Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ମ୍ୟାଚ୍ ଫିକ୍ସିଂ ବିନା ବିଜେପିର ୪୦୦ ପାର୍ ନାରା ସମ୍ଭବ ନୁହେଁ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ଆଜି ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରିଛନ୍ତି । ଏହି ପ୍ରରିପେକ୍ଷୀରେ ରାହୁଲ ଗାନ୍ଧୀ ବିଜେପିକୁ କଡ୍ଡା ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି ଯେ, 'ନିର୍ବାଚନ ପୂର୍ବରୁ ମ୍ୟାଚ୍…

ସିଏଏ ଲୋକଙ୍କୁ ବିଦେଶୀ କରିବାର ଏକ ଯୋଜନା: ମମତା

କୋଲକାତା: ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ନାଗରିକତା ସଂଶୋଧନ ଆଇନ (CAA)। କିଛି ରାଜନୈତୀକ ଦଳ ସିଏଏ କୁ ସମର୍ଥନ କରୁଥିବା ବେଳେ କିଛି ଦଳ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧି ଦଳ । ନିର୍ବାଚନ ପରିବେଶରେ CAA ଏକ…

ସିରିଆରେ କାର୍‌ ବୋମା ବିସ୍ଫୋରଣ: ୮ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଦାମସକସ୍‌: ଉତ୍ତର ସିରିଆର ଆଲେପ୍ପୋ ପ୍ରଦେଶର ଆଜାଜର ଏକ ବଜାରରେ ଆଜି ସକାଳେ ଏକ ଭଙ୍କର ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । କାର୍‌ ବୋମା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…

‘ବିଜେପି ଏକ ଦୁର୍ନୀତିଗ୍ରସ୍ତ ଜନତା ଦଳ, ସେ ପରିବାରର ଅର୍ଥ ବୁଝେ ନାହିଁ’

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ମାର୍ଚ୍ଚ ୩୧ ରେ ଦିଲ୍ଲୀର ରାମ ଲୀଲା ମୈଦାନରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସମଗ୍ର ବିରୋଧୀ ଏକାଠି ହେବେ । ଏହାପୂର୍ବରୁ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ବିଜେପିର ଏହି ସାମ୍ବାଦିକ ସମ୍ମିଳନୀକୁ ଟାର୍ଗେଟ କରି ଜବାବରେ ମହାରାଷ୍ଟ୍ରର…

ଆଡଭାନୀଙ୍କ ବାସଭବନକୁ ଯାଇ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତ ରତ୍ନରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଆଡଭାନୀଙ୍କୁ ‘ଭାରତ ରତ୍ନ’ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ । ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତି ତାଙ୍କୁ ଏହି…

ନିର୍ବାଚନ ପୂର୍ବରୁ ବିଜେପିର ବିଜୟ, ୧୦ ବିଧାନସଭା ଆସନରେ ନିର୍ଦ୍ବନ୍ଦରେ ନିର୍ବାଚିତ

ଇଟାନଗର: ଅରୁଣାଚଳ ପ୍ରଦେଶରୁ ବିଜେପି ପାଇଁ ଏକ ଖୁସି ଖବର ଆସିଛି । କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଭୋଟିଂ ପୂର୍ବରୁ ଦଳ ୧୦ ଟି ସିଟ୍ ରେ ଜିତିଥିବାନେଇ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶରେ ବିଜେପି ୧୦ ଟି…

ଭାରତର ଏକତା ଓ ଅଖଣ୍ଡତାକୁ ଦୁର୍ବଳ କରୁଛି କଂଗ୍ରେସ: ମୋଦୀ

ନୂଆଦିଲ୍ଲୀ: ୧୯୭୦ ଦଶକରେ କଚ୍ଚାଥିବୁ ଦ୍ଵୀପକୁ ଶ୍ରୀଲଙ୍କାକୁ ଦେବା ପ୍ରସଙ୍ଗକୁ ନେଇ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ କହିଛନ୍ତି ଯେ, କଂଗ୍ରେସ ଦଳକୁ ବିଶ୍ୱାସ କରାଯାଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଏକ ସମ୍ବାଦ ଆର୍ଟିକିଲକୁ ସେୟାର କରିବା…

ଗୁରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ, ଶିଷ୍ଯ ରାଘବ ଚଢ଼ା କେଉଁଠି?

ନୂଆଦିଲ୍ଲୀ: ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ନେତା ଜିତେନ୍ଦ୍ର ଆୱାଡ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅବକାରୀ ନୀତି ସଂକ୍ରାନ୍ତ ଏକ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, କହିଲେ, ‘୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ…

ଗୌହାଟି: ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ । ସେ କହିଛନ୍ତି ଯେ ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ…

ଜନ୍ମଦିନ ହେଲା ମରଣଦିନ, ଅନଲାଇନରେ ଆସିଲା ମୃତ୍ୟୁ

ପଟିଆଲା: ଜନ୍ମଦିନ ହେଲା ମରଣଦିନ । ଅନଲାଇନରେ ଆସିଲା ମୃତ୍ୟୁ । ଜନ୍ମଦିନର କେକ ଖାଇ ୧୦ ବର୍ଷ ଝିଅର ମୃତ୍ୟୁ । ପଞ୍ଜାବର ପଟିଆଲାରେ ଘଟିଛି ଏହି ଘଟଣା । ମୃତ ନାବାଳିକା ଜଣଙ୍କ ହେଉଛନ୍ତି ୧୦ ବର୍ଷିୟ ମାନୱୀ । ଗତକାଲି ତାଙ୍କର ଜନ୍ମଦିନ ଥିଲା । ସୂଚନା ଅନୁସାରେ, ଗତକାଲି ମାନୱୀ ଏବଂ…