Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜଲପାଇଗୁଡିରେ ପ୍ରକୃତିର ତାଣ୍ଡବ: ୫ଜଣଙ୍କ ମୃତ୍ୟୁ, ୩୦୦ରୁ ଅଧିକ ଆହତ

କୋଲକାତା: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ । ଜଲପାଇଗୁଡିରେ ଆକସ୍ମିକ ଝଡ଼ ନେଲା ୫ଜଣଙ୍କ ଜୀବନ । ଏଥିସହ ୩୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଜଲପାଇଗୁଡି ଜିଲ୍ଲାର ଦୁଇଟି ଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ି…

ଦେଶରେ ଆଜିଠୁ ନୂଆ ନିୟମ, ଜାଣନ୍ତୁ ସେଗୁଡିକ ବିଷୟରେ..

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆର୍ଥିକ ବର୍ଷ । ୨୦୨୪-୨୫ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ସାରା ଦେଶରେ ଅନେକ କିଛି ନୂଆ ନିୟମ ବଦଳିବାକୁ ଯାଉଛି ମିଳିବ । ଯାହା ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଏହି ନିୟମ ପରିବାର୍ତ୍ତ ଭିତରେ କଣ କଣ…

ଆରବିଆଇ@୯୦: ୯୦ ବର୍ଷରେ ପାଦ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତ ସରକାରଙ୍କର ସର୍ବୋଚ୍ଚ ଅର୍ଥନୈତିକ ନିୟନ୍ତ୍ରଣକାରୀ ସଂସ୍ଥା । ଭାରତରେ ଅର୍ଥନୈତିକ ଉନ୍ନତି, ସୁଧାର ଓ ସୁରୁଖୁରୁରେ ଚାଲିବା ପାଇଁ ଏହା ବିଭିନ୍ନ ନିୟମ ପ୍ରଣୟନ କରେ । ଏହା ନିଜ ଅଧୀନରେ ଥିବା ବିଭିନ୍ନ ମୁଦ୍ରଣ ସଂସ୍ଥା ସାହାଯ୍ୟରେ ଆବଶ୍ୟକ…

ଆର୍ଥିକ ବର୍ଷ ଆରମ୍ଭରୁ କମିଲା କମର୍ସିଆଲ ଗ୍ୟାସ୍ ଦର, ଜାଣନ୍ତୁ କେତେ କମିଲା..

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ତେବେ ଏହି ଦର ହ୍ରାସ କେବଳ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଉପରେ ହୋଇଛି । ଘରୋଇ ସିଲିଣ୍ଡର…

ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ବିମାନବନ୍ଦର ଛାତ, ବିମାନ ସେବାର ଗତିପଥ ପରିବର୍ତ୍ତନ

ଗୌହାଟି: ପ୍ରବଳ ବର୍ଷା ସହ ଝଡ଼ତୋଫାନ ଯୋଗୁଁ ଗୌହାଟୀର ଲୋକପ୍ରିୟ ଗୋପୀନାଥ ବୋର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ୟାପକ ନଷ୍ଟ ହୋଇଛି। ଖରାପ ପାଗ ଯୋଗୁଁ ଅସ୍ଥାୟୀ ଭାବେ ବିମାନ ଚଳାଚଳ ବନ୍ଦ ରହିବା ସହ ୬ଟି ବିମାନର ଗତିପଥ ବଦଳାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ…

ଆରଏସଏସ-ବିଜେପି ମେଣ୍ଟ ଏକ ବିଷ, ଦେଶକୁ କରୁଛି ନଷ୍ଟ: ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆରଏସଏସ-ବିଜେପି ମେଣ୍ଟକୁ କଡ଼ା ସମାଲୋଚନା କରି ଏହାକୁ ଏକ ବିଷ ବୋଲି ଆଖ୍ୟା ଦେଇଛନ୍ତି। ଯାହା ଦେଶକୁ ନଷ୍ଟ କରିଦେଇଛି ବୋଲି ସେ କହିଛନ୍ତି। ରାମଲୀଲା ମୈଦାନରେ ଇଣ୍ଡିଆ ମେଂଟ ଦ୍ୱାରା ଆୟୋଜିତ 'ଲୋକତନ୍ତ୍ର ବଞ୍ଚାଓ' ରାଲିରେ ଖଡଗେ…

ନିର୍ବାଚନୀ ବଣ୍ଡଠୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢାଉ ଉପରେ ମୋଦୀ କହିଲେ ମନର କଥା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଅଭିଯୋଗ ଉପରେ ଆଲୋଚନା କରିଛନ୍ତି। ଇଲେକ୍ଟୋରାଲ ବଣ୍ଡ, ବିରୋଧୀ ଦଳ ନେତାଙ୍କ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ, ତାମିଲନାଡୁ ପାଇଁ…

ଭଗବାନ ରାମ ଯେତେବେଳେ ସତ୍ୟ ପାଇଁ ଲଢେଇ କରିଥିଲେ ସେତେବେଳେ ତାଙ୍କ ପାଖରେ କିଛି ନଥିଲା: ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ବିରୋଧରେ 'ଇଣ୍ଡିଆ' ମେଣ୍ଟ ଆଜି ଦିଲ୍ଲୀର ରାମଲିଳା ମଇଦାନରେ ଏକ ଶୋଭାଯାତ୍ରା କରିଥିଲା। ଏଥିରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ର ପ୍ରଭୁ ରାମଙ୍କ ଜୀବନୀ ବିଷୟରେ କହି ମୋଦୀ ସରକାରଙ୍କୁ ସିଧାସଳଖ ଟାର୍ଗେଟ…

ରାମଲୀଳା ମୈଦାନରେ ଗର୍ଜିଲେ କଳ୍ପନା ସୋରେନ, କହିଲେ କେବେ ବି ମୁଣ୍ଡ ନୁଆଁଇବ ନାହିଁ ଝାଡ଼ଖଣ୍ଡ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ରବିବାର ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରୁଛନ୍ତି। ଏହି ମହାରାଲିକୁ ଇଣ୍ଡିଆ ମେଣ୍ଟ ତରଫରୁ ଗଣତନ୍ତ୍ର ବଞ୍ଚାଅ ରାଲି ବୋଲି ନାମିତ କରାଯାଇଛି । ଏହି ରାଲିରେ ରାହୁଲ ଗାନ୍ଧୀ, ଏନ୍‌ସିପି…

ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର, ‌ଆରମ୍ଭ ହେବ ଘର-ଘର ଗ୍ୟାରେଣ୍ଟି ଅଭିଯାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି ଆଜି ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରୁଥିବାବେଳେ ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ମେଣ୍ଟ ନିଜର ଶକ୍ତି ପ୍ରଦର୍ଶନ କରୁଛି।…