Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ବାଚନ ଲଢ଼ିବା ପାଇଁ ଦିଲୀପ ରାୟଙ୍କ ପ୍ରୟାସ, ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ନଜର

ନୂଆଦିଲ୍ଲୀ/ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏପର୍ଯ୍ୟନ୍ତ ରାୟ ଶୁଣାଇ ନାହାନ୍ତି। ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ ଅନିୟମିତତା ସହ ଜଡ଼ିତ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେବା ଉପରେ…

ଇସ୍ରାଏଲର ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ବୋମାକୁ ନେଇ ଚିନ୍ତାରେ ଇରାନ

ତେଲ ଅଭୀବ: ସିରିୟାରେ ଥିବା ଇରାନର ବାଣିଜ୍ୟ ଦୂତାବସ ଉପରେ ଇସ୍ରାଏଲର ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପଂହଚିଛି । ଇରାନ ଖୋଲାଖୋଲି ଭାବେ ଏ ନେଇ ଇସ୍ରାଏଲକୁ ଧମକ ଦେଇଛି । ଯାହା ଫଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହା ମଧ୍ୟରେ ଇରାନ ସ୍ୱତନ୍ତ୍ର ଭାବେ…

ତୃତୀୟ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଜେ.ପି ନଡ୍ଡା

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ଜେ.ପି ନଡ୍ଡା । ନିକଟରେ ଜେ.ପି ନଡ୍ଡା ଗୁଜୁରାଟ ରାଜ୍ୟସଭାରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ ।…

ଏପରି ଏକ ଗାଁ, ଯେଉଁଠାରେ ଆଦୌ ରାସ୍ତା ନାହିଁ

ଭୁବନେଶ୍ବର: ଆାମ ଏ ପୃଥିବୀ ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।ପ୍ରାକୃତିକ ସୋନ୍ଦର୍ଯ୍ୟ ଥିବା ସ୍ଥାନକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ବୁଲିବାକୁ ଆସନ୍ତି ଲୋକ । କେବଳ ବୁଲିବା ପାଇଁ ନୁହେଁ ନିଜ ମନର ଅସ୍ଥିରତାକୁ ନିୟନ୍ତ୍ରିତ କରିବାପାଇଁ ମଧ୍ୟ ।  ଆପଣ ଜାଣିଥିବେ ସବୁ ସ୍ଥାନକୁ…

ମେଦିନାପୁରରେ ଏନଆଇଏ ଟିମ୍ ଉପରେ ଆଖିବୁଜା ପଥର ମାଡ

କୋଲକତା: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଟିମ୍‌‌ ଉପରେ ଆକ୍ରମଣ । ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ ଉପରକୁ ଢେଲା ଓ ପଥର ମାଡ ହୋଇଛି । ଜିଲ୍ଲାର ଭୂପତିନଗରରେ କିଛି ଲୋକ ଏନଆଇଏ ଟିମକୁ ଘେରିଯାଇ ତାଙ୍କ ଗାଡି ଉପରକୁ ଢେଲା ପଥର ମାଡ କରିଛନ୍ତି । ଖବର ମୁତାବକ, ଏକ…

କଂଗ୍ରେସର ଇସ୍ତାହାରରେ ମୁସଲିମ ଲିଗର ଛାପ ରହିଛି: ମୋଦୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୋଦୀ । ଆଜି ସାହାରନପୁର ରାଲିରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା…

୧୪ତମ ପାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କିଏ କିଏ ଅଛନ୍ତି ଏହି ତାଲିକାରେ..

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ୧୪ତମ ପାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଏହି ତାଲିକାରେ ଗୋଆ, ମଧ୍ୟପ୍ରଦେଶ ଏବଂ ଦାଦ୍ରା ନଗର ହାବେଳୀର ୬ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ୱାଲିଅର ଆସନରୁ ପ୍ରବୀଣ ପାଠକ, ମୁରୈନାରୁ ସତ୍ୟପାଲ ସିଂ…

ଚାଇଲ୍ଡ ଟ୍ରାଫିକିଂ ମାମଲାରେ ସିବିଆଇର ଚଢାଉ, ୮ ଶିଶୁ ଉଦ୍ଧାର

ଭୁବନେଶ୍ଵର: ଶିଶୁ ଚାଲାଣ ମାମଲାରେ ରାଜଧାନୀ ଦିଲ୍ଲୀ ଏନସିଆରରେ ଜାରି ରହିଛି ସିବିଆଇ ଚଢାଉ । ଏହି ସମୟ ମଧ୍ୟରେ, ସିବିଆଇ ୭-୮ ପିଲାଙ୍କୁ ଉଦ୍ଧାର କରଛି। ଏହି ଅପରାଧରେ ସହିତ ଜଡିତ କିଛିଜଣ ଲୋକଙ୍କୁ ମଧ୍ୟ ଗିରଫ କରିଛି ଅନୁସନ୍ଧାନକାରୀ ସଂସ୍ଥା । ଶିଶୁ ଚାଲାଣ ମାମଲାରେ ଏମାନଙ୍କୁ ପଚରାଉଚରା…

ଜେଲ୍‌ ରୁ ବାହାରିବା ଆଶା ମଉଳିଲା, ଆସନ୍ତା ୧୮ ଯାଏଁ ନ୍ୟାୟିକ ହେପାଜତରେ ରହିବେ ମନିଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜିବି ନିରାଶ ହେଲେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ତାଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ । ଆସନ୍ତା ୧୮ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହେପାଜତକୁ…

ବିଜେପି@୪୪: ଦେଶର ସବୁଠାରୁ ଲୋକପ୍ରିୟ ଦଳ ବିଜେପି

ନୂଆଦିଲ୍ଲୀ: ଆଜି ବିଜେପି ପ୍ରତିଷ୍ଠା ଦିବସ । ୪୪ ବର୍ଷରେ ପାଦ ରଖିଲା ବିଜେପି । ଦେଶ ସାରା ସମସ୍ତ ବିଜେପି କର୍ମୀ ଆଜି ଅତି ଉତ୍ସାହର ସହ ବିଜେପି ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟୀ(ବିଜେପି) ଦଳ ପ୍ରତିଷ୍ଠା କରାଯାଇଥିଲା । ଆଜି…