Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପିର ମିଶନ ସାଉଥ: କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରେ ନିର୍ବାଚନୀ ପ୍ରଚାର କରିବେ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛିଟା ଦିନର ଅପେକ୍ଷା । ଏହାରି ଭିତରେ ବିଜେପି ଦେଶର ଦକ୍ଷିଣ ରାଜ୍ୟ ମାନଙ୍କରେ ତା'ର ପ୍ରଚାର ପ୍ରସାରକୁ ଜୋରଦାର କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶର ଦକ୍ଷିଣ ରାଜ୍ୟ ଗସ୍ତରେ ଅଛନ୍ତି ।…

ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ତଥ୍ୟରେ ବଣ୍ଡ ନମ୍ବର କାହିଁକି ନାହିଁ ପ୍ରଶ୍ନ କଲେ ପ୍ରଧାନ ବିଚାରପତି?

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନିର୍ବାଚନ ଆୟୋଗ ଏହି ସମୟରେ କହିଛନ୍ତି ରାଜନୖେତିକ ଦଳ ୨୦୧୯ ବର୍ଷ ପୂର୍ବରୁ ଦେଇଥିବା ଚାନ୍ଦା ବିଷୟରେ ବନ୍ଦ ଲଫାପାରେ ସେ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ଯାହାର ସେ କପି ରଖିନାହାଁନ୍ତି । ଏହା…

ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର

ନୂଆଦିଲ୍ଲୀ: ନର୍ବାଚନ କମିଶନର ଭାବେ ଆଜି ଦାୟିତ୍ବ ଗ୍ରହଣ କଲେ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉଭୟଙ୍କୁ ସ୍ବାଗତ କରିଛନ୍ତି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି (ଗୁରୁବାର) ଦୁଇ ଜଣଙ୍କ ନାମ ଘୋଷଣା…

ସାଧାରଣ ଶ୍ରମିକରୁ ଲଟେରୀ କିଙ୍ଗ୍, କିଏ ଏହି ସାଣ୍ଟିଆଗୋ ମାର୍ଟିନ୍

ନୂଆଦିଲ୍ଲୀ: କିଏ କେତେ ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି ସେ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗ ନିଜ ୱେବସାଇଟରେ ଅପଲୋଡ କରିଛି । ନିର୍ବାଚନୀ ବଣ୍ଡ କ୍ରେତା ତାଲିକାରେ ୨୧୩ ଜଣ ଏପରି ଅଛନ୍ତି ଯେଉଁମାନେ ୧୦ କୋଟିରୁ ଅଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ କିଣିଛନ୍ତି । ନିର୍ବାଚନ ଆୟୋଗ ଦ୍ଵାରା…

ପାଓଭାଜି ଖାଇବାକୁ ଚୋରି ଆଇଫୋନ୍ ବିକି ଦେଲା ମଦୁଆ

ନୂଆଦିଲ୍ଲୀ: ଗୋଆ ଯାଉଥିଲେ ନିଜ ମୋବାଇଲ ଓ ଦାମୀ ଜିନିଷ ପ୍ରତି ସାବଧାନ ହୁଅନ୍ତୁ । ନଚେତ୍ କେଉଁ ମଦୁଆ ଆପଣଙ୍କ  ପ୍ରିୟ ଜିନିଷ ଚୋରି କରି ସଙ୍ଗେ ସଙ୍ଗେ ଶହେ ଦେଢଶହ ଟଙ୍କାରେ ରାସ୍ତା କଡ ଦୋକାନୀକୁ ବିକି ଦେଇଥିବ । ସୋସିଆଲ ମିଡିଆ ଏକ୍ସରେ ଜଣେ ବ୍ୟକ୍ତି ନିଜେ ସମ୍ମୁଖୀନ ହୋଇଥିବା…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମମତା, ମୁଣ୍ଡରେ ପଡିଛି ୩ଟି ଷ୍ଟିଚ୍

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ମୁଣ୍ଡ ଫାଟିଯିବାରୁ ଗୁରୁବାର କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ମୁଣ୍ଡରେ ତିନୋଟି ଷ୍ଟିଚ୍ ପଡିଛି । ହ୍ବିଲ୍…

ବିଜେପିରେ ସାମିଲ ହେଲେ ଅମରିନ୍ଦର ସିଂହଙ୍କ ସାଂସଦ ପତ୍ନୀ

ନୂଆଦିଲ୍ଲୀ: ଲୋକସଭା ସାଂସଦ ତଥା ନିଲମ୍ବିତ କଂଗ୍ରେସ ନେତା ପରଣୀତ କୌର ଗୁରୁବାର ବିଜେପିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର କରିଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପଞ୍ଜାବର ପଟିଆଲାରୁ ୪ ଥର ସାଂସଦ ତଥା ପୂର୍ବତନ…

ବିବାଦ ଭିତରେ ନୂଆ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କୁ ନିର୍ବାଚନ କମିସନର ଭାବେ ନିଯୁକ୍ତ କରାଯାଇଛି। ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସେମାନଙ୍କ ନିଯୁକ୍ତିକୁ ନିଶ୍ଚିତ କରିବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି। ଅନୁପ ଚନ୍ଦ୍ର…

ନିର୍ବାଚନୀ ବଣ୍ଡ ଜରିଆରେ ସର୍ବାଧିକ ଅନୁଦାନ ପାଇଛି ବିଜେପି, ବିଜେଡି କେତେ ?

ନୂଆଦିଲ୍ଲୀ: ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୨୪ ମଧ୍ୟରେ ୬୦୬୦.୫ କୋଟି ଟଙ୍କା ସହ ଭାରତୀୟ ଜନତା ପାର୍ଟି (ବିଜେପି) ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ସର୍ବାଧିକ ଅନୁଦାନ ପାଇଥିବା ରାଜନୈତିକ ଦଳମାନଙ୍କ ତାଲିକାରେ ଶୀର୍ଷରେ ରହିଛି। ଏହି ସମୟ ମଧ୍ୟରେ ନଗଦ ହୋଇଥିବା ମୋଟ ବଣ୍ଡର ଏହା ୪୭.୫% ରୁ…

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର କମାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ୨ ଟଙ୍କା ହ୍ରାସ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନୁଯାୟୀ ସଂଶୋଧିତ ଦର ମାର୍ଚ୍ଚ ୧୫ ତାରିଖ ସକାଳ ୬ଟାରୁ ଲାଗୁ ହେବ। ମନ୍ତ୍ରଣାଳୟ କହିଛି ଯେ ମୂଲ୍ୟ ହ୍ରାସ ଉପଭୋକ୍ତା ଖର୍ଚ୍ଚକୁ ଉତ୍ସାହିତ କରିବ ଏବଂ ବହୁ…