Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ୧୧ ଦିନିଆ ଉପବାସ କରିବେ ପୱନ କଲ୍ୟାଣ? 

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ତିଆରି ହେଉଥିବା ଲଡୁ ପ୍ରସାଦକୁ ନେଇ ବିବାଦ ଥମିବାର ନା ନେଉନାହିଁ। ଏହାରି ମଧ୍ୟରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ କହିଛନ୍ତି ଯେ ତିରୁମାଲା ତିରୁପତି ମନ୍ଦିରରେ…

ଦୁର ହେଲା ଚିନ୍ତା, ଏଥର ବି ଦଶହରାରେ ବଙ୍ଗାଳୀଙ୍କ ହାଣ୍ଡିଶାଳରେ ବାସିବ ଇଲିଶି, କଟକଣା ଉଠାଇଲା ବାଂଲାଦେଶ

ନୂଆଦିଲ୍ଲୀ: ପୁଣି ଭାରତକୁ ଇଲିଶି ପଠାଇବ ବାଂଲାଦେଶ । ଇଲିଶି ରପ୍ତାନୀ ଉପରେ ଲଗାଇଥିବା କଟକଣାକୁ ଉଠାଇଲା ବାଂଲାଦେଶ। ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଲାଗିଥିବା କଟକଣା ଉଠାଇଛନ୍ତି ବାଂଲାଦେଶ ସରକାର । ଦୂର୍ଜାପୂଜା ଅବସରରେ ୩ହଜାର ମେଟ୍ରିକ ଟନ୍‌ ଇଲିଶି ମାଛ…

ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ଅନୁରା କୁମାରା ଦିଶାନାୟକେ । ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରାଙ୍କୁ ମିଳିଛି ୫୬% ଭୋଟ୍‌ । ଦେଶର ୧୦ମ ରାଷ୍ଟ୍ରପତି ନିର୍ବାଚନ ଗତକାଲି ଭୋଟିଂ ହୋଇଥିଲା ଏବଂ ମତଦାନ ଗଣନା ଗତକାଲି ସଂଧ୍ୟା ୫ ସୁଦ୍ଧା ଆରମ୍ଭ…

ଆମେରିକାରେ ମୋଦୀ-ବାଇଡେନ୍ ଭେଟଘାଟ

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆମେରିକାର ଫିଲାଡେଲ୍‌ଫିଆରେ ପହଞ୍ଚିବା ପରେ ସେଠାରେ ମୋଦୀଙ୍କୁ ସ୍ବାଗତ କରିଥିଲେ ଭାରତୀୟ ବଂଶୋଦ୍‌ଭବମାନେ । ସେଠାରୁ ସିଧାସଳଖ କ୍ବାଡ୍‌ ଶିଖର ସମ୍ମିଳନୀରେ ଯୋଗଇଛନ୍ତି ମୋଦୀ । ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା,…

ଲେବାନନ୍ ପେଜର୍ ବ୍ଲାଷ୍ଟରେ କେରଳ କନେକସନ !

ନୂଆଦିଲ୍ଲୀ: ସାରାବିଶ୍ୱରେ ଚାଂଚଲ୍ୟ ସୃଷ୍ଟି କରିଛି ଲେବାନନରେ ପେଜର ସିରିଆଲ ବ୍ଲାଷ୍ଟ । ପେଜର ଜରିଆରେ ବିସ୍ପୋରଣ କରି ହିଜବୋଲ୍ଲାକୁ ଇସ୍ରାଏଲ ଟାର୍ଗେଟ କରିଥିବା ନେଇ ଚର୍ଚ୍ଚା ହେଉଛି । ହିଜବୋଲ୍ଲା ଅର୍ଡର କରିଥିବା ପେଜରରେ କିପରି ବିସ୍ଫୋରକ ଖଞ୍ଜା ହେଲା, ସେ ନେଇ ଖୋଳତାଡ ଜାରି ରହିଛି ।…

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅତିଶୀ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଆମ୍ ଆଦମୀ ପାର୍ଟି ନେତା ଅତିଶୀ। ଶନିବାର ଦିନ ସେ ରାଜ ନିବସ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ତାଙ୍କୁ ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆପ୍…

ତିରୁପତି ଲଡୁ ବିବାଦ: ବଡବଡ ମନ୍ଦିରରେ ହେବ ପ୍ରସାଦର ନମୁନା ଯାଞ୍ଚ

ଜୟପୁର: ତିରୁପତି ଲଡୁ ବିବାଦ ମଧ୍ୟରେ ବଡବଡ ମନ୍ଦିରରେ ପ୍ରସାଦର ମାନ ଯାଞ୍ଚ ପାଇଁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର। ଯାହା ଫଳରେ ବର୍ତ୍ତମାନ ରାଜସ୍ଥାନର ଖାଦ୍ୟ ନିରାପତ୍ତା ବିଭାଗ ସମସ୍ତ ମନ୍ଦିରରେ ଏକ ଅଭିଯାନ ଚଳାଇବ। ସେପ୍ଟେମ୍ବର ୨୩ରୁ ୨୬ ମଧ୍ୟରେ ମନ୍ଦିରଗୁଡିକର ପ୍ରସାଦର ନମୁନା…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଯାଇଥିଲା ତିରୁପତି ଲଡୁ

ଅଯୋଧ୍ୟା: ତିରୁପତି ମନ୍ଦିର ପ୍ରସାଦକୁ ନେଇ ଜାରି ରହିଛି ବିବାଦ ।ଏହାରି ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ତିରୁପତି ଲଡୁ ଯାଇଥିଲା ବୋଲି ସୂଚନା ମିଳିଛି। ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ଚଳିତ ବର୍ଷ ଜାନୁୟାରୀ ୨୨ ରେ ହୋଇଥିବା…

ବାୟୁସେନାର ନୂଆ ମୁଖିଆ ହେଲେ ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ

ନୂଆଦିଲ୍ଲୀ: ବାୟୁସେନାର ନୂଆ ମୁଖ୍ୟ ଅମର ପ୍ରିତ୍ ସିଂହ । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ବାୟୁସେନାର ପରବର୍ତ୍ତୀ ମୁଖିଆ ହେବେ । ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ଅମର ପ୍ରିତ୍‌ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ।…

ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର, ଟ୍ରାକରୁ ଖୋଲିଦେଲେ ଫିସ୍ ପ୍ଲେଟ୍

ସୁରଟ: ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର। ଏଭଳି ଘଟଣା ଘଟିଛି ଗୁଜୁରାଟର ସୁରଟରେ। କିମ ରେଳ ଷ୍ଟେସନ ନିକଟରେ ଯାଞ୍ଚ ବେଳେ ଟ୍ରାକରୁ ଫିସ୍ ପ୍ଲେଟ ଏବଂ ନଟ୍ ଗୁଡିକୁ ଉଦ୍ଧାର କରାଯାଇଛି। ଏନେଇ ପଶ୍ଚିମାଞ୍ଚଳ ରେଳବାଇର ଭଦୋଦରା ଡିଭିଜନ କହିଛି ଯେ କିଛି ଦୁବୁର୍ତ୍ତ ୟୁପି ଲାଇନରୁ…