Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଟ୍ଟାରୀ ବର୍ଡର ନିକଟରେ ୯୦୦ ଗ୍ରାମ ଆରଡିଏକ୍ସ ଜବତ, ବଡ ଧରଣର ଷଡଯନ୍ତ୍ର ବିଫଳ

ଅଟ୍ଟାରୀ: ପଞ୍ଜାବର ଅଟ୍ଟାରୀ ସୀମା ନିକଟରେ ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଛନ୍ତି । ବୁଧବାର ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକରେ ୯୦୦ ଗ୍ରାମର ଆରଡିଏକ୍ସ ଜବତ କରାଯାଇଥିଲା । ଡ୍ରାଇ ଫ୍ରୁଟ ନେଇ ଆସୁଥିବା ଏହି ଟ୍ରକକୁ ସ୍କାନ କରାଯିବା ବେଳେ ଏଥିରେ…

ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ହଟିଲେ ୩ ସିଏସଏଫ କମାଣ୍ଡୋ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦାୟିତ୍ୱହୀନତା ନେଇ ୩ଜଣ ସିଏସଏଫ କମାଣ୍ଡୋଙ୍କୁ ହଟାଯାଇଥିବା ବେଳେ ଜଣେ ଡିଜି ଏବଂ କମାଣ୍ଡାଂଟ ର‌୍ୟାଙ୍କର ଅଧିକାରୀଙ୍କୁ ବଦଳି…

ରୋହିଙ୍ଗ୍ୟାଙ୍କୁ ଫ୍ଲାଟରେ ରଖିବା ନେଇ ବିବାଦ ଭିତରେ ଗୃହ ମନ୍ତ୍ରାଳୟ ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ରୋହିଙ୍ଗ୍ୟାଙ୍କୁ ଫ୍ଲାଟରେ ରହିବାକୁ ସ୍ଥାନ ଦିଆଯିବ। କେନ୍ଦ୍ର ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍ କରି କହିଥିଲେ। ଯାହାକୁ ନେଇ ଆମ୍ ଆଦମୀ ପାର୍ଟି, ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି ଉଠାଇଥିଲେ। ବିବାଦ ବଢୁଥିବା ଦେଖି…

ବିଜେପି ସଂସଦୀୟ ବୋର୍ଡରୁ ଗଡକରୀ, ଶିରରାଜ ଆଉଟ୍; ଯୋଗୀ, ଧର୍ମେନ୍ଦ୍ର ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ବୁଧବାର ଏହାର ନୂଆ ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟି ଗଠନ କରିଛି। ବିଜେପିର ଏହି ସଂସଦୀୟ ବୋର୍ଡରେ ମୋଟ୍ ୧୧ ଜଣ ନେତାଙ୍କୁ ସ୍ଥାନ ଦିଆଯାଇଛି। ଏହା ସହିତ ସଂସଦୀୟ ବୋର୍ଡରେ ବିଜେପିର ତିନି ନୂଆ ଚେହେରା ମଧ୍ୟ ସାମିଲ କରାଯାଇଛି। ଏହା ସହିତ କେନ୍ଦ୍ର…

ରୋହିଙ୍ଗ୍ୟା ପ୍ରସଙ୍ଗରେ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ଛାତ ତଳକୁ ହେବେ ସ୍ଥାନାନ୍ତର

ନୂଆଦିଲ୍ଲୀ: ଖୋଲା ଆକାଶ ତଳେ ତମ୍ବୁ ବାନ୍ଧି ରହୁଥିବା ପ୍ରାୟ ୧,୧୦୦ ରୋହିଙ୍ଗ୍ୟା ବା ଶରଣାର୍ଥୀଙ୍କୁ ଖୁବ୍ ଶୀଘ୍ର ମୌଳିକ ସୁବିଧା ଏବଂ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ଥିବା ପକ୍କା ଘରକୁ ସ୍ଥାନାନ୍ତର କରାଯିବ। ରାଜଧାନୀ ଦିଲ୍ଲୀରେ ରୋହିଙ୍ଗ୍ୟାଙ୍କ ରହିବା ବ୍ୟବସ୍ଥାକୁ ନେଇ ଏକ ଉଚ୍ଚସ୍ତରୀୟ…

୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ଚାର୍ଜଶିଟରେ ଜ୍ୟାକଲିନଙ୍କ ନାମ !

ନୂଆଦିଲ୍ଲୀ: ୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ସୁକେଶ ଚନ୍ଦ୍ରଶେଖର ଜେଲରେ। ତଦନ୍ତକାରୀ ସଂସ୍ଥା ଇଡି ଏହି ମାମଲାର ତଦନ୍ତ କରି ଆଜି ଚାର୍ଜଶିଟ ଦାଖଲ କରିବ ବୋଲି ସୂଚନା ରହିଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଇଡି ଚାର୍ଜଶିଟରେ ଉଲ୍ଲେଖ କରିବ ବୋଲି…

ଆଇନକୁ ଠକିଥିବା ବ୍ୟକ୍ତି ହେଲେ ଆଇନ ମନ୍ତ୍ରୀ

ପାଟନା: ବିହାର ରାଜନୀତିରେ ନୂଆ ଡ୍ରାମା ଦେଖିବାକୁ ମିଳିଛି । ମହାମେଂଟ ସରକାର ଗଠନ ହେବା ପରେ ଆରଜେଡି ନେତା ଏମଏଲସି କାର୍ତିକେୟ ସିଂଙ୍କୁ ଆଇନ ମନ୍ତ୍ରୀ କରିବା ନେଇ ବିବାଦ ଦେଖାଦେଇଛି । ଆଇନ ମନ୍ତ୍ରୀ ଆଇନ ଜାଲରେ ପଡିଥିବାରୁ ମେଂଟ ସରକାର ସମାଲୋଚିତ ହେଉଛି । ଯେଉଁ ଦିନ କୋର୍ଟ ତାଙ୍କ…

ହେଲମେଟ ପିନ୍ଧିଲେ ବି ଏହି କାରଣ ପାଇଁ ଜୋରିମାନା ଗଣିବେ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରା ଦେଶରେ ଏବେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ହେଲମେଟ ପିନ୍ଧିନଥିଲେ ଚାଲାଣ ମୋବାଇଲ ମେସେଜକୁ ଆସିବାର ବ୍ୟବସ୍ଥା କରିଛି ସରକାର। କିନ୍ତୁ ଜୋରିମାନାକୁ ଦେଖି ଅନେକ ଗାଡି ଚାଳକ ଯେଉଁ ହେଲମେଟ ପିନ୍ଧୁଛନ୍ତି ସେଥିରେ କୌଣସି ସୁରକ୍ଷା ନଥିବା ଦେଖିବାକୁ…

ମୋଟର ସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଦେଶରେ ମୋଟରସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର । ଖୁବ୍ ଶୀଘ୍ର ସମସ୍ତ ପୁରୁଣା ଯାନରେ ନୂଆ ନମ୍ବର ପ୍ଲେଟ୍ ଲଗାଯିବ । ଜିପିଏସ ଦ୍ୱାରା ଏହି ଯାନଗୁଡିକ ଉପରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ନଜର ରଖାଯିବ। କେନ୍ଦ୍ର ସଡ଼କ ପରିବହନ…

ନୂଆ ପାଠ୍ୟକ୍ରମ ପାଇଁ ସର୍ଭେ,ଓଡ଼ିଆ ସମେତ ୨୩ଟି ଭାଷାରେ ମତାମତ ଦେଇ ହେବ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି - ୨୦୨୦  ଅଧୀନରେ ଏକ ନୂଆ ପାଠ୍ୟକ୍ରମ ବିକଶିତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ(ଏନସିଏଫ) ତଥା ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ…