ ଅକ୍ଷୟଙ୍କ ନିଆରା ଅନ୍ଦାଜ, ଟ୍ରେଲର ରିଲିଜ !

ମୁମ୍ବାଇ: ରିଲିଜ୍ ହୋଇଛି ଫିଲ୍ମ ଲକ୍ଷ୍ମୀ ବମ୍ ର ଟ୍ରେଲର । ଭର୍ସାଟାଇଲ୍ ଆକ୍ଟର ଅକ୍ଷୟଙ୍କ ଏକାଧିକ କିର୍ଦାର । କମେଡି ଓ ହରର ଛୁଙ୍କ ଜରିଆରେ ଏହି ଫିଲ୍ମର ଟ୍ରେଲରଟି ଖୁବ ଇମ୍ପ୍ରେସିଭ୍ ହୋଇପାରିଛି । ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ ଓ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ । ଅପେକ୍ଷାର…

ଜସ୍‌ସୀ ପାଇଁ ପପୁଲାର ଥିଲେ, ହେଲେ ଗୋଟିଏ ଏମ୍‌ଏମ୍‌ଏସ୍ ପାଇଁ…

ମୁମ୍ବାଇ: ଛୋଟ ପରଦାର ପପୁଲାର ଅଭିନେତ୍ରୀ ମୋନା ସିଂ । ଆଜି ତାଙ୍କ ଜନ୍ମଦିନ । ଅନେକ ଟିଭି ସିରିଜ, ରିୟାଲିଟି ସୋ' ଓ ଫିଲ୍ମରେ ନଜର ଆସିଥିବା ମୋନା ପଂଜାବର ଚଣ୍ଡିଗଡରେ ଜନ୍ମ ହୋଇଥିଲେ । ତେବେ ମୋନାଙ୍କ ଜନ୍ମଦିନ ଅବସରରରେ ଆସନ୍ତୁ ଜାଣିବା କିଛି ଅଜଣା କଥା । ପପୁଲାର ଟିଭି ସିରିଜ…

ପରିବାର ଛାଡି ଜଙ୍ଗଲକୁ ଯିବେ ବିଦ୍ୟା ବାଲାନ୍ !

ମୁମ୍ବାଇ: ଘଟଣା ମିଛ ନୁହେଁ । ସତକୁ ସତ ପରିବାର ଛାଡି ମଧ୍ୟପ୍ରଦେଶର ବାଲାଘାଟ ଜଙ୍ଗଲକୁ ପଳାଇବେ ଅଭିନେତ୍ରୀ ବିଦ୍ୟା ବାଲାନ୍ । ହେଲେ କାହିଁକି ? ଏହି ପ୍ରଶ୍ନରେ ଧନ୍ଦି ହେଉଛନ୍ତି ବିଦ୍ୟାଙ୍କ ଅଗଣିତ ଫ୍ୟାନ । କରୋନା କଟକଣାକୁ ନେଇ ଅତିଷ୍ଠ ହୋଇପଡିଥିଲେ ବିଦ୍ୟା ବାଲାନ୍ । ଲକଡାଉନ୍…

ଏକାଠି ଆସୁଛନ୍ତି ଫରାହ ଖାନ, ପ୍ରଭୁଦେବା ଓ ସାଉଥ୍ ଷ୍ଟାର୍ ରାମ ଚରଣ !

ମୁମ୍ବାଇ: ବି ଟାଉନ୍‌ରେ ହଲ୍‌ଚଲ୍ । ଖୁବଶୀଘ୍ର ଆସୁଛି ଏକ ହ୍ୟୁଜ୍ ବଜେଟ୍ ପ୍ରୋଜେକ୍ଟ । ଏକାଠି ଦର୍ଶକଙ୍କ ସାମ୍ନାକୁ ଆସିବେ କିଛି ଜଣାଶୁଣା ନିର୍ଦ୍ଦେଶକ ତଥା ଅଭିନେତା । ଯେଉଁଥିରେ ସାମିଲ ଅଛନ୍ତି ଫରାହ ଖାନ, ପ୍ରଭୁଦେବାଙ୍କ ଭଳି କୋରିଓଗ୍ରାଫର୍ ଓ ସାଉଥ୍ ସୁପରଷ୍ଟାର ରାମ ଚରଣ । ତେବେ…

ପୃଥ୍ୱୀରାଜ ପାଇଁ ପ୍ରସ୍ତୁତ ଅକ୍ଷୟ କୁମାର !

ମୁମ୍ବାଇ: କରୋନା କାଳରେ ପ୍ରଥମ ଅଭିନେତା ଭାବେ ଅକ୍ଷୟ କୁମାର ନିଜ ଫିଲ୍ମର ସୁଟିଂ ସାରିଥିଲେ । ଆଉ ଏବେ ପୁଣିଥରେ ଆଉ ଏକ ଫିଲ୍ମ ପାଇଁ ମୁମ୍ବାଇରେ ପ୍ରସ୍ତୁତିରେ ଚଳାଇଛନ୍ତି । ଆଗାମୀ ଦିନରେ ଫିଲ୍ମ ପୃଥ୍ୱୀରାଜର ସୁଟିଂରେ ଅକ୍ଷୟ ନଜର ଆସିବେ । ଅନ୍‌ଲକ୍ ପର୍ଯ୍ୟାୟ ପରେ ଅକ୍ଷୟ ଫୁଲ୍…